ଯଦି ଆପଣ ବି ଏହି ରାଶିର ତେବେ ଜୀବନସାଥି ବାଛିବା ଆଗରୁ ରୁହନ୍ତୁ ସାବଧନ

ମାର୍ଚ ମାସ ଆରମ୍ଭ ହବ ମାନେ ଏହାକି ବାହାଘର ର ସିଜିନ ଆରମ୍ଭ ହେଇଯାଏ ଥାଏ । ଏହି ଦିନ ଆପଣ ବି ଆଖ ପାଖ ପଡୋଶୀ ରେ କେତେ ବିବାହ ହବା ଦେଖୁଥିବେ କିନ୍ତୁ ଆପଣକୁ ଜାଣିକରି ଆଶ୍ଚର୍ଯ୍ୟ ହେବେକି ବିବାହ ପୂର୍ବରୁ ପୁଅ ଝିଅ ଙ୍କ ରାଶି ଆଉ ଦୁହେଁ ଦୁହିଙ୍କ ପାଇଁ ଜୀବନସାଥି ରୂପରେ କେତେ ଯେ ଠିକ ହେବେ ଏହି କଥା ଜାଣିନବା ଠିକ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ରାଶି ଅନୁଶରେ କଉ ରାଶି ସାଙ୍ଗରେ କଉ ରାଶିର ଜୀବନସାଥି ହବା ଦରକାର ।

ମେଶ ରାଶି-

ମେଶ ରାଶି ବାଲା ଲୋକେ ଗୋଟେ ରୂପରେ ପର୍ଫେକ୍ଟ ହୋଇଥାନ୍ତ,କାରଣ ଏହାକି ସିଏ ନିଜ ସମ୍ପର୍କ ରେ ବି ପର୍ଫେକ୍ଟ ସବୁ ଖୋଜନ୍ତି,ଏହି ରାଶିର ଲୋକେ ଏମିତି ଜୀବନସାଥି କୁ ଖୋଜିଥାନ୍ତି ଜିଅ ତାଙ୍କୁ ସବୁ ଜିନିଷରେ ବୁଝି ପାରୁଥିବେ ଆଉ ସବୁବେଳେ ତାଙ୍କ ସାଙ୍ଗରେ ଥିବେ ଯେମିତି  ।

ବୃଷ ରାଶି । –

ବୃଷ ରାଶି ଲୋକେ ନିଜ ଚିହ୍ନ ବର୍ନ ର ରୂପେ ବହୁତ ଜିଦି ଆଉ ଅତ୍ୟନ୍ତ ଭାବୁକ ରୂପର ହୋଇଥାନ୍ତି ନିଜ ପାଇଁ ବୁଝିପାରିଥିବା ଜୀବନସାଥି ଖୋଜରେ ଥାନ୍ତି ଜିଅ ତାଙ୍କ ଜୀବନ ରେ ତାଙ୍କୁ ସମ୍ଭାଳି ପାରୁ ଥିବେ ।

କୁମ୍ଭ ରାଶି –

କୁମ୍ଭ ରାଶିର ଜାତକ ମାନକରେ ଜୀବନ ତାଙ୍କ ନିଜ ହିଷବାରେ ପୁରା ପୁରୀ ଆନନ୍ଦରେ ସାଙ୍ଗେ ବିତାଇବାକୁ ଅଭ୍ୟାଶ ରଖିଥାନ୍ତି । ଏଥିପାଇଁ କୁମ୍ଭ ରାଶିବାଲା ସବୁବେଳେ ଏମିତି ଜୀବନସାଥି ର ଖୋଜରେ ଥାନ୍ତି ଯିଏ ତାଙ୍କୁ ଜୀବନ ରେ ନିଜ ରୂପରେ ବଞ୍ଚିବାକୁ ଖୋଲା ଛାଡି ଥାନ୍ତି ।

ତୁଳା ରାଶି –

ତୁଳା ରାଶି ଚିହ୍ନ ତରାଜୁ ହୋଇଥାଏ ଏହି ତରାଜୁ ର ସମାନ ହିଁ ନିଜ ସମ୍ପର୍କ ର ସାନ୍ନମାନର ଆଧାର ରେ ତୋଳି ଥାନ୍ତି ତାଙ୍କ ପାଇଁ କେହି ବଡ ଛୋଟ ନଥାନ୍ତି , ଏହି ରାଶିର ଲୋକେ ନିଜ ଜୀବନସର ସଦାବେଳେ ସନ୍ନମାନ ର ସହ ଚାରିଦିଶାରୁ ଦେଖିଥାନ୍ତି ଆଉ ତାଙ୍କ ଉପରେ ଭରଷା ରଖିଥାନ୍ତି ।

କର୍କଟ ରାଶି-

କର୍କଟ ରାଶିର ଲୋକେ ସବୁବେଳେ ଯେମିତି ପର ମାନକ ସାଙ୍ଗରେ କରନ୍ତି ବଦଳରେ ତାହା ହିଁ ମାଗିଥାନ୍ତି, ଏହି କାରଣ କର୍କଟ ରାଶି ର ଲୋକେ ନିଜର ସମ୍ପର୍କ ରେ ନିଜ ଜୀବନସାଥିର ଯେତେ ଛାଡ ଦେଇଥାନ୍ତି ତାଙ୍କଠୁ ପାଇବା ର ଆଶା ରଖିଥାନ୍ତି ଆଉ ଏହା ନ ହବା ପାଇଁ ସମ୍ପର୍କ ଖରାପ ହବା ପାଇଁ ସମୟ ଲାଗେ ନାହି ।

ମକର ରାଶି-

ମକର ରାଶି ବାଲା ଲୋକେ ବହୁତ ଗଭୀର ରୂପର ହୋଇଥାନ୍ତି ,ଏମାନେ ଜଉ କାମ କରଥାନ୍ତି ଗଭୀରତା ସାଥିରେ ଜୀବନ ସାଥି ବାଛିବାରେ କର୍ମରେ ବି ବହୁତ ମୋହତ୍ୟ ରଖିଥାନ୍ତି ।

ମିଥୁନ ରାଶି-

ମିଥୁନ ରାଶି ଲୋକେ ହଶଖୁଶ ମିଜାଶ ର ଭରା ହୋଇଥାନ୍ତି ,ଏହି ରାଶି ର ଲୋକେ ତାଙ୍କ ଜୀବନସାଥି ବାଛିବା କର୍ମରେ ଏମତି ପାର୍ଟନର ଖୋଜରେ ଥାନ୍ତି ଯିଏ ଯମାରୁ ବୋରିଙ୍ଗ ନ ହେଥିବେ ଆଉ ଜୀବନ ହଶ ଖୁସିରେ ବନିକିର ଥାଉ ।

Leave a Reply

Your email address will not be published. Required fields are marked *