୭୯% ଲୋକ କରିଥାନ୍ତି ରବିବାରରେ ଏହି ଉପାୟ, ଆପଣ ବି କରିକି ଦେଖନ୍ତୁ

ସମସ୍ତଙ୍କ ଜୀବନରେ ଏହି ୩ଟି ଜିନିଷ ଖାଦ୍ୟ, ପୋଷାକ ,ଘର ବହୁତ ଜରୁରୀ ହୋଇଥାଏ । କିନ୍ତୁ ପ୍ରାୟ ଖାଦ୍ୟ ଏବଂ ପୋଷାକ କିଛି ବି ଉପାୟରେ ଲୋକ ଯୋଗାଡ କରିନେଇଥାନ୍ତି କିନ୍ତୁ ନିଜର ଘର ଏତେ ସହଜରେ ମିଳି ନଥାଏ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ନିଜର ଘର ହେଉ ଯାହା ଅନେକ ଚେଷ୍ଟା ପରେବୀ ସମ୍ଭବ ହେଇପାରୁନି । ଆପଣଙ୍କ ଘରେ ଯଦି ଧନ ସମ୍ବନ୍ଧିତ ସମସ୍ୟା ଅଛି କିମ୍ବା ଲୋନ ନେଇ ଘର କରିବାକୁ ଚାହୁଁଛନ୍ତି ତାହା ହେଇପାରୁନାହିଁ ତ ଏପରି ସମସ୍ୟା ପାଇଁ କିଛି ଉପାୟ ଆପଣଙ୍କୁ କହିବାକୁ ଯାଉଛୁ ତାହା ବହୁତ ଲାଭଦାୟକ ଅଟେ ।

ଏହି ଉପାୟ ଲାଲ କିତାବରୁ ଖୋଜା ହେଇ ଆସିଛି ।

ପ୍ରଥମ ଉପାୟ

ଏହାକୁ ରବିବାର ଠାରୁ ଆରମ୍ଭ କରିବା ଦରକାର ଏବଂ ୧୦୮ ଦିନ ପଯ୍ୟନ୍ତ ଲାଲ ରଙ୍ଗର ଗାଈକୁ କ୍ଷୀର ପିଆନ୍ତୁ ।

ଦିତୀୟ ଉପାୟ

୧୨ ରବିବାର ଯାକେ ଧଳା ରଙ୍ଗ ଗାଈର ବାଛୁରୀକୁ ମସୁର ଡାଲି ଓ ଗୁଡ ଖୁଆନ୍ତୁ ।

ତୃତୀୟ ଉପାୟ

ଏହା ରବିବାର ଠାରୁ ଆରମ୍ଭ କର ଏବଂ ୧୦୮ ଦିନ ପାଯ୍ୟନ୍ତ ସକାଳୁ ଉଠି ଗଣେଶଙ୍କୁ ଲାଲ ଫୁଲ ଚଢାଅ ।

ଚତୁର୍ଥ ଉପାୟ

୧୨ ରବିବାର ଲଗାତାର କରନ୍ତୁ ,କୌଣସି ବି ଗଣେଶ ମନ୍ଦିରକୁ ଯାଇ ଗଣେଶଙ୍କୁ ଗୁଡ ଅର୍ପଣ କରନ୍ତୁ ।

ପଞ୍ଚମ ଉପାୟ

ରବିବାର ଦିନ ନିମ୍ବ କାଠିରେ ଏକ ଛୋଟ ଘର ବନାନ୍ତୁ ଓ ଏହାକୁ ସଜାନ୍ତୁ ଏବଂ କୌଣସି ମନ୍ଦିରରେ ଏହାକୁ ଦାନ କରିଦିଅନ୍ତୁ ।

ଷଷ୍ଠ ଉପାୟ

୧୨ ରବିବାର ପାଯ୍ୟନ୍ତ କୌଣସି ମେହେନତ କରୁଥିବା ଲୋକର ଛୁଆକୁ ଲୁହାରେ ତିଆରି ଖେଳଣା ଦାନ କରନ୍ତୁ ।

ସପ୍ତମ ଉପାୟ

ପୂଜା ଘରେ ଏକ ମାଟିର ଦୀପ ତିଆରି କରନ୍ତୁ ଏବଂ ସେଥିରେ ପ୍ରତି ସନ୍ଧ୍ୟାରେ ସୋରିଷ ତେଲର ଦୀପ ଜଳାନ୍ତୁ ।

ତେବେ ଯଦି ଆପଣ ମଧ୍ୟ ବହୁତ ଦିନ ହେବ ନିଜର ଏକ ଘର ବନେଇବାକୁ ଚହୁଁଛନ୍ତି କିନ୍ତୁ ଧନ ଅଭାବରୁ ଅସମର୍ଥ ଅଟନ୍ତି , ତେବେ ନିଶ୍ଚୟ ଏହ ସବୁ ଉପାୟ ଗୁଡିକ କରିକି ଦେଖନ୍ତୁ । ଦେଖିବେ ଭଗବାନଙ୍କ କୃପାରୁ ଆପଣ ମଧ୍ୟ ନିଜର ଏକ ସୁନ୍ଦର ଗହର କରିବାରେ ସମର୍ଥ ହେବେ । କାରଣ ଭଗବାନଙ୍କ ଆଶୀର୍ବାଦ ରହିଲେ ମଣିଷ ସବୁ ଦୁଃଖ କ୍ଷତରୁ ମୁକ୍ତି ପାଇ ପାରିବ ।

Leave a Reply

Your email address will not be published. Required fields are marked *