ନିଜ ଘର ବାଡିରେ ଯଦି ଏହି ଗଛ ଗୁଡିକ ଅଛି, ତେବେ ସାବଧାନ! ହେବ ଅକାଳ ମୃତ୍ୟୁ- Vastu Tips

ଆପଣ ମାନଙ୍କର ଘରେ ହେଉ କି ବାଡିରେ ହେଉ ବହୁତ ପ୍ରକାରର ଗଛ ଥିବ । କିନ୍ତୁ ଆପଣ ମାନେ କଣ ଜାଣିଛନ୍ତିକି ଆପଣଙ୍କ ବାଡିରେ ଏହି ପ୍ରକାରର ଗଛ ରହିବା ହେତୁ ବହୁତ ଅନିଷ୍ଟ ହୋଇଥାଏ । ଆପଣଙ୍କ ଘରେ ସବୁବେଳେ ଝଗଡା ଝାଟି ଲାଗି ରହିଥାଏ, ଏମିତିକି ଯାହା କିଛି ଆଣିଲେ ମଧ୍ୟ ଅଣ୍ଟେ ନହିଁ । ଆଜି ଆପଣଙ୍କୁ କହିବୁ କେଉଁ ଗଛ ଆପଣଙ୍କ ବାଡିରେ ରହିଲେ ଅଶୁଭ ହୋଇଥାଏ ।

ଆଉ ଯଦି ଏହି ଗଛବି ରଖୁଛନ୍ତି ତାହେଲେ ମଧ୍ୟ ଆପଣଙ୍କର ଘୋର ଅନିଷ୍ଟ ହୋଇଥାଏ । କିଛି ବଡ ବଡ ପଣ୍ଡିତ ମାନେ ତାଙ୍କ ଶାସ୍ତ୍ର ବିଦ୍ୟାରୁ ଯାହା କିଛି ଜଣାଇଛନ୍ତି ।


ଆପଣଙ୍କ ଘର ସାମ୍ନାରେ ଯଦି କୌଣସି କଣ୍ଟା ଜାତୀୟ ଗଛ ଅଛି ତାହେଲେ ତାକୁ କେବେବି ରଖନ୍ତୁ ନହିଁ । କାହିଙ୍କିନା ଘର ସାମ୍ନାରେ ରାତି ପାହିଲେ ଆପଣ ଯଦି ସେଇ କଣ୍ଟା ଜାତୀୟ ଗଛର ମୁହଁ ଦେଖୁଛନ୍ତି ତାହେଲେ ଆପଣଙ୍କର ଘୋର ଅନିଷ୍ଟ ହୋଇଥାଏ । ଘରେ ଯାହାବି କିଛି ଆଣିଲେ ବା ପଇସା ଆସିଲେ କେବେ ଅଣ୍ଟେ ନହିଁ । ତେଣୁ କରି ଆପଣ ଘର ସାମ୍ନାରେ କେବେବି କଣ୍ଟା ଜାତୀୟ ଗଛ ରଖନ୍ତୁ ନହିଁ ।


ତା ପରେ ଆସୁଛି କନିଅର ଗଛ, ଏହି ଗଛ ଯଦି ଆପଣଙ୍କ ବାଡିରେ ଅଛି ଭୁଲରେବି ଏହି ଗଛ ଘରର ପଛପଟେ ରଖନ୍ତୁ ନହିଁ । କୌଣସି ଦୂର ସ୍ଥାନକୁ ରଖନ୍ତୁ, ଘର ପାଖରେକି ଘର ଚାରିପଟେ ଏହି କନିଅର ଗଛ ରଖନ୍ତୁ ନହିଁ । ଏହି ଗଛ ରହିଲେ  ଘରେ କେହି ନା କେହି ବିସ ଖାଇଥିବାର ଦେଖାଦେଇଥାଏ । ତେଣୁକରି ଆପଣ କେବେବି ଏହି ଗଛକୁ ଘର ପାଖାପାଖି ରଖନ୍ତୁ ନହିଁ । ଯଦି ରଖିବେ କୌଣସି ନା କୌଣସି ସଦସ୍ୟ ଘରେ ବିସ ପାନ କରି ପାରେ ।


ବର ଗଛ ଓ ଅଶ୍ଵସ୍ତ ଗଛ, ଆପଣମେ ଏହି ଦୁଇଟି ଗଛକୁତ ଭଲ ଭାବରେ ଜାଣିଥିବେ  ଏହି ଦୁଇଟି ଗଛ ଯଦି ଆପଣଙ୍କ ଘରର ଚାରିପଟେ ରହିଛି । ତାହେଲେ ମଧ୍ୟ ଘୋର ବିପଦ ମାଡି ଆସେ । ତେଣୁ ଏହି ଦୁଇଟି ଗଛ କେବେ ଘର ପାଖାପାଖି ରଖନ୍ତୁ ନହିଁ । ଯଦି ଗୋଟିଏ ଗଛ ଅଛି ତେବେ ଚଳିବ, ଯଦି ଦୁଇଟି ଗଛ ଅଛି କେବେବି ଏହି ଦୁଇଟି ଗଛକୁ ପାଖାପାଖି ରଖିବାକୁ ଦିଅନ୍ତୁ ନହିଁ । ହେଲେ ଆପଣଙ୍କ ଘରେ ବହୁତ ଅନିଷ୍ଟ ହୋଇପାରେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *