ଇସାରା ହେଉଛି ଗୋପାଳର ମୁଚୁକୁନ୍ଦିଆ ହସ, କାହିଁକି ଏମିତି ହସୁଛି Gopal?

ନମସ୍କାର ବନ୍ଧୁଗଣ, ଗୋପାଳର ଆଚରଣ ଏୟାରପୋର୍ଟରେ ଯେଉଁଭଳି ଥିଲା ସେଥିରେ ଗୋପାଳ ସମ୍ପୂର୍ଣ ସୁସ୍ଥ ତଥା ଭଲ ଥିବା ମଣିଷ ଭଳି ଲାଗୁଥିଲା । ଗୋପାଳର ଚାଲି ଚଳନ କୌଣସି ଥିରୁ ମଧ୍ୟ ଏହା ଜଣା ପଡୁନାହିଁ  କି ଗୋପାଳ ବ୍ୟସ୍ତ ବିବ୍ରତ କିମ୍ବା ଚିନ୍ତାରେ ଅଛି । ଗୋପାଳ ଏୟାରପୋର୍ଟରେ ବସିଥିବା ସମୟରେ ବେସ ଭଲ ଭାବରେ ବସି ହସି ହସି କଥା ହେଉଥିଲା ତା ସାମ୍ନାରେ ଥିବା ଲୋକଙ୍କ ସହ । ଏହି ହସ ପଛରେ ଲୁଚି ରହିଛି ଅନେକ ରହସ୍ୟ । ତେବେ କଣ ରହିଛି ସେହି ସବୁ ରହସ୍ୟ ଆସନ୍ତୁ ଜାଣିବା ।

ଏୟାରପୋର୍ଟରେ ଗୋପାଳର ବ୍ୟବହାର ଜଣେ ସୁସ୍ଥ ସବଳ ଭଲ ମଣିଷ ଭଳି ଥିଲା । ନ୍ୟୁଜ ପେପର ପଢି ହସୁଥିଲେ ସାମ୍ନାରେ ଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଥିଲେ । ଗୋପାଳ ବିଚଳିତ ଥିବା ଭଳି କାଇଁ ଲାଗୁନଥିଲା ତା ରଙ୍ଗ ଢଙ୍ଗରୁ । ବୁଧବାର ଗୋପାଳ ମୁହଁରେ ହସ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି ।

କିଏ କହୁଛନ୍ତି ଗୋପାଳ ନିଜର ଖବର ଦେଖି ହସୁଥିଲା ତ ଆଉ କିଏ କହୁଛନ୍ତି ଗୋପାଳ ବିଚଳିତ ହୋଇ ହସୁଥିଲା । ଏୟାରପୋର୍ଟରେ ଥିବା ତଦନ୍ତକାରୀ ଅଫିସରଙ୍କୁ ସମ୍ପୂର୍ଣ ସହଯୋଗ କରୁଥିଲେ ଗୋପାଳ । ଜଣେ ମାନସିକ ରୋଗୀ ଏବଂ ଜଣେ ସୁସ୍ଥ ମଣିଷର ଆଚରଣ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । କିନ୍ତୁ ଏୟାରପୋର୍ଟରେ ଗୋପାଳ ଠାରେ ସେମିତି କିଛି ବିଶେଷ ହରକତ ଦେଖିବା ପାଇଁ ମିଳିନଥିଲା ।

ମନ୍ତ୍ରୀଙ୍କୁ ମା-ରି-ଥିବା ଜଣେ ଅ-ଭି-ଯୁ-କ୍ତ ମୁହଁରେ ହସ ଦେଖି ଲୋକେ ତାଜୁବ । ଏହା କିଭଳି ସମ୍ଭବ କି ଜଣେ ଅ-ଭି-ଯୁ-କ୍ତ ଆ-ରେ-ଷ୍ଟ ହୋଇ ଏମିତି ଖୋଲା ମନରେ କେମିତି ହସିପାରିବେ । ମନ୍ତ୍ରୀଙ୍କ ଘର ଲୋକ ନିଜ ଘରର ମୁରବିଙ୍କୁ ହରାଇ ବହୁତ କାନ୍ଦୁଥିବା ବେଳେ ଗୋପାଳ ତଥା ତାଙ୍କୁ ମା-ରି-ଥିବା ଅ-ଭି-ଯୁ-କ୍ତ ମନଖୋଲି ହସୁଛି ।

ଏହିସବୁ ଦେଖି ଲାଗୁଛି ହୁଏତ ତଦନ୍ତ ଠିକ ଭାବରେ ହେଉ ନାହିଁ । ନଚେତ ଅ-ଭି-ଯୁ-କ୍ତ ସାମ୍ନାରେ ଥାଇ ଗି-ର-ଫ ହୋଇ ମଧ୍ୟ କାହିଁକି ଜଣା ପଡ଼ିପାରୁ ନାହିଁ ଷ-ଡ-ଯ-ନ୍ତ୍ରକାରୀଙ୍କର ନାମ । ଧୀରେ ଧୀରେ ଲୋକେ ଆଇଆନ ବ୍ୟବସ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠାଇବା ଆରମ୍ଭ କରିସାରିଲେଣି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *