ଆପଣ ମାନେ ଜାଣିଥିବେ ଇଣ୍ଟରବିଯୁ ରେ କେତେ ଯେ ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହାକୁ ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ।
୧- ମଣିଷ ଶରୀରର କେଉଁ ଅଙ୍ଗ କଟିଯିବା ପରେ ପୁଣି ଆସିଥାଏ ?
ଉତ୍ତର- ନଖ ବା କେଶ
୨- ମସାର ଶରୀରର କେଉଁ ହାଡ ମଣିଷ ହାଡ ଅଧିକ ମଜବୁତ ହୋଇଥାଏ ?
ଉତ୍ତର- ନାକର ହାଡ
୩- ଏମିତି କେଉଁ ଜୀବ ଅଛି ଯିଏ ୩ ଦିନକୁ ଥରେ ପିଲା ଜନ୍ମ କରିଥାଏ ?
ଉତ୍ତର- କୁକୁଡା
୪- କେତେ ବର୍ଷକୁ ଥରେ ତାଜମହଲ ପୁରାପୁରୀ ଖଣ୍ଡହରରୁ ତବଦିଲ ହୋଇଯାଏ ?
ଉତ୍ତର- ୪୦୦ ବର୍ଷ ପରେ
୫- ଆମ ଘରେ ରହୁଥିବା ସବୁଠାରୁ ବିଷଧର ଜୀବ କଣ ?
ଉତ୍ତର- ଝିଟିପିଟି
୬- ଭାରତର ସବୁଠାରୁ ଭୁତ ଗାଁ କେଉଁଠାରେ ଅଛି ଯେଉଁଠି ଲୋକେ ରୁହନ୍ତି ନାହି ?
ଉତ୍ତର- ଆମିର ହାତୀ ଗାଁ
୭- ମଶା ଶରୀରରେ କେତେ କିଲୋ ରକ୍ତ ଅଛି ?
ଉତ୍ତର- ୦.୧ ଗ୍ରାମ
୮- କେଉଁ ଜୀବ ନିଜ ମାର କ୍ଷୀର ପିଇବା ପରେ ମରିଯାଏ ?
ଉତ୍ତର- ଟୁକନା ନାମକ ଜୀବ
୯- ଏକ ରେଳଗାଡିର ଇଞ୍ଜିନର ଦାମ କେତେ ହୋଇଥାଏ ?
ଉତ୍ତର- ୩୫କୋଟି
୧୦- ଇଂଦ୍ରଧନୁରେ କେତୋଟି ରଙ୍ଗ ରହିଥାଏ ?
ଉତ୍ତର-୭ଟି
୧୧- ଦୁନିଆର କେଉଁ ଦେଶରେ ଅନ୍ୟ ଦେଶର ଲୋକେ ଯାଇ ପାରନ୍ତି ନାହି ?
ଉତ୍ତର- ଭ୍ୟାଟିକାନ ସହର
୧୨- କେଉଁ ଜୀବ ବିନା ଗୋଡରେ ତେଜ ଦୌଡିଥାଏ ?
ଉତ୍ତର- ସାପ
୧୩- କେଉଁ ଜୀବର ମସ୍ତିସ୍କ ତା ଆଖି ଠାରୁ ଛୋଟ ହୋଇଥାଏ ?
ଉତ୍ତର- ସୁତୁରମୁର୍ଗ
୧୪- କେଉଁ ଗଛରେ କାଠ ନ ଥାଏ ?
ଉତ୍ତର- କଦଳୀ
୧୫- ଦୁନିଆର ପ୍ରଥମ ଟିଭି ସିରିଏଲର ନାମ କଣ ?
ଉତ୍ତର- ହମ ଲୋଗ
୧୬- ଦୁନିଆର ସୁନ୍ଦର ପଶୁର ନାମ କଣ ?
ଉତ୍ତର- ଧଳା ବାଘ
୧୭- କେଉଁ ରସ ମଣିଷ କେବେ ପିଇ ପାରିବ ନାହି ?
ଉତ୍ତର- ବନାରସ
୧୮- କେଉଁ ଦେଶର ଲୋକେ ଘରେ ରୁହନ୍ତି ନାହି ?
ଉତ୍ତର- ମାଉଣ୍ଟେନ
୧୯- କେଉଁ ଦେଶର ମହୁ ଖଟା ହୋଇଥାଏ ?
ଉତ୍ତର- ବ୍ରାଜିଲ
୨୦- କେଉଁ ସହରରେ ୫ଟି ସୂର୍ଯ୍ୟ ଦେଖାଯାଏ ?
ଉତ୍ତର- ସିଂହ ନାଇଟ ଚୁ
୨୧- ଦୁନିଆର ସବୁଠାରୁ ପୁରାତନ ଖେଳର ନାମ କଣ ?
ଉତ୍ତର- ପୋଲୋ
୨୨- କେଉଁ ପ୍ରାଣୀ ଲଗାତାର ୪ ବର୍ଷ ଶୋଇଥାଏ ?
ଉତ୍ତର- ଘେଘା
୨୩- କେଉଁ ଦେଶରେ ଗୋଟିଏ ବି ଟ୍ରାଫିକ ସିଗନାଲ ଅନହି ?
ଉତ୍ତର- ଭୁଟାନ
୨୪- କଣ ପଶୁପକ୍ଷୀଙ୍କର ଝାଳ ବୋହିଥାଏ ?
ଉତ୍ତର- ହଁ
୨୫- କେଉଁ ବ୍ଯାଙ୍କରେ ଟଙ୍କା ଦିଆଯାଏ କିନ୍ତୁ ଫେରସ୍ତ ମିଳେ ନାହି ?
ଉତ୍ତର- ବ୍ଲଡ଼ ବ୍ଯାଙ୍କ
୨୬- କେଉଁ ଦେଶରେ ମାଛ ମାନଙ୍କର ବର୍ଷା ହୋଇଥାଏ ?
ଉତ୍ତର- ହେଦୁରାସ
୨୭- କୁକୁଡା ଅଣ୍ଡା ଦିଏ, ଗାଈ କ୍ଷୀର ଦିଏ, କିନ୍ତୁ ଏମିତି କିଏ ଅଛି ଯିଏ ଅଣ୍ଡା ଓ କ୍ଷୀର ଉଭୟ ଦେଇଥାଏ ?
ଉତ୍ତର- ଦୋକାନୀ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।