ହୃଦୟରୁ ବହୁତ ସଚ୍ଚୋଟ ହୋଇଥାନ୍ତି ଏହି 2 ନାମର ଝିଅମାନେ- Jyotisha Shastra

ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ବ ର ଅନେକ ସାରା ଗୁପ୍ତ ରହସ୍ୟ ଖୋଲି ଦେଇଥାଏ । ଯେପରି ଭାବେ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ନାମକରଣ କରାଯାଏ ଓ ବ୍ଯକ୍ତିର ପ୍ରଥମ ଅକ୍ଷର ଅନୁଯାୟୀ କୁଣ୍ଡଳୀ ଲେଖାଯାଏ ଠିକ ସେହିପରି କୌଣସି ବ୍ୟକ୍ତି ର ଜୀବନରେ ତାର ପ୍ରଥମ ଅକ୍ଷର ବହୁତ ମହତ୍ଵ ରଖିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ହୃଦୟରୁ ବହୁତ ସଚ୍ଚୋଟ ହୋଇଥାନ୍ତି । ଏହି ଝିଅ ମାନଙ୍କର ନାମ ଇଂରାଜୀ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଯେଉଁ ମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି ।

୧- R ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି । ଏମାନେ ନିଜ ଦୁନିଆରେ ହଜି ରହିଥାନ୍ତି । ଏମାନଙ୍କୁ ସର୍ବଦା ଧନ, ସମ୍ପତି ଓ ଇଜ୍ଜତ ବହୁତ ପ୍ୟାରା ହୋଇଥାଏ । ସିଧା ସଳଖ କହିବାକୁ ଗଲେ ଏମାନଙ୍କର ସ୍ଵପ୍ନ ର ଦୁନିଆ ହିଁ ଏମାନଙ୍କୁ ସଫଳତାର ଶୀର୍ଷ ଯାଏଁ ନେଇ ଯାଇଥାଏ । ଜରୁରୀ ପଡିଲେ ଏମାନେ ଅନ୍ୟ ମାନଙ୍କର ସାହାଜ୍ଯ ମଧ୍ୟ କରିଥାନ୍ତି । ଏମାନଙ୍କର ଅନ୍ୟ ଏକ ଖାସ ଗୁଣ ହେଉଛି ଏମାନେ ସର୍ବଦା ନୂଆ ନୂଆ ଜିନିଷ ଖୋଜିବାରେ ଲାଗି ରହିଥାନ୍ତି ।

ଏହି କାରଣ ପାଇଁ ଏହି ଝିଅ ମାନଙ୍କୁ ସେଠାରେ ସମୟ ବ୍ଯତୀତ କରିବାକୁ ପସନ୍ଦ ଆସିଥାଏ ଯେଉଁ ଠାରେ କିଛି ନୂଆ ଶିଖିବା ପାଇଁ ରହିଥିବ । ଏମାନେ ଭରପୁର ଜ୍ଞାନ ପ୍ରାପ୍ତ ହେଉଥିବା ଜାଗାରେ ରହିବାକୁ ପସନ୍ଦ କରିଥାନ୍ତି । ଆପଣ ଜାଣି ପାରିବେ ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ କେତେ ଭଲ ହୋଇଥାନ୍ତି ।

୨- P ନାମର ଝିଅ ମାନେ : ଯେଉଁ ଝିଅ ର ନାମ ଇଂରାଜୀ ର ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି । ଏମାନେ ନିଜ ନାମ ଭଳି ହୃଦୟରୁ ବହୁତ ସଫା ହୋଇଥାନ୍ତି । ଏହା ବ୍ଯତୀତ ଏମାନେ ମିଳିମିଶି କାମ କରିବାକୁ ପସନ୍ଦ କରିଥାନ୍ତି । ଏମାନେ ଅନ୍ୟ ମାନଙ୍କୁ ଖୁସିରେ ରଖିବା ପାଇଁ ପୂରାପୂରି ପ୍ରୟାସ କରିଥାନ୍ତି ।

ଏହା ବ୍ଯତୀତ ଏମାନଙ୍କର ବିଚାର ରେ ପବିତ୍ରତା ଝଲକି ଥାଏ । ଏହା ଛଡା ଏମାନେ ଇଶ୍ଵର ଙ୍କ ଠାରେ ଅଧିକ ବିଶ୍ଵାସ ରଖିଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି । ଏମାନଙ୍କୁ ଭଲ ପାଇବା ମିଳିଥାଏ କିନ୍ତୁ ସେହି ଭଲ ପାଇବାକୁ ନିଭାଇବାକୁ ଏମାନଙ୍କୁ କଠିନ ସମସ୍ୟାର ସାମନା କରିବାକୁ ପଡିଥାଏ ।

ଏମାନଙ୍କର ସବୁଠାରୁ ବଡ ଖାସ ଗୁଣ ହେଉଛି ଏମାନେ ଯାହାକୁ ବି ଜୀବନରେ ସଚ୍ଚା ପ୍ରେମ କରିଥାନ୍ତି ସାରା ଜୀବନ ସାଥ ନିଭାଇଥାନ୍ତି । ଯଦି ଆପଣଙ୍କ ଜୀବନରେ ଏହି ନାମର ଝିଅ ଆସିଥାନ୍ତି ତେବେ ଚିନ୍ତା କରିବାର କିଛି କଥା ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *