ପୂଜା କରିବା ସମୟରେ ଯଦି ଆପଣଙ୍କ ସାମ୍ନାରେ ଫୁଲ ପଡେ ତେବେ ଏହି ସଙ୍କେତର କଣ ରହସ୍ୟ ହୋଇଥାଏ ଜାଣନ୍ତୁ- Ajira Anuchinta

ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କ ପୂଜା କରିବାର ବହୁତ ମହତ୍ଵ ରହିଛି । ପ୍ରତେକ ବ୍ୟକ୍ତି ଭଗବାନଙ୍କର ପୂଜା କରିଥାନ୍ତି, ଏମିତି କୁହାଯାଏକି ଭଗବାନ ପୂଜା କରିବା ଦ୍ଵାରା ମନୁଷ୍ୟକୁ ମୁକ୍ତି ପ୍ରାପ୍ତ ହୋଇଥାଏ । ପୂଜା କରିବା ଦ୍ଵାରା ବ୍ୟକ୍ତିକୁ ଶାନ୍ତି ମିଳିଥାଏ । କିନ୍ତୁ କଣ ଆପଣ ଏହି କଥାକୁ ଜାଣିଛନ୍ତି ପୂଜା କରିବା ସମୟରେ ଭଗବାନ ଆପଣଙ୍କୁ ଦିବ୍ୟଶକ୍ତି ଦ୍ଵାରା ସଂକେତ ଦେଇଥାନ୍ତି । ଯେବେ ଆମେ ପୂଜା କରିଥାଉ ଆମ ଉପରେ ବିଶେଷ କୃପାର ଊର୍ଜା ଚାରିପାଖରେ ଘେରା ବନାଇଥାଏ ।

ଏହିକଥାର ପୃଷ୍ଟି ବିଜ୍ଞାନ ମଧ୍ୟ କରିଛି । ଏହି ଊର୍ଜାର ମାଧ୍ୟମରେ ଭଗବାନଙ୍କ ସହିତ ଯୋଡି ହୋଇଥାଉ । କିନ୍ତୁ ଏମିତି ହେବା ଶେଷେ ସମ୍ଭବ ହୋଇପାରିବ ଯେବେ ଆମେ ଆମର ଶଚି ଶ୍ରଦ୍ଧା ଓ ହୃଦୟର ସହିତ ପୂଜା ଅର୍ଚନା କରିଥାଉ ।


ଆଜି ଆମେ ଆଲୋଚନା କରିବା ଭଗବାନଙ୍କ ଆଶୀର୍ବାଦ ଅଛିନା ନା ନହିଁ ଆପଣଙ୍କ ଉପରେ । ଭଗବାନଙ୍କ ପୂଜା କରୁଥିବା ସମୟରେ ଆମକୁ ଏକ ବିଶେଷ ସଙ୍କେତ ମିଳିଥାଏ । ଆସନ୍ତୁ ଜାଣିବା ପୂଜା କରୁଥିବା ସମୟରେ କେମିତି ସଙ୍କେତ ମିଳିଥାଏ ।ଆଉ ଏହି ସଙ୍କେତର କଣ ରହସ୍ୟ ହୋଇଥାଏ । ଯେବେ ଆମେ ପୂଜା କରିଥାଉ ଭଗବାନଙ୍କ ସାମ୍ନାରେ ଜାଳା ଯାଇଥିବା ଦୀପର ତେଜ ଆବଶ୍ୟକରୁ ଅଧିକ ହୋଇଥାଏ ବା ସଳିତା ଉପର ଆଡକୁ ଉଠିଯାଇଥାଏତ ଏହାର ମାନେ ହୋଇଥାଏକି । ଭଗବାନ ଆପଣଙ୍କ ପ୍ରାର୍ଥନା ଶୁଣୁଛନ୍ତି ।

ଯେବେ ଆପଣ ଭଗବାନଙ୍କ ପୂଜା କରିଥାନ୍ତି ଓ ଅଗର ବତିରୁ ବାହାରୁ ଥିବା ଧୂଆଁ ଯଦି ଭଗବାନଙ୍କ ମୁହଁ ଆଡକୁ ଯାଇଥାଏ । ଓଂ କି କୌଣସି ପ୍ରକାରର ଆକୃତି ବନାଇଥାଏ । ଏହା ଭଗବାନ କୃପାର ସଂକେତ ବୋଲି କୁହାଯାଏ । ଯଦି ଆପଣ ଭଗବାନଙ୍କ ପୂଜା କରିବାକୁ ଜାଉଚ କିନ୍ତୁ ଘରେ ବାସ୍ନା ବଳି ଅଗରବତୀ ଜଳା ହେବାର ବାସ୍ନା ଆସିଥାଏତ ଏହାକୁ ଭଗବାନଙ୍କ କୃପାର ସଂକେତ ବୋଲି କୁହାଯାଇଥାଏ । କେତେକ ଥର ଭଗବାନଙ୍କ ପୂଜା କରୁଥିବା ସମୟରେ ତାଙ୍କ ପ୍ରତିମାରୁ ଆମ ଆଗରେ ଫୁଲ ପଡିଯାଏ ।


ଏମିତି ହେବା ବହୁତ ଶୁଭ ହୋଇଥାଏ । ଏମିତି ମାନ୍ୟତା ରହିଛିକି ବହୁତ ବାର ଆମେ କୌଣସି ଖାସ ମନୋକାମନା କରିଥାଉ ଭଗବାନଙ୍କ ଆଗରେ । ଏହି ଇଛା ପୂରଣ ହେବାକୀ ନହିଁ ସେହି ସମୟରେ ଏହା ପୁରା ହେବାକୀ ନହିଁ ସେହି ସମୟରେ ଇସାରା ମିଳିଥାଏ । ଭକ୍ତଙ୍କ ସାମ୍ନାରେ ଯଦି କୌଣସି ଫୁଲ ପଡୁଛି ଏମିତି କୁହାଯାଏକି ତାର ମନୋକାମନା ପୁରା ହୋଇଥାଏ ତାକୁ କାର୍ଯ୍ୟରେ ସଫଳତା ମିଳିଥାଏ । ତାର ଘର ପରିବାରରେ ସୁଖ ସମୃଦ୍ଧି ଆସିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *