ଲାଫିଙ୍ଗ ବୃଦ୍ଧ ଆଣିଥାଏ ଜୀବନରେ ସୌଭାଗ୍ୟ , ଜାଣନ୍ତୁ ଏହାକୁ ରଖିବାର କିଛି ଖାସ ନିୟମ- ନିଶ୍ଚୟ ଏହାକୁ ରଖନ୍ତୁ ଘରେ ଓ ଦେଖନ୍ତୁ ଚମତ୍କାର

ହିନ୍ଦୁ ଧର୍ମରେ ଲକ୍ଷ୍ମୀ ଏବଂ କୁବେରଙ୍କୁ ଧନ ଏବଂ ସୌଭାଗ୍ୟ ପାଇଁ ଜଣା ଯାଇଥାଏ । ସେହି ପରି ଚୀନରେ ହସୁଥିବା ବୃଦ୍ଧଙ୍କୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣି ଥିବାର କୁହାଯାଇଥାଏ ହସୁଥିବା ବୃଦ୍ଧଙ୍କ ଏହି ମହତ୍ଵକୁ ଦେଖି ହିଁ ଲୋକ ନିଜ ଘରେ ଏବଂ ଉପହାରରେ ବି ହସୁଥିବା ବୃଦ୍ଧ ଦେବାକୁ ପସନ୍ଦ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ହସୁଥିବା ବୃଦ୍ଧଙ୍କୁ ରଖିବାର ବି କିଛି ନିୟମ ଥାଏ ଯାହାକୁ ପାଳନ କରିବା ଦ୍ଵାରା ଜୀବନରେ ସୌଭାଗ୍ୟ ଆଣିବାରେ ସାହାଯ୍ୟ ମିଳିଥାଏ ।

ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

– କୌଣସି ବି ଘରେ ପୂର୍ବ ଦିଗକୁ ପରିବାରର ଭାଗ୍ୟ ଏବଂ ସୁଖ ଶାନ୍ତିର ସ୍ଥାନ କୁହାଯାଇଥାଏ । ଆପଣ ଆପଣଙ୍କର ଘରର ସଦସ୍ୟମାନଙ୍କ ଭିତରେ ଭଲପାଇବା ବଢାଇବାକୁ ଚାହୁଁଥାନ୍ତି ତାହେଲେ ଗୋଟିଏ ଲାଫିଙ୍ଗ ବୃଦ୍ଧଙ୍କୁ ପୂର୍ବ ଦିଗରେ ରଖନ୍ତୁ ଯିଏ ନିଜର ଦୁଇହାତ ଉପରକୁ ଉଠାଇ ହସୁଥିବ ।

-ଲାଫିଙ୍ଗ ବୃଦ୍ଧଙ୍କୁ ଯଦି ଦକ୍ଷିଣ ପୂର୍ବରେ ରଖିବା ତାହେଲେ ଏହି ଦିଗର ସକରାତ୍ମାକ ଶକ୍ତି ବଢି ଯାଇଥାଏ ଯାହା ଧନ ଏବଂ ସୁଖକୁ ଆକର୍ଷିତ କରିଥାଏ । ବ୍ୟବସାୟରେ ଆପଣଙ୍କ ବିରୋଧୀ ଠାରୁ ଆପଣ ଚିନ୍ତାରେ ଅଛନ୍ତି ତ ଏଥିରୁ ବହୁତ ଲାଭ ମିଳିବ । ସେଥିପାଇଁ ଏହି ଦିଗରେ ମଧ୍ୟ ଗୋଟେ ଲାଫିଙ୍ଗ ବୃଦ୍ଧ ରଖନ୍ତୁ ।

– ଲାଫିଙ୍ଗ ବୃଦ୍ଧଙ୍କୁ ଘରେ ରଖିବା ପୂର୍ବରୁ ଏହା ଧ୍ୟାନ ରଖିବେ କି ତାର ଉଚତା ଆପଣଙ୍କ ଆଖିର ବରାବର ପର୍ଯ୍ୟନ୍ତ ହେବା ଦରକାର । ଏହି ପରି ମୂର୍ତ୍ତି ଉପରେ ଆପଣଙ୍କ ଆଖି ସିଧା ପଡିବ । ଯାହା ବହୁତ ଶୁଭ ଅଟେ । ଏହା ଦ୍ଵାରା ଆପଣ ଯେଉଁ ସ୍ଥାନରେ ଏହାକୁ ରଖିବେ ଯେବେବି ସେହି ସ୍ଥାନ ଦେଇ ଯାଉଥିବେ ତ ଆପଣଙ୍କ ନଜର ତା ଉପରେ ନିଶ୍ଚୟ ପଡିବ ।

– ଯେପରି ଗଣେଶଙ୍କର ମୁହଁ କବାଟ ଆଡକୁ ହେବା ଶୁଭ ହୋଇଥାଏ ସେହିପରି ମୁଖ୍ୟ କବାଟ ଦେଖାଇବା ସହିତ ଲାଫିଙ୍ଗ ବୁଦ୍ଧା ଧନ ସମୃଦ୍ଧିକୁ ଆକର୍ଷିତ କରିବାର କୁହାଯାଇଥାଏ । ତେବେ ଯଦି ଆପଣ ବି ଚାହୁଁଛନ୍ତି ଏମିତି କିଛି ତ ନିଶ୍ଚିନ୍ତ ଗୋଟେ ଲାଫିଙ୍ଗ ବୃଦ୍ଧ ଆପଣଙ୍କୁ ଘରକୁ ନେଇ ଆସନ୍ତୁ । ଏବଂ ଦେଖନ୍ତୁ ଘରେ କେମିତି ସବୁ କିଛି ଠିକ ହେଇଯାଉଛି ।

ବାସ୍ତୁ ଅନୁସାରେ ଏହିଭଳି ଅନେକ ଟିପ୍ସ ପାଇବାକୁ ଚାହୁଁଥିଲେ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *