Weather Update: July 4 ତାରିଖରୁ ହେବ ଲଘୁଚାପ, ଆଜି ଠାରୁ ପ୍ରବଳ ବର୍ଷା…. ଏହି ସବୁ ଜିଲ୍ଲାକୁ ଜାରିହେଲା ୟେଲ୍ଲୋ ୱାର୍ଣ୍ଣିଂ

ବନ୍ଧୁଗଣ ଜୁଲାଇ ୪ ତାରିଖ ରେ ଲଘୁଚାପ ହେବାକୁ ଯାଉଛି । ଆଜି ଠାରୁ ବଢିବ ବର୍ଷାର ପରିମାଣ । ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି । ସେହିପରି ଜୁଲାଇ ଦ୍ଵିତୀୟ ସପ୍ତାହରେ ଆରମ୍ଭରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଆଜି ଠାରୁ ଆଗାମୀ ୫ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

୨୪ ଘଣ୍ଟା ଭିତରେ ସୁନ୍ଦରଗଡ, କେଉଁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର ଓ କଟକ ସମେତ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ମୌସୁମୀ ଅଧିକ ସକ୍ରିୟ ହେବା କାରଣରୁ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି ।

ଏହା ସହ ଘୂର୍ଣ୍ଣୀ ବଳୟର ବହୁତ ସମ୍ଭାବନା ରହୁଛି । ଜୁଲାଇ ମାସରେ ବର୍ଷାର ସମ୍ଭାବନା ଅଧିକ ରହିଛି । ଗତ କାଲି IMD ତରଫରୁ ସୂଚନା ଦିଆ ଯାଇଛି ଓଡିଶାରେ କିଛି ଜିଲ୍ଲା ରେ ଅଧିକ ବର୍ଷା ହେବା ସହ ଆଉ କିଛି ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ କମ ହେବାର ସମ୍ଭାବନା ରହିଛି ।

ଲଘୁଚାପ ସୃଷ୍ଟି କାରଣରୁ ଉତ୍ତର ଓଡିଶା, ପଶ୍ଚିମ ଓଡିଶା ଓ ୱେଷ୍ଟର୍ନ ଓଡିଶା ରେ ଅଧିକ ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି । ଜୁଲାଇର ଦ୍ଵିତୀୟ ସପ୍ତାହରେ ଆଉ ଏକ ଘୂର୍ଣ୍ଣୀ ବଳୟ ସୃଷ୍ଟି ହେବା କାରଣରୁ ବର୍ଷାର ପରିମାଣ ଆହୁରି ଅଧିକ ବଢିବାର ଅଛି ।

ବର୍ଷାର ପରିମାଣ ଏତେ ଜୋରରେ ହେବ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ । ଯଦି ଲଘୁଚାପ ଘୂର୍ଣ୍ଣୀ ବଳୟର ରୂପ ନିଏ ତେବେ ବର୍ଷା ଅଧିକରୁ ଅଧିକ ହେବ କାରଣରୁ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ତେବେ ଲଘୁଚାପ ଯେମିତି ଘୂର୍ଣ୍ଣୀ ବଳୟର ରୂପ ନ ନେବ ସେଥିପାଇଁ ଆଶଙ୍କା କରା ଯାଉଛି । ତେବେ ଦେଖାଯାଉ କେତେ ପରିମାଣରେ ବର୍ଷା ହେବ ଯାହାକୁ ଆକଳନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ଯେଉଁ ସବୁ ଜିଲ୍ଲା ଗୁଡିକରେ ୟେଲୋ ୱାର୍ନିଙ୍ଗ ଜାରି କାର ଯାଇଛି ସେହି ସବୁ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ଅଧିକରୁ ଅଧିକ ରହିବ ବୋଲି ଆକଳନ କାର ଯାଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷ ରୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *