ଗହମର 21 ଟି ଦାନା ଦ୍ଵାରା ଏହି ଉପାୟ କରିଲେ, ହେବ ଧନ ବର୍ଷା

ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ଇଚ୍ଛା ରହିଥାଏ । ଯାହା ପୂରଣ କରିବା ପାଇଁ ବ୍ୟକ୍ତି ଅନେକ ଚେଷ୍ଟା କରିଥାଏ । କିନ୍ତୁ କିଛି ଇଚ୍ଛା ପୁରା ହୋଇଥାଏ ତ ଆଉ କିଛି ଅଧୁରା ରହିଥାଏ । ବ୍ୟକ୍ତି ଅନେକ ଚେଷ୍ଟା ଅକରିବା ସତ୍ବେ ଅମଧ୍ୟ ଉନ୍ନତି କରିପାରେ ନାହି । ମଣିଷ ମାତ୍ରେକେ ଉନ୍ନତି କରିବା ପାଇଁ ଚାହିନଥାଏ । ଯଦି ଆପଣଙ୍କର ଜୀବନରେ ଏମିତ କିଛି ହେଉ ନ ଥାଏ ତେବେ ଏହି ଗୋଟିଏ ମାତ୍ର ଉପାୟ କରନ୍ତୁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ରହିଛି ଓ କିପରି ଏହାକୁ କରିବା ।

ଆପଣ ନିଜ ଜୀବନରେ ଉନ୍ନତି କରିବା ଏହି ଛୋଟ ଉପାୟର ପ୍ରୟୋଗ କରନ୍ତୁ । ଆପଣ ଏକ ମାଟି ପାତ୍ର ହେଉ ବା ମାଟି ଦୀପରେ ରେ କିଛି ଗହମ ରଖନ୍ତୁ । ଏହି ଗହମ ଭରା ପାତ୍ର କୁ ଘରର ପଶ୍ଚିମ ଦିଗରେ ରଖନ୍ତୁ । ଏହି ପାତ୍ର କୁ ଆପଣ ନିଜ ଘରେ ଏକ ସପ୍ତାହ ଯାଏଁ ରଖନ୍ତୁ । ଯଦି ସମ୍ଭବ ହୁଏ ତେବେ ଏଥିରେ ୫ଟି ନାଲି ପାଖୁଡା ଥିବା ଫୁଲ ରଖନ୍ତୁ । ଏହା ପରେ ଏକ ସପ୍ତାହ ପରେ ଯେଉଁ ଦିନ ମଙ୍ଗଳବବାର ହୋଇଥିବ ସେହି ଦିନ ଏହି ଗହମ କୁ ପାତ୍ର ରୁ ବାହାର କରନ୍ତୁ । କିନ୍ତୁ ଏହି ଗହମକୁ ଛାତ ଉପରେ ପକାନ୍ତୁ ନାହି । କାରଣ ଛାତ ଉପରେ ଗହମ ପକାଇଲେ ପକ୍ଷୀ ମାନେ ଖାଇବା ଦ୍ଵାରା ଅନେକ ସମସ୍ୟା ସୃଷ୍ଟି ହୋଇପାରେ ।

ତେଣୁ ଏହି ଗହମକୁ ଗଛ ତଳେ ଢାଳନ୍ତୁ । ଆପଣ ମାତ୍ର ୨୧ଟି ଗହମ ଏହି ଉପାୟ କରିବା ପାଇଁ ନେବେ । ଯେଉଁ ଫୁଲ ଗହମ ପାତ୍ର ରେ ରଖା ଯାଇଥିଲା ତାହାକୁ କୌଣସି ପବିତ୍ର ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ନିବାରଣ ହେବା ସହ ଦରିଦ୍ରତା ଦୂର ହେବାରେ ଲାଗିବ । ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ଆମଗନ ହେବ । ଯଦି ଆପଣ ନୂଆ ଘର କରିଛନ୍ତି କିନ୍ତୁ ଏହାର ପ୍ରତିଷ୍ଠା ହୋଇପାରୁ ନାହି ବା ବିବାହ ହେଉ ନାହିଁ ତେବେ ଏହାର ଅନ୍ୟ ଏକ ନିବାରଣ ହେଉଛି କିଛି ଗହମ ନାଲି କପଡାରେ ବାନ୍ଧି ଘରର ପୂର୍ବ ଦିଗରେ ରଖିଦେବେ ।

ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ସବୁ ଶୁଭ କାମ ନିର୍ବିଘ୍ନରେ ସଂପୂର୍ଣ୍ଣ ହେବ । ଏହି ନାଲି କପଡାରେ ବନ୍ଧାଥିବା ଗହମକୁ କୌଣସି ନଦୀରେ ଭସାଇ ଦେବେ । ଏହି ଦୁଇ ଟି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଯେଉଁ ସବୁ ଦୁଖ କଷ୍ଟ ରହିଛି ତାହାର ନିବାରଣ ହେବା ସହ ଆପଣଙ୍କ ଜୀବନରେ ହସ ଖୁଶିର ବାତାବାରଣ ସୃଷ୍ଟି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *