କିଛି ଏଭଳି ସର୍ତ୍ତ ରଖି ଏହି ଅଭିନେତ୍ରୀଙ୍କ ବାପା ତାଙ୍କୁ ଫିଲ୍ମରେ କାମ କରିବାର ଅନୁମତି ଦେଇଥିଲେ- ଜାଣନ୍ତୁ କଣ

ବଲିଉଡ ଫିଲ୍ମ ଇଂଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଆଜି ୫୨ବର୍ଷ ବୟସରେ ଅଛନ୍ତି କିନ୍ତୁ ତାଙ୍କର ସୁନ୍ଦରତା ଆଜି ବି ନିଜ ବୟସରୁ କମ ଲାଗୁଛି । ମାଧୁରୀ ନିଜ କ୍ୟାରିୟର ରେ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି ଏବଂ କେତେକ ବଲିଉଡ ସୁପରଷ୍ଟାରଙ୍କ ସହିତ କାମ କରିଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚଜ୍ୟ ହେବେ କି ମାଧୁରୀ ଭଲପାଇ କୌଣସି ଅଭିନେତାଙ୍କ ସହିତ ସେ ବିବାହ କରିବେ ନାହିଁ ଏହି ସର୍ତରେ ଫିଲ୍ମରେ କାମ କରିବାକୁ ଦିଆଯାଇ ଥିଲା ।

ମାଧୁରୀ ନିଜର କ୍ୟାରିୟରର ଆରମ୍ଭ ଫିଲ୍ମ ଅବୋଧ ରୁ କରିଥିଲେ କିନ୍ତୁ ସେ ଦର୍ଶକଙ୍କ ଭିତରେ ପରିଚୟ ଫିଲ୍ମ ତେଜାବ ରେ ମିଳିଥିଲା ।

ଯାହାପରେ ମାଧୁରୀଙ୍କ ଫିଲ୍ମ କ୍ୟାରିୟର ଆସମାନ ରେ ଉଡିବାକୁ ଲାଗିଲା ଏବଂ ଆଜି ସେ ଆପଣଙ୍କ ସାମନାରେ କେଉଁଠି ଅଛନ୍ତି ତାହା ସମସ୍ତେ ଜାଣିଛନ୍ତି । କିନ୍ତୁ ମାଧୁରୀଙ୍କ ବାପା ତାଙ୍କ ବିରୁଦ୍ଧରେ ଥିଲେ ସେ ଚାହୁଁନଥିଲେ କି ମାଧୁରୀ ଫିଲ୍ମରେ କାମ କରନ୍ତୁ । ତାଙ୍କୁ ଲାଗୁଥିଲା କି ତାଙ୍କ ଝିଅ ଫିଲ୍ମରେ କାମ କରିବା ପରେ ଲଭ ମ୍ୟାରେଜ କରି ନେବେ ।

ଯେଉଁ ବିଷୟରେ କି ମାଧୁରୀ ବାପାଙ୍କୁ ବହୁତ ବୁଝାଇ ଥିଲେ ଏବଂ ଏହି କଥା ପାଇଁ ବାପାଙ୍କୁ କଥା ଦେଲେ କି ସେ କେବେବି ଲଭ ମ୍ୟାରେଜ କରିବେ ନାହିଁ । ମାଧୁରୀ ବାପାଙ୍କୁ କଥା ଦେଲେ କି ସେ ଯେଉଁ ବି ପୁଅକୁ ବିବାହ କରିବା ପାଇଁ କହିବେ ସେ ତାଙ୍କୁ ହିଁ ବିବାହ କରିବେ ଲଭ ମ୍ୟାରେଜ କରିବେ ନାହିଁ ।

ଏହି ସର୍ତରେ ମାଧୁରୀଙ୍କୁ ଫିଲ୍ମରେ କାମ କରିବା ପାଇଁ ଅନୁମତି ପିତାଙ୍କ ଠାରୁ ମିଳିଥିଲା । ତେବେ ଫିଲ୍ମରେ ଠାରେ ନିଜ କ୍ଯାରିୟର ଆରମ୍ଭ କରିବା ପରେ ସେ ଔ ପଛକୁ ବୁଲି ଚାହିଁ ନାହାନ୍ତି ।୯୦ ଦଶକର ସେ ବହୁତ ନାମୀ ଦାମୀ ଅଭିନେତ୍ରୀ ଅଟନ୍ତି । ତାଙ୍କ ଫ୍ୟାନ ମାନେ ତାଙ୍କୁ ଧକଧକ ଗର୍ଲ ନାମ ରେ ମଧ୍ୟ ଡାକନ୍ତି । ସେ ଅନେକ ସୁପର ହିତ ଫିଲ ଦେଇଛନ୍ତି ଓ ବର୍ତ୍ତମାନ ସେ ବିବାହ କରି ନିଜ ସ୍ଵାମୀ ଓ ସନ୍ତାନଙ୍କ ସହ ଖୁସିରେ ରହୁଛନ୍ତି ।

ଆଶା କରୁଛୁ ଆପଣାକୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *