ଏହି ହସ୍ପିଟାଲରେ ସମ୍ପୁର୍ଣ୍ଣ ମାଗଣାରେ ହେବ ହୃଦରୋଗ ଜନିତ ରୋଗର ଚିକିତ୍ସା, କିଛି ବି ଲାଗିବ ନାହିଁ ଫିସ୍

ବର୍ତମାନ ସମୟରେ ଆମ ଦେଶରେ ଅନେକ ଗୁଡିଏ ରୋଗ ବ୍ୟାପିବାକୁ ଲାଗିଛି | ଏଠି ପାଇଁ ପ୍ରାୟ ସବୁଦିନ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି,ଏହା ମୁଖ୍ୟ କାରଣ ପଇସା ଅଭାବ ଓ ଯାହା ଫଳ ରେ ଚିକିସ୍ୟ ହେଇ ପାରୁନାହିଁ | ସାଧାରଣତଃ ଏମିତି ବହୁତ ରୋଗ ହୋଇଥାଏ ଯାହାଠୁ ଅତ୍ୟାଧିକ ପଇସା ଖର୍ଚ୍ଚ ହୋଇଥାଏ ତାର ଚିକିତ୍ସା କରିବା ପାଇଁ, ଏମିତି ବହୁତ ହୃଦରୋଗୀ ଅଛନ୍ତି , କିନ୍ତୁ ପଇସାର ଅଭାବ ସକାଶେ ସେମାନେ ଚିକିତ୍ସା କରିପାରୁନାହାନ୍ତି ।

ଏଥିପାଇଁ ରୋଟାରୀ କ୍ଲବ ଅଫ୍ କାନପୁର ଇଣ୍ତଷ୍ଟ୍ରିଆଲ୍ ନିଜର ଏକ ଚ୍ୟାରେଟି ୱିଙ୍ଗ୍ ସ୍ଥାପନା କରିଛନ୍ତି , ରୋଟାରୀ କ୍ଲବ କାନପୁର ଇଣ୍ତଷ୍ଟ୍ରିଆଲ୍ କେୟାର୍ ନାମରେ ଏହି ୱିଙ୍ଗ୍ ସବୁ ରବିବାର ନାରାୟଣୀ ଦେବୀ ଧର୍ମଶାଳା ପ୍ୟାରେଡରେ ଓପିଡି ଲଗାଇବେ , ଓପିଡିର ସଂଚାଳନ କାର୍ଡିଓଲୋଜି ନିର୍ଦ୍ଧେଶକ ଡାଃ ବିନୟ କୃଷ୍ଣଙ୍କ ତରଫରୁ କରାଯିବ , ଏହି ଫଣ୍ତରୁ ଦରକାରୀ ଲୋକଙ୍କ ସର୍ଜରୀ କାର୍ଡିଓଲୋଜି କରାଯିବ , କିଛି ଉପକରଣ ଲଗାଯାଇପାରିବ , ତାହାର ଭରଣା ରୋଟାରି କ୍ଲବର ୱିଙ୍ଗ୍ କରିବ ।

ଏହି ୱିଙ୍ଗ୍ ର ସ୍ଥାପନା ରୋଟାରୀ କ୍ଲବ୍ ଅଫ୍ କାନପୁର ଇଣ୍ତଷ୍ଟ୍ରିଆଲ୍ ସଂସ୍ଥାପକ ଅନିଲ ମିତ୍ତଲ, କପିଲ ଅଗ୍ରୱାଲ୍ , ଗୋବିନ୍ଦ ଅଗ୍ରୱାଲ୍ , ନିରଜ କନୋଡିଆ, ରବି ପୋଦାର୍, ଅଶୋକ ଶୁକ୍ଲା , ପିୟୁଶ ଅଗ୍ରୱାଲ୍ କରିଛନ୍ତି , ସେମିତି ଆର୍ ସି କେ ଆଇ କେୟାର୍ ଅଧ୍ୟକ୍ଷ୍ୟ ଆଶୁ ମେହରୋତ୍ରା ବନାଇଛନ୍ତି , ସେ କହିଲେ କି ଏହି ପୂଣ୍ୟ କାମ ପାଇଁ ଏକ ବଡ ଫଣ୍ତ ନିର୍ଦ୍ଧାରିତ କରାଯାଇଛି, ଏହି ଫଣ୍ତରୁ ଲୋକଙ୍କୁ ମାଗଣାରେ ଚିକିତ୍ସା କରାଯିବ ।

Leave a Reply

Your email address will not be published. Required fields are marked *