ଯଦି ଏହି ସ୍ଵପ୍ନ ଦେଖାଉଛନ୍ତି ତେବେ ଭୁଲରେ ଡି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ, ନଚେତ ବହୁତ ପସ୍ତେଇବେ

ଆଜି ଆମେ ଆଲୋଚନା କରିବା ଏମିତି ୫ ଟି ସ୍ଵପ୍ନ ବିଷୟରେ ଯାହାକୁ ଆପଣ କେବେନା କେବେ ନିଶ୍ଚିତ ରୂପରେ ଦେଖିଥିବେ । ଏହି ସ୍ଵପଙ୍କୁ ଦେଖିବା ପରେ ଆଉ କାହା ଆଗରେ ପ୍ରକାଶ କରିବାର ଭୁଲ ମଧ୍ୟ କରିଥିବେ । ମନେ ରଖନ୍ତୁ ଆପଣ ଏହି ୫ ଟି ସ୍ଵପ୍ନ ବିଷୟରେ କାହା ଆଗରେବି ପ୍ରକାଶ କରିବେ ନାହିଁ। ଏହି ସ୍ଵପ୍ନକୁ ନିଜ ପରିବାର ଲୋକଙ୍କ ସହିତ ମଧ୍ୟ ସେୟାର କରିବେ ନାହିଁ। ଆଜି ଜାଣିବା କଣ ହୋଇଥାଏ ଏହି ୫ ଟି ସ୍ଵପ୍ନକୁ ଆଉ କାହା ଆଗରେ ପ୍ରକାଶ କରିବାର ପରିଣାମ ।

ଶୋଇରହି ସମସ୍ତେତ ସ୍ଵପ୍ନ ଦେଖିଥାନ୍ତି ଓ ସ୍ଵପ୍ନ ଦେଖିବା ଗୋଟେ ସାମାନ୍ୟ ପ୍ରକ୍ରିୟା ହୋଇଥାଏ ।  ଜା ସମସ୍ତଙ୍କ ସହିତ ଘଟିତ ହୋଇଥାଏ । କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହା ନିଦ ଭାଙ୍ଗିବା ପରେ ଆମକୁ ମନ ରହିନଥାଏ ।

ଆଉ କିଛି ସ୍ଵପ୍ନ ଥାଏ ଉଠିବା ପରେ ମଧ୍ୟ ବହୁତ ଭଲ ଭାବରେ ମନେ ରହିଥାଏ । ଆପଣ ବହୁତ ବାର ସମସ୍ତଙ୍କ ମୁହଁରୁ ଶୁଣିଥିବେ ଓ ନିଜେ ମଧ୍ୟ କହିଥିବେକି ଆଜି ମୁଁ ଏହି ସ୍ଵପ୍ନ ଦେଖିଛି । ଆମେ ସବୁବେଳେ ଲୋକଙ୍କ ସହିତ ସ୍ଵପ୍ନ ସେୟାର କରିବାକୁ ଭୁଲିନଥାନ୍ତି କିନ୍ତୁ ଏହି କଥା ବହୁତ କମ ଲୋକଙ୍କୁ ଜଣା ଥିବ କିଛି ସ୍ଵପ୍ନ ଏମିତି ହୋଇଥାଏ   ଯାହାର ପ୍ରକାଶ କାହାକୁ ମଧ୍ୟ କରିବା ଉଚିତ । ଶାସ୍ତ୍ର ହିସାବରେ ଏମିତି କରିବା ବହୁତ ଖରାପ ହୋଇଥାଏ । ସେଇ ସ୍ଵପ୍ନରେ ମିଳିବା ଫଳ ଖତମ ହୋଇଯାଇଥାଏ । ଆସନ୍ତୁ ଜାଣିବା ସି ପାଞ୍ଚଟି ସ୍ଵପ୍ନ କଣ କଣ ହୋଇଥାଏ ।


ଯଦି ଆପଣ ପ୍ରକୃତି ସମ୍ବନ୍ଧିତ କିଛି ସ୍ଵପ୍ନ ଦେଖନ୍ତି ମନେ ପୁରା ପ୍ରକୃତିର ପାଖାପାଖି ଅଛନ୍ତି ଯେମିତିକି ଗଛ ଲତା, ଝରଣା, ନଦୀ ଏହିଭଳି ଜିନିଷ ଦେଖନ୍ତି । ଏହି ଜିନିଷ ଦେଖିବାର ମାନେ ଆପଣଙ୍କ ଜୀବନରେ ବହୁତ ଜଲ୍ଦି କିଛି ଖୁସି ଖବର ଆସିବାର ଅଛି । ଯେମିତିକି ପ୍ରକୃତିର ପାଖାପାଖି ଯାଇ ଆମର ମନ ପ୍ରସନ୍ନ ହୋଇଯାଇଥାଏ  ଠିକ ସେହି ପରି ଏହି ସ୍ଵପ୍ନର ମାନେ ସେଇଆ ହୋଇଥାଏ । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାକୁ କହିହେଉଛନ୍ତି ହୋଇପାରେ ଏହି ସ୍ଵପ୍ନ ଫଳରୁ ବଞ୍ଚିତ ହୋଇପାରନ୍ତି ।

ଦିତୀୟଟି ହେଉଛି ମୃତ୍ୟୁ ସମ୍ବନ୍ଧିତ ସ୍ଵପ୍ନ, ପ୍ରାୟତଃ ଏମିତି ସ୍ଵପ୍ନ ଆସିଥାଏ  ଯାହା  ଆମେ ନିଜର କି ଆଉ କାହାର ମୃତ୍ୟୁ ସମ୍ବନ୍ଧୀୟ ସ୍ଵପ୍ନ ଦେଖିଥାଉ ।  ଏହି ସ୍ଵପ୍ନ ଦେଖି କେବେ କେବେ ଆମେ ଡରିଯାଇଥାଉ ଓ ଆମର ମନ ବହୁତ ବିଚଳିତ ହୋଇଯାଇଥାଏ ।  ଯଦି ଆପଣଙ୍କୁ ଏମିତି ସ୍ଵପ୍ନ ଆସିଥାଏ ଆପଣ କେବେବି ବିଚଳିତ ହେବେନି । କାରଣ ମୃତ୍ୟୁର ସ୍ଵପ୍ନ ଆପଣଙ୍କ ଦୁଃଖ କଷ୍ଟ ଖତମ ହେବା ଆଡକୁ ଇସାରା କରିଥାଏ । ଯଦି ଏହି ସ୍ଵପ୍ନର ପ୍ରକାଶ ଆଉ କାହା ଆଗରେ କରୁଛନ୍ତି ସ୍ଵପ୍ନରେ ମିଳୁଥିବା ଫଳ ସେସ ହୋଇଯାଇଥାଏ ।ଯଦି ସ୍ଵପ୍ନରେ ସାପ ଦେଖୁଛନ୍ତିତ ଏହା ଆପଣଙ୍କୁ ଜୀବନରେ ସଫଳତା ଓ ଟଙ୍କା ପଇସା ମିଳିବା ଆଡକୁ ଇସାରା କରିଥା ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *