ସୁଗାର 350 କିମ୍ବା 450 ଥାଉ, ଏହି କାଢା କେବଳ 10 ଦିନରେ କରିଦେବ ମୂଳରୁ ଶେଷ

ଆଜି ଆମେ ଆପଣଙ୍କୁ ଯେଉଁ କାଢା ବିଷୟରେ କହିବାକୁ ଯାଉଛୁ ତାହା କୌଣସି ସାଧାରଣ କାଢା ନୁହେଁ । ଏହି କାଢା ଆପଣଙ୍କ ସୁଗାର ୩୫୦ କିମ୍ବା ୪୫୦ ଥାଉ ଏହି କାଢା ଆପଣଙ୍କ ସୁଗାରକୁ ୧୦ ଦିନ ମଧ୍ୟରେ ଶେଷ କରିଦେବ । ଏହି କାଢା ବିଷୟରେ ଆୟୁର୍ବେଦ ଗ୍ରନ୍ଥରେ ବି କୁହାଯାଇଛି । ୩୦ ବର୍ଷ ପୁରୁଣା ସୁଗାର ହେଲେ ବି ଯଦି ସେହି ବ୍ୟକ୍ତି ସବୁଦିନ ଖାଲି ପେଟରେ ଏହି କାଢାର ସେବନ କରିବେ ତେବେ ମାତ୍ର ୧୦ ଦିନ ମଧ୍ୟରେ ଏହି କାଢା ସେହି ବ୍ୟକ୍ତିର ଶରୀରରୁ ସୁଗାରକୁ ଦୂର କରିଦେବ ।

ଏହି କାଢାକୁ ସମସ୍ତ ବୟସର ଲୋକମାନେ ବ୍ୟବହାର କରି ପାରିବେ । ଡାଇବେଟିସକୁ କଣ୍ଟ୍ରୋଲ କରି ତାକୁ ମୂଳରୁ ଶେଷ କରି ଦେଉଥିବା ଏହି କାଢା ବିଷୟରେ ଚାଳନ୍ତୁ ଜାଣିବା । ଏହି କାଢାକୁ ତିଆରି କରିବା ପାଇଁ ଆପଣଙ୍କୁ ଦୁଇ ଗ୍ଳାସ ପାଣି, ଗୋଟିଏ ବଡ ଚାମଚ ମେଥି ଦାନା, ଗୋଟିଏ ଚାମଚ ହଳଦୀ ପାଉଡର, ଦୁଇଟି ଡାଲଚିନି, ୪ – ୫ ଟି ତୁଲସୀ ପତ୍ର ଓ ଦୁଇଟି ଲବଙ୍ଗ ଦରକାର ।

ସର୍ବେ ପ୍ରଥମେ ଆପଣ ଗୋଟିଏ ପାତ୍ରରେ ଦୁଇ ଗ୍ଳାସ ପାଣି ଦେଇ ସେଥିରେ ଗୋଟିଏ ଚାମଚ ମେଥି ଦାନା ଓ ଦୁଇ ଚୁଟକି ଡାଲଚିନି ଗୁଣ୍ଡ, ଦୁଇଟି ଲବଙ୍ଗ, ୪ – ୫ ତୁଲସୀ ପତ୍ର, ଦୁଇଟି ଗୁଜୁରାତି ଓ ଶେଷରେ ଆପଣ ଏଥିରେ ହଳଦୀ ଦିଅନ୍ତୁ । ଏହି ସମସ୍ତ ଜିନିଷକୁ ମିଶ୍ରଣ କରି ଏହାକୁ ଗରମ କରନ୍ତୁ । ଯେଉଁ ସମୟ ପର୍ଯ୍ୟନ୍ତ ଏହି ପାଣି ଅଧା ନ ହୋଇ ଯାଇଛି । ସେହି ସମୟ ପର୍ଯ୍ୟନ୍ତ ଏହାକୁ ଗରମ କରନ୍ତୁ ।

ଅଳ୍ପ ଥଣ୍ଡା ହେବା ପରେ ଏହି କାଢାକୁ ଗୋଟିଏ ଗାଲ୍ସରେ ଛାଣି ଦିଅନ୍ତୁ ଓ ସକାଳେ ଖାଲି ପେଟରେ ଚା ଭଳି ସେବନ କରନ୍ତୁ । ଏହାର ସେବନର ଅଧ ଘଣ୍ଟା ପୂର୍ବରୁ ଓ ଅଧ ଘଣ୍ଟା ପରେ ଆପଣ କିଛି ବି ଖାଦ୍ୟ ସେବନ କରନ୍ତୁ ନାହିଁ । ଯଦି ଆପଣ ଏହାକୁ ୧୦ ଦିନ ପର୍ଯ୍ୟନ୍ତ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ମଧୁମେହ ରୋଗକୁ କଣ୍ଟ୍ରୋଲ କରିଦେବ । ଏହି କାଢାର ସେବନ ଦ୍ଵାରା ଏହା ଆପଣଙ୍କର ଡାଇବେଟିସକୁ କଣ୍ଟ୍ରୋଲ କରିବ ।

ଶରୀରରେ ଇନସୁଲିନକୁ ପ୍ରାକୃତିକ ରୂପରେ ତିଆରି କରିବ ଓ ଯାହା ଦ୍ଵାରା ଆପଣଙ୍କୁ ଇଂଜେକସନ ନେବାକୁ ପଡିବ ନାହିଁ । ଏହି କାଢା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବ । ଏହା ଆପଣଙ୍କ ପାଚନ ତନ୍ତ୍ରକୁ ଠିକ ରଖିବ । ଯଦି ଆପଣଙ୍କ ପେଟ ସମସ୍ୟା ରହୁଛି ଏହା ତାକୁ ବି ଠିକ କରିବ । ଏହି କାଢା ଶରୀର ଭିତରୁ ଶକ୍ତିଶାଳୀ କରିବ । ଆପଣଙ୍କୁ ହାଡ ମଜବୁତ କରିବ । ଅଣ୍ଟା ଓ ଆଣ୍ଠୁରେ ବ୍ୟଥାକୁ ବି କମ କରିବ । ଏହି କାଢା ପୁରୁଷମାନଙ୍କ ପାଇଁ ବହୁତ ହିଁ ଶକ୍ତିଶାଳୀ ଔଷଧ ଅଟେ ।

Leave a Reply

Your email address will not be published. Required fields are marked *