ଯାହା ଅସଲ କଥା ତାହା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି, କାହା ପ୍ରେମରେ ପଡି ହ୍ୟୁମାନ ଏମିତି… ଦେଖନ୍ତୁ Exclusive

ଏଇ ସଜସଜ ଆମେ ଭୁଲି ନାହାନ୍ତି ଅନୁଭବ ଆଉ ବର୍ଷାଙ୍କ ବିବାଦ । ଏଇ ସଜସଜ ଆମେ ଭୁଲୁ ନାହୁଁ ବାବୁସାନ ଓ ତୃପ୍ତିଙ୍କ ବିବାଦ । ଆଉ ଏବେ ରାତି ପାହିଲେ ହ୍ୟୁମାନ ଆଉ ଶ୍ରୀୟା ବିବାଦ । ଅନୁଭବ-ବର୍ଷା ଓ ବାବୁସାନ-ତୃପ୍ତିଙ୍କ ବିବାଦ କାହିଁକି ହୋଇଛି ଦର୍ଶକ ବନ୍ଧୁ ଆପଣ ବେଶ ଭଲ ଭାବେ ଜାଣିଥିବେ । କିନ୍ତୁ ହ୍ୟୁମାନ ଓ ଶ୍ରୀୟା ଙ୍କ ବିବାଦ କାହିଁକି ହୋଇଛି ତାହା ଆପଣ ନିଶ୍ଚୟ ଗଣମାଧ୍ୟମରେ ଜାଣିସାରିଥିବେ ।

କିନ୍ତୁ ଅସଲି କଥା ତାହା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । କାହା ପ୍ରେମରେ ପଡି ହ୍ୟୁମାନ ଏମିତି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି ଷ୍ଟାର ସିଙ୍ଗରଙ୍କ ଘରର କଳି । ସ୍ୱାମୀଙ୍କ ଠାରୁ ସୁରକ୍ଷା ପାଇବାକୁ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ରେୟା । ହ୍ୟୁମାନଙ୍କର ଥିଲା ପରକ୍ରିୟା ପ୍ରୀତି । ହ୍ୟୁମାନ କୁଆଡେ ଜଣେ ଗାୟିକା ଙ୍କୁ ପ୍ରେମ କରୁଥିଲେ । ହ୍ୟୁମାନ ଜଣେ ଗାୟିକାଙ୍କୁ ମନ ଦେଇଥିଲେ ।

ସେଥିପାଇଁ ପ୍ରେମ କରି ବିବାହ କରିଥିବା ଶ୍ରୀୟାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ପ୍ରେମ କରି ବାହା ହୋଇଥିବା ଶ୍ରୀୟାଙ୍କୁ ଯୌତୁକ ନିର୍ଯ୍ୟାତନା, ଶାରୀରିକ ନିର୍ଯ୍ୟାତନା ଆଉ ଶ୍ରୀୟାଙ୍କର ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ହ୍ୟୁମାନ । ଏମିତି କିଛି ଅଭିଯୋଗ ହୋଇଛି । କିନ୍ତୁ ଅସଲ କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।

ଏବେ ଯେଉଁଠି ଦେଖିବ ଖାଲି ଗୋଟିଏ ଚର୍ଚ୍ଚା ଅନୁଭବ-ବର୍ଷା, ବାବୁସାନ-ତୃପ୍ତି ଆଉ ଏବେ ହ୍ୟୁମାନ-ଶ୍ରୀୟା । ତେବେ ସେ ଗାୟିକା ଜଣକ କିଏ ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ତେବେ ଏ ସବୁ ଭିତରେ ଯଦି ଚର୍ଚ୍ଚା ଚର୍ଚ୍ଚା ରେ ରହିବାର ଅଛି ତେବେ ଭଲ । ପୂର୍ବ ଭଳି ଯଦି ହ୍ୟୁମାନ ଶ୍ରୀୟାଙ୍କୁ ପାଖରେ ରଖିବାକୁ ଚାହୁଛନ୍ତି କିମ୍ବା ପୂର୍ବ ଭଳି ହ୍ୟୁମାନ ଓ ତାଙ୍କ ମା ନାତୁଣୀ କୁ ପାଖରେ ରଖିବାକୁ ଚାହୁଁଛନ୍ତି ତେବେ ଏହି ଚର୍ଚ୍ଚା ଏବେ ଠାରୁ ବନ୍ଦ ହୋଇଯିବା ଦରକାର ।

ଆଦି ଶ୍ରୀୟା ଙ୍କ ଅପରିବାର ଦୁଇ ଦିନ ସମୟ ନେଇଛନ୍ତି ଆଉ ସେହି ଦୁଇ ଦିନର ସମୟ ଭିତରେ ହ୍ୟୁମାନ ଶ୍ରୀୟା ଏକାଠି ହୁଅନ୍ତି ଆଉ ମନ ମିସିଯାଏ ହୃଦୟ ମିସିଯାଏ ତେବେ ମନାନ୍ତର ନ ରୁହେ ତେବେ ଏହି ଚର୍ଚ୍ଚା ଏହିଠୁ ରହିବା ଦରକାର । ସେହି ଗାୟିକା ଙ୍କ ନାଁ ଆଉ ତାଙ୍କ ଚର୍ଚ୍ଚା ହେବା ଦରକାର । କାରଣ ଯଦି ହ୍ୟୁମାନ ଓ ଶ୍ରୀୟା ମିସିଯାନ୍ତି ତେବେ ହ୍ୟୁମାନ ଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଫ୍ୟାନ୍ସ ମାନଙ୍କ ପାଇଁ ତା ଠାରୁ ବଡ ଖବର କିଛି ହୋଇପାରିବ ନାହି ।

ହ୍ୟୁମାନ ଜଣେ ଆଗ ଧାଡିର ଗାୟକ ନୁହନ୍ତି ଏହା ସହ ସେ ସମସ୍ତଙ୍କ ମନରେ ରାଜ କରୁଥିବା ହ୍ୟୁମାନ । ତାଙ୍କ କଣ୍ଠ ରେ ସମସ୍ତେ ମତୁଆଲା । ଆଉ ସେଥିପାଇଁ ଚାହୁଁଛନ୍ତି ଯେଉଁ ଚର୍ଚ୍ଚା ଦାଣ୍ଡରେ ହେଉଛି ତାହା ଗଣମାଧ୍ୟମକୁ ନ ଆସୁ । ଯେଉଁ କଥା ଏତେ ଦାଣ୍ଡରେ ପଡି ହାଟରେ ଗଡୁଛି ସେଠାରେ ରହିଯାଉ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *