ଯେଉଁ ସ୍ତ୍ରୀ-ପୁରୁଷ ଙ୍କ ଶରୀରର ଏହି ସ୍ଥାନରେ କଳାଜାଇ ଥାଏ- ତେବେ ସେ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାନ୍ତି, ଆପଣଙ୍କର ନାହିଁ ତ?

ସ୍ତ୍ରୀ ହେଉ କିମ୍ବା ପୁରୁଷ ହେଉ କାହାର ନା କାହାର ଶରୀରର ବିଭିନ୍ନ ଅଙ୍ଗରେ ଛୋଟ କଳା ବିନ୍ଦୁର ଚିହ୍ନ ଥାଏ ତାକୁ କଳାଜାଇ କହନ୍ତି । ଏହି କଳାଜାଇ ଆମ ଜୀବନରେ ଆସୁଥିବା ସ୍ୱଭାବ ବିଷୟରେ କହିଥାଏ । ଆଜି ଆମେ ଆପଣଙ୍କୁ କଳାଜାଇ ସହିତ ଜଡିତ ଏମିତି କିଛି ଖାସ କଥା କହିବୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶରୀର ରେ ଥିବା ଏହି କଳାଜାଇ ଅନେକ କଥା ଦର୍ଶାଇ ଥାଏ । ତେବେ ଏହା କଣ ସନବୁ କୁହେ ଆସନ୍ତୁ ଜାଣିବା ।

ଯଦି ଶରୀରର ଏହି ସ୍ତାନରେ କଳାଜାଇ ଥାଏ ତେବେ ଆପଣଙ୍କୁ ମିଳିପାରେ ଧନ

ଯଦି କୌଣସି ପୁରୁଷ କିମ୍ବା ସ୍ତ୍ରୀ କାହା ଦୁଇ ଆଖିର ମଝିରେ କଳାଜାଇ ଥାଏ ତେବେ ସେହି ବ୍ୟକ୍ତି ବହୁତ ବୁଦ୍ଧିମାନ ଓ ସବୁ କାମକୁ କରିବା ପାଇଁ ସକ୍ଷମ ଅଟେ । ଏମାନେ ନିଜ ବୁଦ୍ଧି ବଳରେ କୌଣସି ଧନ ସମ୍ବନ୍ଧିତ ସମସ୍ୟାରେ ପଡନ୍ତି ନାହିଁ, ଲକ୍ଷ୍ମୀ ମାତା ଏମାନଙ୍କ ପାଖକୁ ଆସନ୍ତି । ଯଦି କୌଣସି ବ୍ଯକ୍ତିର ସିଧା ହାତର ଭୌଂହ କଣରେ କଳା ଯାଇ ଥାଏ ତେବେ ସେ ବ୍ୟକ୍ତି ବହୁତ ଇମୋଶନାଲ ହୋଇଥାଏ ।

ଯଦି କୌଣସି ବ୍ଯକ୍ତିର ଆଖିର ପତା ଉପରେ କଳାଜାଇ ଥାଏ ତେବେ ସେହି ବ୍ୟକ୍ତି ସବୁ କାମକୁ ବୁଦ୍ଧିମାନର ସହିତ କରେ ଓ ତାଙ୍କୁ ଏହି ସବୁ କାମରେ ବହୁତ ଆନନ୍ଦ ମିଳିଥାଏ । ଯଦି ଆପଣଙ୍କ ପାର୍ଟନର ଶରୀରର ଏହି ସ୍ଥାନରେ କଳାଜାଇ ଥାଏ ତେବେ ସେ ବହୁତ ରୋମାଣ୍ଟିକ ହୋଇଥିବେ ଜୋତିଷ୍କଶାସ୍ତ୍ର ଅନୁସାରେ ଏହା ମାନନ୍ତି କି କୌଣସି ପୁରୁଷ-ସ୍ତ୍ରୀ ର ଗାଲରେ କଳାଜାଇ ହୋଇଥାଏ ସେହି ବ୍ୟକ୍ତି ବହୁତ ରୋମାଣ୍ଟିକ ହୋଇଥାଏ ।

ଏହି ବ୍ୟକ୍ତି ପ୍ରେମ ମାମଲାରେ ବହୁତ ଇମୋଶନାଲ ହୋଇଥାନ୍ତି । ସେମାନେ କାହା ଉପରେ ବି ବହୁତ ଜଲ୍ଦି ବିଶ୍ବାସ କରି ଦିଅନ୍ତି ।  ଏହି ପ୍ରକାରର ଲୋକ ବହୁତ ଭାବୁକ ହେଇଥାନ୍ତି ଓ ଅନ୍ୟକୁ ସବୁବେଳେ ସାହାଯ୍ୟ କରିଥାନ୍ତି । ଯେଉଁ ମାନଙ୍କ ଆଖି ତଳେ କିମ୍ବା ନାକ ପାଖରେ କଳାଜାଇ ଅଛି ସେମାନେ ବହୁତ ରହସ୍ୟମଇ ହୋଇଥାନ୍ତି ଓ ତାଙ୍କୁ ବୁଝିପାରିବା ବହୁତ ମୁସକିଲ ହୋଇଥାଏ ।

ସାଙ୍ଗମାନେ ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ, ପସନ୍ଦ ଆସିଥିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *