ଲୁଚାଇ କବାଟରେ ଟାଙ୍ଗୀ ଦିଅନ୍ତୁ ଏହି ଜିନିଷ, ଘରକୁ ଆସିବ ଅପାର ଧନ ସମ୍ପତି

ସମସ୍ତେ ନିଜ ଜୀବନରେ ସବୁବେଳେ ଖୁସିରେ ରହିବା ପାଇଁ ଚାହାଁନ୍ତି ଏବଂ ସମାନେ ସବୁବେଳେ ଏହା ବି ଚାହାଁନ୍ତି କି ତାଙ୍କ ପରିବାର ଖୁସିରେ ଏବଂ ସୁସ୍ତ ରହୁ । ଏଥିପାଇଁ ଆମେ ଦିନ ରାତି ପରିଶ୍ରମ ଏବଂ ଲକ୍ଷେ ଚେଷ୍ଟା କରିଥାଉ କିନ୍ତୁ କେତେ ଥର ଆମକୁ ଆମର ପରିଶ୍ରମ ଅନୁସାରେ ଫଳ ମିଳିନଥାଏ । ଆଜି ଆମେ ଆପଣଙ୍କୁ କିଛି ସହଜ ଉପାୟ କହିବୁ ଯାହା ଆପଣଙ୍କ ଜୀବନକୁ ସୁନ୍ଦର କରିବ ଏବଂ ଏହା ସହିତ ଘରକୁ ପଇସା ପାଇଁ ସାହାଯ୍ୟ ବି କରିବ ।

କୁହାଯାଏ କି ଘରେ ଧୂପ ଏବଂ ଅଗରବତୀ ର ପ୍ରୟୋଗ ନିହାତି କରନ୍ତୁ ,ଏହା ସକାରାତ୍ମକ ଶକ୍ତିର ସଂକେତ ହୋଇଥାଏ । ଘରର କୌଣସି ବି କାବାଟରେ ଘଣ୍ଟା ବା କ୍ୟାଲେଣ୍ଡର କେବେବି ଟଙ୍ଗାନ୍ତୁ ନାହିଁ । କୁହାଯାଏ କି ଘରର ମୁଖ୍ୟ ଦ୍ଵାରରେ କେବେବି ଆଇନା ଲଗାଯିବା ଉଚିତ ନୁହେଁ ।

ଯଦି ସମ୍ପତି ବଢାଇବା ପାଇଁ ଚାହୁଁଛନ୍ତି ତାହେଲେ ତିନୋଟି ଚୀନ ସିକାକୁ ଏକ ଲାଲ ରଙ୍ଗର ଧାଗାରେ ବାନ୍ଧି ଘରର କବାଟ ର ହ୍ୟାଣ୍ଡେଲ ରେ ଟଙ୍ଗାଇ ପାରିବେ ,ଏହା ଯେମିତି କବାଟର ଭିତର ପାଖକୁ ରହିବ । ଲୋକମାନେ ମାନିଠାନ୍ତି କି ତିନୋଟି ଡାଙ୍ଗ ବାଲା ମେଢଙ୍ଗ ବହତ ଭାଗ୍ୟଶାଳୀ ହୋଇଥାଏ । ଏହାକୁ ଆପଣଙ୍କର ଭିତର ମୁଖ୍ୟ କବାଟ ପାଖାପାଖି ରଖିବା ଦରକାର । ଏହାକୁ ରୋଷେଇ ଘରେ କି ଗାଧୁଆ ଘରେ ଭୁଲରେ ବି ରଖିବେ ନାହିଁ ,ଏମିତି କାଲେ ଦୁର୍ଭାଗ୍ୟକୁ ଡାକି ଆଣିଥାଏ ।

ସବୁଠାରୁ ମହତ୍ବପୂର୍ଣ କଥା ଏହା କି ଘରର କୌଣସି ଖୋଲା ଜାଗାରେ ଝାଡୁ ରଖନ୍ତୁ ନାହିଁ ଏବଂ ରୋଷେଇ ଘରେ ବା ଯେଉଁଠି ଘରର ସବୁ ଲୋକ ବସି ଖାଉଛନ୍ତି ସେହି ଜାଗାରେ ବି କେବେ ଝାଡୁ ରଖନ୍ତୁ ନାହିଁ । ଝାଡୁକୁ ସବୁବେଳେ ଲୁଚାଇ ରଖିବା ଦରକାର । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *