Interesting Gk Questions – କୁକୁଡା ଅଣ୍ଡା ଦିଏ, ଗାଈ କ୍ଷୀର ଦିଏ, କିନ୍ତୁ ଏମିତି କିଏ ଅଛି ଯିଏ ଅଣ୍ଡା ଓ କ୍ଷୀର ଉଭୟ ଦେଇଥାଏ ? ଏହା ସହ ଆହୁରି 26 ପ୍ରଶ୍ନ ଓ ତାର ଉତ୍ତର

ଆପଣ ମାନେ ଜାଣିଥିବେ ଇଣ୍ଟରବିଯୁ ରେ କେତେ ଯେ ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହାକୁ ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ।

୧- ମଣିଷ ଶରୀରର କେଉଁ ଅଙ୍ଗ କଟିଯିବା ପରେ ପୁଣି ଆସିଥାଏ ?

ଉତ୍ତର- ନଖ ବା କେଶ

୨- ମସାର ଶରୀରର କେଉଁ ହାଡ ମଣିଷ ହାଡ ଅଧିକ ମଜବୁତ ହୋଇଥାଏ ?

ଉତ୍ତର- ନାକର ହାଡ

୩- ଏମିତି କେଉଁ ଜୀବ ଅଛି ଯିଏ ୩ ଦିନକୁ ଥରେ ପିଲା ଜନ୍ମ କରିଥାଏ ?

ଉତ୍ତର- କୁକୁଡା

୪- କେତେ ବର୍ଷକୁ ଥରେ ତାଜମହଲ ପୁରାପୁରୀ ଖଣ୍ଡହରରୁ ତବଦିଲ ହୋଇଯାଏ ?

ଉତ୍ତର- ୪୦୦ ବର୍ଷ ପରେ

୫- ଆମ ଘରେ ରହୁଥିବା ସବୁଠାରୁ ବିଷଧର ଜୀବ କଣ ?

ଉତ୍ତର- ଝିଟିପିଟି

୬- ଭାରତର ସବୁଠାରୁ ଭୁତ ଗାଁ କେଉଁଠାରେ ଅଛି ଯେଉଁଠି ଲୋକେ ରୁହନ୍ତି ନାହି ?

ଉତ୍ତର- ଆମିର ହାତୀ ଗାଁ

୭- ମଶା ଶରୀରରେ କେତେ କିଲୋ ରକ୍ତ ଅଛି ?

ଉତ୍ତର- ୦.୧ ଗ୍ରାମ

୮- କେଉଁ ଜୀବ ନିଜ ମାର କ୍ଷୀର ପିଇବା ପରେ ମରିଯାଏ ?

ଉତ୍ତର- ଟୁକନା ନାମକ ଜୀବ

୯- ଏକ ରେଳଗାଡିର ଇଞ୍ଜିନର ଦାମ କେତେ ହୋଇଥାଏ ?

ଉତ୍ତର- ୩୫କୋଟି

୧୦- ଇଂଦ୍ରଧନୁରେ କେତୋଟି ରଙ୍ଗ ରହିଥାଏ ?

ଉତ୍ତର-୭ଟି

୧୧- ଦୁନିଆର କେଉଁ ଦେଶରେ ଅନ୍ୟ ଦେଶର ଲୋକେ ଯାଇ ପାରନ୍ତି ନାହି ?

ଉତ୍ତର- ଭ୍ୟାଟିକାନ ସହର

୧୨- କେଉଁ ଜୀବ ବିନା ଗୋଡରେ ତେଜ ଦୌଡିଥାଏ ?

ଉତ୍ତର- ସାପ

୧୩- କେଉଁ ଜୀବର ମସ୍ତିସ୍କ ତା ଆଖି ଠାରୁ ଛୋଟ ହୋଇଥାଏ ?

ଉତ୍ତର- ସୁତୁରମୁର୍ଗ

୧୪- କେଉଁ ଗଛରେ କାଠ ନ ଥାଏ ?

ଉତ୍ତର- କଦଳୀ

୧୫- ଦୁନିଆର ପ୍ରଥମ ଟିଭି ସିରିଏଲର ନାମ କଣ ?

ଉତ୍ତର- ହମ ଲୋଗ

୧୬- ଦୁନିଆର ସୁନ୍ଦର ପଶୁର ନାମ କଣ ?

ଉତ୍ତର- ଧଳା ବାଘ

୧୭- କେଉଁ ରସ ମଣିଷ କେବେ ପିଇ ପାରିବ ନାହି ?

ଉତ୍ତର- ବନାରସ

୧୮- କେଉଁ ଦେଶର ଲୋକେ ଘରେ ରୁହନ୍ତି ନାହି ?

ଉତ୍ତର- ମାଉଣ୍ଟେନ

୧୯- କେଉଁ ଦେଶର ମହୁ ଖଟା ହୋଇଥାଏ ?

ଉତ୍ତର- ବ୍ରାଜିଲ

୨୦- କେଉଁ ସହରରେ ୫ଟି ସୂର୍ଯ୍ୟ ଦେଖାଯାଏ ?

ଉତ୍ତର- ସିଂହ ନାଇଟ ଚୁ

୨୧- ଦୁନିଆର ସବୁଠାରୁ ପୁରାତନ ଖେଳର ନାମ କଣ ?

ଉତ୍ତର- ପୋଲୋ

୨୨- କେଉଁ ପ୍ରାଣୀ ଲଗାତାର ୪ ବର୍ଷ ଶୋଇଥାଏ ?

ଉତ୍ତର- ଘେଘା

୨୩- କେଉଁ ଦେଶରେ ଗୋଟିଏ ବି ଟ୍ରାଫିକ ସିଗନାଲ ଅନହି ?

ଉତ୍ତର- ଭୁଟାନ

୨୪- କଣ ପଶୁପକ୍ଷୀଙ୍କର ଝାଳ ବୋହିଥାଏ ?

ଉତ୍ତର- ହଁ

୨୫- କେଉଁ ବ୍ଯାଙ୍କରେ ଟଙ୍କା ଦିଆଯାଏ କିନ୍ତୁ ଫେରସ୍ତ ମିଳେ ନାହି ?

ଉତ୍ତର- ବ୍ଲଡ଼ ବ୍ଯାଙ୍କ

୨୬- କେଉଁ ଦେଶରେ ମାଛ ମାନଙ୍କର ବର୍ଷା ହୋଇଥାଏ ?

ଉତ୍ତର- ହେଦୁରାସ

୨୭- କୁକୁଡା ଅଣ୍ଡା ଦିଏ, ଗାଈ କ୍ଷୀର ଦିଏ, କିନ୍ତୁ ଏମିତି କିଏ ଅଛି ଯିଏ ଅଣ୍ଡା ଓ କ୍ଷୀର ଉଭୟ ଦେଇଥାଏ ?

ଉତ୍ତର- ଦୋକାନୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *