ଇନ୍ଟରଭ୍ୟୁରେ ଝିଅଟି ପ୍ରଶ୍ନର ଦେଲା ଏମିତି ଉତ୍ତର ଯାହା ଶୁଣି ମୁଣ୍ଡ ବୁଲାଇଦେବ ଆପଣଙ୍କର

ସମସ୍ତେ ଜାଣିଛନ୍ତି କି ଯେତବେଳେ ମଣିଷ ଚାକିରି ପାଇଁ ଯାଇଥାଏ ତାକୁ ପ୍ରଥମେ ଇନ୍ଟାରଭିଉ ଦେବାକୁ ପଡିଥାଏ । ଏଥିରେ ମଣିଷକୁ ପାଠ ଏବଂ ବେଶିକ ଜ୍ଞାନ ବିଷୟରେ ପଚରା ଯାଇଥାଏ । ଯଦି ଆମେ ଆଇଏଏସ ଇନ୍ଟାରଭିଉ ବିଷୟରେ କଥା ହେବା ତାହେଲେ ଏଥିରେ ଏମିତି ପ୍ରଶ୍ନ ପଚାରାଯାଇଥାଏ କି କାହାର ବି ମୁଣ୍ଡ ବୁଲାଇଦବେ । ଏହି ପ୍ରଶ୍ନ କେବଳ ମଣିଷର ମାନସିକତାକୁ ପରୀକ୍ଷା କରିବା ପାଇଁ ପଚରାଯାଇଥାଏ ।

କିନ୍ତୁ କିଛି ଲୋକ ଏହାର ଖରାପ ମାନେ ବାହାର କରିନିଅନ୍ତି ।

ଏମିତିରେ ବି କୁହାଯାଇଥାଏ କି ମଣିଷର ଭାବନା ଯେମିତି ହୋଇଥାଏ ,ତାର ମୁଣ୍ଡରୁ ସେହି ଭଳିଆ ଉତ୍ତର ଆଗ ବାହାରି ଥାଏ ।

ଏଥିରେ ଆମକୁ ସାମ୍ନା ବାଲାର ମାନସିକତା ଜଣାପଡିଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ । ଆମେ ଆପଣଙ୍କର ଇନ୍ଟାରଭିଉ ନେଉନାହୁଁ ,କିନ୍ତୁ ପୁଣି ବି ଏହି ପ୍ରଶ୍ନର ଉତ୍ତର ଦେଇ ଆପଣ ଆପଣଙ୍କର ମାନସିକତା ବିଷୟରେ ଜାଣିପାରିବେ । ଏହି ଇନ୍ଟାରଭିଉରେ ଯେଉଁ ପ୍ରଶ୍ନ ପଚରା ଯାଇଥାଏ ତାହା ମିନିଗ୍ନଲେସ ହୋଇନଥାଏ ବରଂ ତାର ନିଜର ଗୋଟିଏ ଅଲଗା ମାନେ ହୋଇଥାଏ । ଚାଲନ୍ତୁ ଏବେ ଆପଣଙ୍କ ସହିତ ଏହି ପ୍ରଶ୍ନଉତ୍ତର ପଚାରିବାର ଏହି କାର୍ଜ୍ୟକ୍ରମ ଆରମ୍ଭ କରିବା ।

୧ -ପ୍ରଥମ ପ୍ରଶ୍ନ

ସବୁ ଝିଅମାନଙ୍କ ପାଖରେ ଗୋଟେ ଏମିତି ଜିନିଷ ଥାଏ ,ଯାହା ଦ୍ଵାରା ସେ ପୁଅମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି ?

ଉତ୍ତର

ଯଦି ପ୍ରଶ୍ନ ତେଢା ହୋଇଥାଏ ତାହେଲେ ତାର ଉତ୍ତର ବି ତେଢା ହିଁ ହେବ । ଏହାର ଉତ୍ତର ବହୁତ ସହଜ ଅଟେ ,କିନ୍ତୁ କିଛି ଝିଅମାନେ ଏହାର ଏମିତି ଉତ୍ତର ଦେଇଛନ୍ତି ଯାହା ଶୁଣି ଇନ୍ଟାରଭିଉ ନେଲାବାଲା ଲାଜେଇଯାଇଛନ୍ତି । ଏହାର ଉତ୍ତର ହେଉଛି କଥା । ଝିଅମାନେ ନିଜର ମିଠା କଥାରେ ପୁଅମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି ।

୨ -ଦିତୀୟ ପ୍ରଶ୍ନ

ଯଦି ସେ ନଥାନ୍ତା ,ତାହେଲେ ଆପଣ ଆପଣଙ୍କ ହାତକୁ ବ୍ୟବହାର କରିଥାନ୍ତେ ?

ଉତ୍ତର

ଏହାର ଉତ୍ତର ବି ସହଜ ,ଏହାର ଉତ୍ତର ହେଉଛି କୋହରାମ ।

୩ -ତୃତୀୟ ପ୍ରଶ୍ନ

ସେହି ଅଣ୍ଡା କୃତି ଜିନିଷର ନାମ କୁହା ଯାହା ଚାରିପଟେ ବାଳର ଗୁଛା ରହିଥାଏ ଏବଂ ଏହାର ନାମ ସି ରୁ ଆରମ୍ଭ ହୋଇ ଟି ରେ ସରିଥାଏ ଏବଂ ଏଥିରେ ଧଳା ପାଣି ବି ଥାଏ ?

ଉତ୍ତର

ଏହାର ଉତ୍ତର ହେଉଛି ନଡିଆ ।

୪ -ଚତୁର୍ଥ ପ୍ରଶ୍ନ

ଏମିତି କୋଉ କାମ ଅଛି ଯାହାକୁ ପୁରା ଦୁନିଆ କବଳ ରାତିରେ ହିଁ କରିଥାଏ ?

ଉତ୍ତର

ଏହା ସମସ୍ତଙ୍କୁ ଜଣାଅଛି କି ସବୁ ମଣିଷଙ୍କର ଶୋଇବା ହେଉଛି ରାତିରେ କାମ ,ଏଥିପାଇଁ ଏଥିରେ ଅଧିକା ଭାବିବାର କିଛି ନାହିଁ ।

ଏହି ପ୍ରଶ୍ନକୁ ପଢିବା ପରେ ଆପଣ ଏହାତ ବୁଝିଯାଇଥିବେ କି ଏଠାରେ ପ୍ରଶ୍ନ ଯେତେ ତେଢା ହୋଇଥାଏ ତାହାର ଉତ୍ତର ବି ସେତିକି ତେଢା ହୋଇଥାଏ ।

Leave a Reply

Your email address will not be published. Required fields are marked *