ଯଦି ପରିସ୍ରା କରିବା ସମୟରେ ଆସିଥାଏ ଫେଣ ତାହେଲେ ହୋଇଯାନ୍ତୁ ସାବଧାନ, ନଚେତ…

ପରିସ୍ରା ସହିତ ଯୋଡି ହୋଇଥିବା କୌଣସି ବି ସମସ୍ୟାର ସିଧା ସମ୍ବଧ ଲୋକ କିଡନି ରେ ଅଛି ବୋଲି କହିଥାନ୍ତି । କିଛି ପର୍ଯ୍ୟନ୍ତ ଏହା ସତ ଅଟେ କିନ୍ତୁ ସବୁବେଳେ ଏହା ହୋଇନଥାଏ । ବହୁତ ଲୋକ ଅଛନ୍ତି ଯାହା ପରିସ୍ରାରେ ତାଙ୍କୁ ଫେଣ ଦେଖାଯାଇଥାଏ କିନ୍ତୁ ସେମାନେ ଏହାକୁ ସାମାନ୍ଯ କଥା ଭାବି ଡାକ୍ତରଙ୍କୁ ନଦେଖାଇ ଏହାକୁ ଯେମିତିକୁ ସେମିତି ଛାଡି ଦେଇଥାନ୍ତି ,ଯାହା ଆଗକୁ ଯାଇ ବହୁତ ସାରା ରୋଗର କାରଣ ହୋଇଥାଏ ।

ଯଦି ଆପଣଙ୍କ ପରିସ୍ରାରେ କୌଣସି ବି ପ୍ରକାରର ଫେଣ ଦେଖାଯାଏ ତାହେଲେ ଏହାର ମାନେ ହୋଇଥାଏ ଆପଣଙ୍କ ସ୍ୱାସ୍ଥ୍ୟ କୁ ନେଇ କିଛି ନ କିଛି ସମସ୍ୟା ନିହାତି ଅଛି ଏବଂ ଏହାର କାରଣ ସମୟ ଥାଉ ଥାଉ କରିନିଅନ୍ତୁ ।

ଆଜି ଆମେ ଆପଣଙ୍କୁ ପରିସ୍ରାରେ ଫେଣ ଆସିବାର କେତେକ ଗୁରୁତ୍ୱପୂର୍ଣ୍ଣ କାରଣ ଗୁଡିକ କହିବୁ ଯାହାକୁ ଜାଣିବା ପରେ ଆପଣ ବି ନିଶ୍ଚିନ୍ତ ଏହା ଦେଖିବା ପରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପାଇଁ ଉଚିତ ଭାବିବେ । ଏହି କାରଣରୁ ଆସିପାରେ ପରିସ୍ରାରେ ଫେଣ

ପରିସ୍ରା ମାଧ୍ୟମରେ ପ୍ରୋଟିନ ବାହାରକୁ ଆସେ

ଯଦି ଆପଣଙ୍କ ପରିସ୍ରାରେ ଫେଣ ଆସୁଛି ତାହେଲେ ଏହାର ଗୋଟିଏ କାରଣ ହୋଇଥାଏ କି ଆପଣଙ୍କ ପରିସ୍ରା ମାଧ୍ୟମରେ ପ୍ରୋଟିନ ବାହାରକୁ ଆସୁଛି । ପରିସ୍ରା ମାଧ୍ୟମରେ ପ୍ରୋଟିନ ସେତବେଳେ ବାହାରକୁ ଆସିଥାଏ ଯେତବେଳେ କିଡନିର ଗୋଟିଏ ଭାଗ କାମ କରିବା ବନ୍ଦ କରିଦେଇଥାଏ ,ଏହାର ଫଳ ସ୍ୱରୂପ ଶରୀରରେ ଯାହା ବି ପ୍ରୋଟିନ ର ମାତ୍ରା ଥାଏ ତାହା ମଣିଷର ପରିସ୍ରା ମାଧ୍ୟମରେ ବାହାରକୁ ଆସିଥାଏ ।

ଏହି ଭଳି ପରିଷ୍ଟିତିରେ ବ୍ୟକ୍ତିଙ୍କୁ ବିନା କିଛି ଡେରି କରି ନିଜ ଡାକ୍ତରଙ୍କୁ ନିହାତି ଦେଖାଇବା ଦରକାର ଏବଂ ପ୍ରୋଟିନ ଯୁକ୍ତ ଖାଦ୍ଯ ଯେମିତି କି ମାଛ ,କ୍ଷୀର ,ଅଣ୍ଡା ଇତ୍ୟାଦି ଖାଇବା ବନ୍ଦ କରିଦେବା ଦରକାର ।

ୟୁରିନଲ ଇନଫେକସନ ହେବା

ପରିସ୍ରାରେ ଫେଣ ହେବା କୌଣସି ପ୍ରକାର ୟୁରିନାଲ ଇନଫେକସନ କାରଣରୁ ବି ଆସିଥାଏ । ଏହି ପରିଷ୍ଟିତିରେ ବ୍ୟାକ୍ଟେରିଆ ପରିସ୍ରା ମାଧ୍ୟମରେ ଏକ ପ୍ରକାର ଗ୍ଯାସ ଛାଡିଥାଏ ଯାହା କାରଣରୁ ପରିସ୍ରା କରିବା ସମୟରେ ଲୋକମାନଙ୍କୁ ପୋଡିବା ଆଦି ସମସ୍ଯାର ସାମ୍ନା କରିବାକୁ ପଡିଥାଏ ଏବଂ ପରିସ୍ରା ରେ ଫୋଟକା ଦେଖିବାକୁ ମିଳିଥାଏ । ଏଥିପାଇଁ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଡାଇବେଟିସ ଔଷଧ ଖାଆନ୍ତୁ ,ଏମିତି କଲେ କିଛି ଦିନ ଭିତରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ପୁରୁଷମାନଙ୍କର ବିଶେଷ ରୂପେ ପରିସ୍ରାରେ ଫେଣ ଆସିବାର ଏହି କାରଣ ହୋଇଥାଏ

ମହିଳାମାନଙ୍କ ଠାରୁ ପୁରୁଷମାନଙ୍କ ପରିସ୍ରାରେ ଫେଣ ଆସୁଥିବାର ସମସ୍ୟା ତିନି ଗୁଣ ଅଧିକ ହୋଇଥାଏ । ଏହା ପଛରେ ବିଶେଷ କାରଣ ଏହା କି ପୁରୁଷମାନଙ୍କର ଆନ୍ତ ଏବଂ ୟୁରିନ ଯେତବେଳେ ଏକ ପ୍ରକାରର ଯୋଡିହୋଇଯାନ୍ତି ସେତବେଳେ ଏହି ପ୍ରକାରର ସମସ୍ୟା ଆସିଥାଏ । ଏହି ସମସ୍ୟା ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କ ପାଖରେ ଅଧିକ ଦେଖା ଯାଇଥାଏ । ଏହାର ଚିକିସା ସମୟ ଥାଇ କରିବା ଉଚିତ ନହେଲେ ଏହା ଆଗକୁ କୌଣସି ରୋଗର ବି ରୂପ ନେଇପାରେ ।

Leave a Reply

Your email address will not be published. Required fields are marked *