ମୃତ୍ୟୁର 25 ମିନିଟ ପୂର୍ବରୁ ହେଲା କିଛି ଏମିତି…ପୁରା ଘଟଣା ଶୁଣିଲେ ଆପଣଙ୍କ ହୃଦୟ ବି ଥରି ଉଠିବ, ଦେଖନ୍ତୁ Video

ପ୍ରକୃତି ହେଉଛି ଆମ ମା ସେ ବହୁତ ଖୁସି ଦେଇଥାଏ ଆମକୁ ତା କୋଳରେ । କିନ୍ତୁ ପ୍ରକୃତି ମା କେବେ କେବେ ଏମିତି ଭ-ୟା-ବ-ହ ରୂପ ଦେଖାଇ ଥାଏ ଯାହା କଳ୍ପନା ବାହାରେ ହୋଇଥାଏ । ଆଉ ମଣିଷ ମଧ୍ୟ ବହୁତ ଦୁଃଖ ପାଇଥାଏ ।

ଏହି ମଣିଷ ମଧ୍ୟ ପ୍ରକୃତିକୁ ବହୁତ ବାଟରେ କ୍ଷ-ତି ସେ ଯାହା ହେଉ ଏମିତି ଗୋଟିଏ ଭ-ୟା-ବ-ହ ଘ-ଟ-ଣା ଘଟିଛି ହିମାଲୟରେ । ତେବେ ଖବର ଅନୁସାରେ ଜଣେ ମହିଳା ବୁଲିବାକୁ ଯାଇଥିଲେ , ସେ ବହୁତ ଖୁସି ଥିଲେ ଆଉ ଫୋଟୋ ଉଠାଉଥିଲେ । ପୋଜ ପରେ ପୋଜ ଦେଉଥିଲେ, ଆଉ ଲେଖିଥିଲେ ”ପ୍ରକୃତି ବିନା ଜୀବନ କିଛି ନୁହେଁ” ।

କିନ୍ତୁ ସେହି ପ୍ରକୃତି ସାଜିଲା ପ୍ରାଣ ନାଶକ । ଫୋଟୋ ପୋଷ୍ଟ କରୁଥିବା ବେଳେ କେହି ଜାଣି ନଥିଲେ । ସେ ମୃ-ତ୍ୟୁ ଠାରୁ ମାତ୍ରା 25 ମିନିଟ ଦୂରରେ ଅଛନ୍ତି । ଏହି ଫୋଟୋ ସେହି ମୃ-ତ୍ୟୁର କିଛି ସମୟ ପୂର୍ବର । ଫୋଟରେ ହସୁଥିବା ସେହି ଚେହେରା ଆୟୁର୍ବେଦ ଡାକ୍ତର ଦୀପା ଶର୍ମାଙ୍କର । ହିମାଞ୍ଚଳରୁ ଆସିଲା ହୃଦୟଥରା ଦ୍ରୁଶ୍ଯ । କିନ୍ତୁ ଏହି ୯ ଜଣଙ୍କ ପାଇଁ ଥିଲା କାଳ ଦିନ । ଆପଣ ମଧ୍ୟ ଏହିଭଳି ଦ୍ରୁଶ୍ଯ କେବେ ଦେଖି ନଥିବେ । କୌଣସି ଏକଶନ ସିନେମାର ଭୁଜୁଆଲ ଭଳି ଆପଣଙ୍କୁ ନିହାତି ଭୟଭୀତ କରୁଥିବ ।

ପାହାଡ ଉପରୁ ମୃ-ତ୍ୟୁ ହୋଇ ଆସିଥିଲା ଭୂ ସ୍ଖଳନ । ଲ୍ଯାଣ୍ଡ ସ୍ଲାଇଡ ରେ ୯ ଜଣଙ୍କର ଜୀବନ ଚାଲି ଯାଇଥିଲା । ଆଉ ତା ଭିତରେ ଦୀପା ମଧ୍ୟ ଥିଲେ । ଦୀପା ନିଜ ସୋ-ସି-ଆ-ଲ ମି-ଡି-ଆ-ରେ ନିଜ ଟୂରକୁ ନେଇ ଲଗାତାର ଅପଡେଟ ଦଉଥିଲେ । ଆଉ ତାଙ୍କୁ ଜମାରୁ ଜଣା ନଥିଲା ଏହା ତାଙ୍କର ଶେଷ ପୋଷ୍ଟ ଥିଲା ବୋଲି । ରବିବାର ଳ୍ୟାଣ୍ଡ ସ୍ଲାଇଡ ହେବାର କିଛି ସମୟ ପୂର୍ବରୁ ଦୀପା ଟ୍ବିଟ କରିଥିଲେ ବର୍ତମାନ ଭାରତର ଶେଷ ପଏଣ୍ଟରେ ଠିଆ ହୋଇଛନ୍ତି ।

ଯେଉଁଠିକି ସାଧାରଣ ନାଗରିକଙ୍କୁ ଯିବାର ଅନୁମତି ରହିଛି । ଆଗକୁ ୮୦ କିମି ଦୂରରେ ତିବତ ରହିଛି । କିନ୍ତୁ ଏହି ଖୁସି ବେସୀ ସମୟ ରହିନଥିଲା । ଏହିଭଳି ଦୁର୍ଭାଗ୍ୟ ଜନକ ଘଟଣାକୁ ନେଇକି ଅନେକଙ୍କ ମନରେ ଦୁଃଖ ଓ ମୃ-ତ-କ-ଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଦୁଇଲକ୍ଷ ଭଳି ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *