ଯଦି ଏହି ସ୍ଵପ୍ନ କେବେ ଦେଖୁଛନ୍ତି ତେବେ ଭୁଲରେ ବି କାହାକୁ କୁହନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଶୋଇବା ସମୟରେ ଅଲଗା ଅଲଗା ସ୍ଵପ୍ନ ଦେଖିଥାଉ । ସ୍ଵପ୍ନ ଆମ ଜୀବନର ବାସ୍ତବିକତା ସହ ଯୋଡି ହୋଇ ରହିଥାଏ । ରାତିରେ ଆମକୁ ଭୟଭୀତ କରିବା ଭଳି ସ୍ଵପ୍ନ ମଧ୍ୟ ଆସିଥାଏ ଯାହା ଆମେ ଅନୁମାନ କରିପାରୁ ନ ଥାଉ । କିନ୍ତୁ ଏହି ସ୍ଵପ୍ନ ଆମକୁ କିଛି ସଂକେତ ଦେଇଥାଏ । ଯାହାକୁ ବୁଝିବା ଆମକୁ ଆବଶ୍ୟକ ଅଟେ । ଶାସ୍ତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ତାଙ୍କର ଭାଗ୍ୟ ଖୋଲିଯାଏ । ଆଜି ଆମେ ଜାଣିବା କେଉଁ ସ୍ଵପ୍ନ ଦେଖିଲେ ତାହାକୁ ଗୁପ୍ତ ରଖିବାକୁ ହୁଏ ।

୧- ଅନେକ ଲୋକ ସ୍ଵପ୍ନରେ ଭଗବାନଙ୍କୁ ଦେଖିଥାନ୍ତି । ଯାହାକୁ ସେମାନେ ଗୁପ୍ତ ରଖନ୍ତି ନାହିଁ । କାରଣ ସେମାନଙ୍କୁ ଏତେ ପରିମାଣରେ ଖୁସି ହୋଇଥାଏ ଯାହା ପାଇଁ ସେମାନେ ଗୁପ୍ତ ରଖିପାରନ୍ତି ନାହିଁ । ତେବେ ଶାସ୍ତ୍ର ଅନୁଯାୟୀ ଯେଉଁ ମାନେ ଈଶ୍ବରଙ୍କ ପ୍ରିୟ ହୋଇଥାନ୍ତି ସେମାନେ ଭଗବାନଙ୍କ ସ୍ଵପ୍ନ ଦେଖିଥାନ୍ତି । ଯେଉଁ ମାନେ ଜୀବନରେ ଧନୀ ହେବାକୁ ଯାଉଛନ୍ତି ତେବେ ଭଗବାନ ଆପଣଙ୍କ ସ୍ଵପ୍ନ ରେ ଆସିଥାନ୍ତି । ଏହି ସ୍ଵପ୍ନ ଧନବାନ ହେବାର ସଂକେତ ଅଟେ । ତେଣୁ ଏହାକୁ ଭୁଲରେ ବି କାହାକୁ କୁହନ୍ତୁ ନାହିଁ ।

୨- ଯଦି ଆପଣ ସ୍ଵପ୍ନ ରେ ତୀର୍ଥ ସ୍ଥାନ ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । ଏଭଳି ସ୍ଵପ୍ନ ଦେଖିଲେ କାହାକୁ ଭୁଲରେ ବି କୁହନ୍ତୁ ନାହିଁ । ସ୍ଵପ୍ନରେ ଭରାଭରା କ୍ଷେତ ବା ଘାସ ଦେଖାଗଲେ କାହା ସହ ସେୟାର କରନ୍ତୁ ନାହିଁ । ଏହାର ଅର୍ଥ ବ୍ୟାପାର ଓ ଚାକିରିରେ ଉନ୍ନତି ହେବାର ଯୋଗ ହୋଇଥାଏ । ଏମିତି ସ୍ଵପ୍ନ ଦେଖିଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି କୁହାଯାଏ ।

୩- ଯେବେ ଗଙ୍ଗା ନଦୀରେ ପାଣି ବୋହୁଥିବାର ସ୍ଵପ୍ନ ଦେଖନ୍ତି ତେବେ ଖୁସି ହୋଇ ଯାଆନ୍ତୁ । ଆପଣ ବୁଝି ଯିବେ କି ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛୁ । ଏହି ସ୍ଵପ୍ନର ଅର୍ଥ ପାପର ବିନାଶ ହେବ ସହ ପବିତ୍ର ବ୍ୟକ୍ତି ହୋଇଥାନ୍ତି । ଆପଣଙ୍କୁ ଧନର ଲାଭ ହେବାକୁ ଯାଉଛି । ତେଣୁ ଏହାକୁ କାହାକୁ କୁହନ୍ତୁ ନାହିଁ । ବାପା-ମା ସ୍ଵପ୍ନରେ ଆସିବା ଈଶ୍ବରଙ୍କ ଆଶୀର୍ବାଦର ସଂକେତ ଅଟେ ।

୪- ସ୍ଵପ୍ନରେ ଉଚ୍ଚ ପର୍ବତରୁ ଝରୁଥିବା ପାଣିକୁ ଯଦି ପିଉଥିବାର ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ବହୁତ ଜଲ୍ଦି ଧନବାନ ହେବାକୁ ଯାଉଛନ୍ତି । ଏମିତି ସ୍ଵପ୍ନ କିଛି ଭାଗ୍ୟଶାଳୀ ଲୋକଙ୍କୁ ଦେଖାଯାଏ ।

୫- ସ୍ଵପ୍ନରେ ମା ଲକ୍ଷ୍ମୀଙ୍କୁ ଦେଖିଲେ ସେମାନଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବାର ସଂକେତ ହୋଇଥାଏ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥିବାରୁ ଏଭଳି ସ୍ଵପ୍ନ ଆସିଥାଏ । ଭାଗ୍ୟରେ ଧନ ପ୍ରାପ୍ତି କରିବାକୁ ଚାହୁଁ ଥିଲେ ଏହାକୁ ଗୁପ୍ତ ର ରଖନ୍ତୁ । ତେଣୁ ଏମିତିରେ ଚୁପ ରୁହନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *