ଯଦି ସ୍ଵାମୀ ତାର ସ୍ତ୍ରୀକୁ ତା ବାପଘର ଲୋକଙ୍କ ସହିତ ମିଶିବାକୁ ଦେଉନି, ତେବେ ତା ଉପରେ ଏହି ଧାରାରେ କରି ପାରିବେ କେସ

ଆଜି ଆମେ ଆପଣଙ୍କୁ କିଛି ସୂଚନା ଦେବୁ ଯାହା ପ୍ରାୟ ଘଟୁଛି, କିନ୍ତୁ ସୂଚନା ଅଭାବରୁ ଲୋକ ଏହି ଅପରାଧକୁ ସାମାନ୍ଯ କଥା ଭାବି ଛାଡି ଦିଅନ୍ତି  କିନ୍ତୁ ଏହି ଅପରାଧ କେତେ ଗଂଭୀର ହୋଇଥାଏ । ଆଜିର ଧାରା ୩୬୫ ରେ କହିବୁ । କେବେ କେବେ ବହୁତ ମାତା ପିତାର ଅଭିଯୋଗ ଆସିଥାଏ ତାଙ୍କ ଝିଅକୁ ଜ୍ଵାଇଁ ଜବରଦସ୍ତ ମା ଘରୁ ନେଇଯାଇ କିନ୍ତୁ ଜ୍ଵାଇଁ ତାର ଏସଟିରେକୁ ଶଶୁର ଘରକୁ ନନେଇ ଯଦି କେଉଁଠି ଛୁପେଇକି ରଖୁଛି । ଝିଅକୁ ତାଙ୍କ ବାପା ମା ସହିତ ମିସାଇବାକୁ ଦେଉନି । କଣ ମାତା ପିତା ଜ୍ଵାଇଁ ଉପରେ ୩୬୫ ଧାରା ଅନ୍ତର୍ଗତ ମାମଲାରେ କେସ କରିପାରିବେ ଆସନ୍ତୁ ଜାଣିବା ?

ଭାରତୀୟ ଦଣ୍ଡ ସଂହିତା, ୧୮୬୦ ଧାରା ୩୬୫ର ପରିଭାଷା:-

Image Courtesy: Google

ଯଦି କେହି ବ୍ୟକ୍ତି କାହାକୁ ବଳପୂର୍ବକ ଅପହରଣ କି ବ୍ୟପହରଣ କରିଥାଏ । ଓ ଏହାପରେ ସେହି ଅପହରଣ କି ବ୍ୟପହରଣ କରାଯାଇଥିବା ବ୍ୟକ୍ତିକୁ କୌଣସି ଗୁପ୍ତା ଜାଗାରେ ଛୁପେଇକି ରଖିଥାଏ । ଏମିତି କରିଥିବା ବ୍ୟକ୍ତିକୁ ଧାରା ୩୬୫ ଦ୍ଵାରା ଦୋଷୀ ହେବ ।

ଭାରତୀୟ ଦଣ୍ଡ ସଂହିତା ୧୮୬୦ ଧାରା୩୬୫ ଅନ୍ତର୍ଗତ ଦଣ୍ଡର ନିୟମ :-

Image Courtesy: Google

ଏହି ଧାରାରା ଅପରାଧ କୌଣସି ପ୍ରକାରେ ବୁଝାମଣାର ଯୋଗ୍ୟ ନୁହେଁ । ଏହା ଗୁରୁତର ଅପରାଧ ଓ ଅଜମାନତିୟ ଅପରାଧ ହୋଇଥାଏ । ଏହାର ଶୁଣାନିର ଅଧିକାର ପ୍ରଥମ ମାଜିଷ୍ଟ୍ରେଟର ହୋଇଥାଏ ( ମଧ୍ୟପ୍ରଦେଶ ଦଣ୍ଡ ସଂହିତା ସଂଶୋଧନ ଅଧିନିୟମ ୨୦୦୭ ଅନୁସାରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟର ସ୍ଥାନରେ ସେଶନ ନ୍ୟାୟଳୟ ସ୍ଥାପିତ କରାଯାଇଛି ) ।

ସଜା – ଉପଯୁକ୍ତ ଅପରାଧ ପାଇଁ ୭ ବର୍ଷର କାରାବାସ ଏବଂ ଜୋରିମାନାରେ ଦଣ୍ଡିତ କରାଯାଇ ପାରିବ :-

Image Courtesy: Google

ଘୁଘରୁ ବନାମ ସମ୍ରାଟ – ଆରୋପି ପତି ନିଜ ପତ୍ନୀକୁ ନିଜର ବାପା ଘର ଛାଡିବା ପାଇଁ ବାଧ୍ୟ କରିବା ପାଇଁ ତା ବିରୁଦ୍ଧରେ ବାଲା ପ୍ରୟୋଗ କଲା ଓ ସ୍ତ୍ରୀକୁ ଘରକୁ ନନେଇ ଅନ୍ୟ ସ୍ଥାନରେ ରଖିଲା । ଯେମିତିକି ଝିଅର ମାତା ପିତା ତଖୁ ଖୋଜି ନପାରିବେ । ନ୍ୟାୟଳୟ ଦ୍ଵାରା ଆରୋପିକୁ ୩୬୫ ଅଧୀନରେ ଦୋଷୀ କରଯାଇଥିଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *