ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁ ଫୁଲ ଆପଣମାନେ ଦେଖୁଥିବେ ସେଇ ଫୁଲକୁ ଓଡିଆରେ ସଦାଶିବ ଫୁଲ କହିଥାଉ ଓ ହିନ୍ଦୀରେ ସଦାବାହାର ଫୁଲ ମଧ୍ୟ କୁହାଯାଏ । ଯଦି ଆପଣଙ୍କ ବାଡିରେ ଅହି ଫୁଲ ଅଛି କିମ୍ବା କେଉଁଟି ଏହି ଫୁଲ ଦେଖୁଛନ୍ତି ଏହାର ମହତ୍ଵ ବହୁତ ଅଧିକ ଥାଏ । ଯଦି ଗଛ ଲଗେଇଛନ୍ତି ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭକାରି ହୋଇଥାଏ ସେହି ବିଷୟରେ ଆଲୋଚନା କରିବା । ଏହି ଫୁଲ ବାଳକୁ କଳା କରିବା ସହିତ ଚେହେରାରେ ଚମକ ଆଣିଥାଏ ।
ଶରୀରକୁ ନିରୋଗ ରଖିବାପାଇଁ ସାହାର୍ଯ୍ୟ କରିଥାଏ । ଲୋକମାନଙ୍କର ବୟସକୁ ଯବାନ ରଖେ ତା ସହିତ ବୃଦ୍ଧାବସ୍ଥା ମଧ୍ୟ ଆସେ ନାହିଁ , ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ରୋଗ ହେବାନାହିଁ ଏବଂ ଏହାକୁ ସଦାବିହାରୀ ଗଛ ମଧ୍ୟ କୁହାଯାଏ । ଏହି ଗଛକୁ ବହୁତ ଲୋକ ପୂଜା ଅର୍ଚନା ମଧ୍ୟ କରିଥାନ୍ତି ।
ଫୁଲଟି କଣ କଣ ଉପକାରରେ ଆସେ
ମଧୁମେହ ରୋଗ ଏମିତି ଗୋଟେ ରୋଗ ଯାହାକି ଘରେ ଘରେ ଦେଖା ଯାଉଛି । ଏହା ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ ବୁଟୀ ଭଳିକାମ କରେ,ଏଥିପାଇଁ ଆପଣ ସଦାବିହାରୀ ର କୋମଳ ପତ୍ରକୁ ଚୋବାଇ ତାର ରସକୁ ସୋସିନିଅନ୍ତୁ,ତା ପରେ ଟିକେ ପାଣି ପିଆନ୍ତୁ। ଆଠ ଦଶ ଦିନ ଭଳି ଏମିତି କଲେ ମଧୁମେହ କଣ୍ଟ୍ରୋଲ ହୋଇଥାଏ ।
ଯଦି ଆପଣ ଏହାର ପତ୍ରକୁ ଖାଇପାରିବେ ନାହିଁ , ସଦାବିହାରୀ ଫୁଲକୁ ଗୋଟେ କପ ଗରମ ପାଣିରେ ୫ ମିନିଟ ଭିଯାଇରଖନ୍ତୁ, ପିଇବା ପୂର୍ବରୁ ଫୁଲକୁ ବାହାର କରି ସେଇ ପାଣିକୁ ଖାଲି ପେଟରେ ପିଅନ୍ତୁ । ଦେଖିବେ ୧୦ ଦିନ ଗଲା ପରେ ଚେକ କଲେ ସୁଗାର ଆପଣଙ୍କର କମ ଥିବା । କାଛୁକୁଣ୍ଡିଆରୁ ଏହି ଗଛ ବହୁତ ଉପକାରୀ ହୋଇଥାଏ । ଯଦି ଆପଣଙ୍କର କାଚୁକୁଣ୍ଡିଆ ହେଉଥାଏ ତା ପତ୍ରକୁ ଛିଣ୍ଡାଇ ସେଇପତ୍ରରେ ବାହାରୁଥିବା କ୍ଷୀରକୁ କାଚୁକୁଣ୍ଡିଆ ଜାଗାରେ ଦିନରେ ଥରେ କି ଦୁଇଥର ଲଗାଇଲେ ଏହି ଯେଉଁ ସମସ୍ୟା ହେଉଛି ଏଥିରୁ ମୁକ୍ତି ମିଳିବ ।
ବ୍ରଣ ଯାହାକୁ ପିମ୍ପଲ ମଧ୍ୟ କୁହାଯାଏ
ଏହି ବ୍ରଣର ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ସଦାବିହାରୀ ଫୁଲ କିମ୍ବା ପାତ୍ର କୁ ଚାରି ପାଞ୍ଚୋଟି ନେଇ ମିକ୍ସଚର ରେ ଗ୍ରାଇଣ୍ଡ କରି ତାର ପେଷ୍ଟ କୁ ଅତିକମରେ ଦିନକୁ ଦୁଇଥର ଲଗାନ୍ତୁ ଦେଖିବେ ବ୍ରଣ ଜଲ୍ଦି ଦୂର ହୋଇଯିବ ।
ବାଳ କଳା ରଖିବା ପାଇଁ ଚାହୁଛନ୍ତି
ଯଦି ସଦାବିହାରୀ ଫୁଲ ସକାଳେ ଖାଲି ପେଟରେ ଚୋବାଇ ଖାଇବେ ଦେଖିବେ ବାଳ ବହୁତ ଦିନ ପର୍ଯ୍ୟନ୍ତ ଲମ୍ବା ରହିବା ସହିତ କଳା ମଧ୍ୟ ରହିବ। ଏହାର ଫୁଲରେ ଏମିତି କିଛି ତତ୍ଵ ଥାଏ ଲାମ୍ବା ପର୍ଯ୍ୟନ୍ତ କଳା ରଖିଥାଏ ।
ଇମ୍ୟୁନିଟି ବଢାଇଥାଏ
ଯଦି ଆପଣଙ୍କୁ କୌଣସି ରୋଗ ବାରମ୍ବାର ହୋଇଥାଏ,ଏହି ପତ୍ରକୁ ଖାଲି ପେଟରେ ଚୋବାଇ ଖାଇଲେ ଇମ୍ୟୁନିଟିର ବୃଦ୍ଧି ହୋଇଥାଏ ।
ମୋଟାପା ବା ମେଦବହୁଳତା
ମୋଟପା ବା ମେଦ ବହୁଳତାର ବହୁତ ଶିକାର ହାଉଛନ୍ତି କାରଣ ଆଜିକାଲି କେହି ଅଧିକ କଠିନ ପରିଶ୍ରମ କରୁନାହାନ୍ତି । ସମସ୍ତେ ମାନସିକ କାମ କରୁଛନ୍ତି ଯାହା ଦ୍ଵାରା ମାନସିକ ଟେନସନ ରହୁଛନ୍ତି । କାରଣ ଆମେ ବାସିକରି କାମ କରୁଛନ୍ତି ଯେଉଁଠି ପାଇଁ ମୋଟାପା ବଢୁଛି । ଯଦି ଏହି ଫୁଲକୁ ବା ପତ୍ରକୁ ଚା ବା କଫି କରି ସକାଳେ ଖାଲି ପେଟରେ ସେବନ କରିବେ ଆପଣଙ୍କ ମୋଟାପା କମିବ । ଯେଉଁ ଯେଉଁ ଟିପ୍ସ କହିଲି ଯଦି ଆପଣ କରିବେ ଏହି ସମସ୍ୟାର ସମାଧାନ ଧୀରେ ଧୀରେ ସମାଧାନ ହେବ ।
ଏହି ଫୁଲ ପୂଜା ଅର୍ଚନା ରେ ବ୍ୟବହାର କରାଯାଏ, ଏହି ଫୁଲ ବିଭିନ୍ନ ରଙ୍ଗର ଦେଖିବାକୁ ମିଳେ କିନ୍ତୁ ବେଶିକରି ଯେଉଁ ପିଂକ କଲର ଫୁଲ ସ୍କ୍ରିନରେ ଦେଖାଯାଉଛି, ସେହି କଲର ଫୁଲ ହିଁ ବ୍ୟବହାର କରନ୍ତୁ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଫୁଲ ଗୁଡିକ ଯେତେବେଳେ ଆଣିବେ ତାକୁ ପରିଷ୍କାର ପରିଚ୍ଛନ କରି ବ୍ୟବହାର କରିବେ ନହେଲେ କୌଣସି ପ୍ରକାର ଇନଫେକ୍ଶନ ହୋଇପାରେ କିମ୍ବା ରୋଗ ଆହୁରି ମଧ୍ୟ ବଢିପାରେ, ସେଥିଲାଗି ବ୍ୟବହାର କରିବା ପୂର୍ବରୁ ପରିଷ୍କାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।