Shriya Mishra କଲେ ବଡ ଖୁଲସା, କହିଲେ “ପାଖରେ ଟଙ୍କା ନାହିଁ, ମୁଁ…” ଦେଖନ୍ତୁ କଣ କହୁଛନ୍ତି Shreya

ଦର୍ଶକ ବନ୍ଧୁ ବର୍ତ୍ତମାନ ସାରା ଓଡିଶାରେ ଖାଲି ଗୋଟିଏ ଚର୍ଚ୍ଚା ଓଲିଉଡ ଶିଂଗର ହ୍ୟୁମାନ ସାଗର ଓ ତାଙ୍କ ଶ୍ରୀୟା ମିଶ୍ର ଙ୍କ ପାରିବାରିକ କଳହ କୁ ନେଇ । ଦୁହିଙ୍କର ପ୍ରେମ ବିବାହ ହୋଇଥିଲେ ବି ହ୍ୟୁମାନ ଙ୍କ ନାଁ ରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଶ୍ରୀୟା । ଆଉ ଶ୍ରୀୟା ଙ୍କ ବିରୁଦ୍ଧରେ ବି ହ୍ୟୁମାନ ଅଭିଯୋଗ ଆଣିଛନ୍ତି ।

ଏନେଇ ଶ୍ରୀୟା କହିଛନ୍ତି ଯେ “କମ୍ପ୍ରମାଇଜ ପାଇଁ ମୋତେ ଯେଉଁ ଡାକିଥିଲେ ସେଠାରେ ମୁଁ କହିଥିଲି ମୋତେ ନେଗେଟିଭ କମେଣ୍ଟ ଦେବେ ନାହି । କିନ୍ତୁ ମୋ ଶାଶୁ ମୋ ମା ଙ୍କ ନାଁ ରେ ଏତେ ସଙ୍ଗିନ ଅଭିଯୋଗ ଲଗାଇଛନ୍ତି କି ଯାହା ମିଛ । ମୋତେ ଲାଗୁ ନାହି ସେମାନେ କମ୍ପ୍ରମାଇଜ ଚାହୁଁଛନ୍ତି ବୋଲି । ବର୍ତ୍ତମାନ ହ୍ୟୁମାନ ଯେଉଁ ଅନୁତାପ କରୁଛନ୍ତି ତାହା ମିଡିଆ ଆଗରେ କରୁଛନ୍ତି । ଅନୁତାପ ଟା ଗୋଟେ ହାର୍ଟ ରୁ ହାର୍ଟ କନେକସନ ।

ସେଠାରେ କୌଣସି ତୃତୀୟ ବ୍ୟକ୍ତି ସେ ମୋର ଘର ଲୋକ ହୁଅନ୍ତୁ କି ତାଙ୍କ ଘର ଲୋକ ହୁଅନ୍ତୁ ଏହି ବି ମୁଣ୍ଡ ପୁରାଇବେ ନାହି । ଏତ କେବଳ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଘଟଣା ଯେଉଁଠି ସ୍ଵାମୀ ଚାହିଁବ ମିଶିବା ପାଇଁ ସେଠାରେ ସ୍ତ୍ରୀ କଣ ପାଇନ ଅଯଥାରେ ମନା କରିବ । ଯେଉଁ ଘର କଥା ହ୍ୟୁମାନ କହୁଛନ୍ତି ଆମର କିଛି ଘର ନାହି । ମୁଁ ଯଦି ପଇସା ନେଇ ଯାଇଥାନ୍ତି ତାଙ୍କର ତେବେ ଫଟା ଲୁଗା ପିନ୍ଧି ବୁଲୁ ନ ଥାନ୍ତି ।

ମୋ ଆକାଉଣ୍ଟରୁ ବାଲାନ୍ସ ଖସିକି ମାଇନସ ହୋଇ ସରିଲାଣି । ମୁଁ ଯେବେ ଘରେ ରହୁଥିଲି ସେତେବେଳେ ପୁରା ବଡି ଚେକ ଅପ କରାଉ ଆମ ପୁରା ପରିବାର ମଧ୍ୟ । ମଦ ପିଇ ହ୍ୟୁମାନ ଙ୍କ ଖାଦ୍ଯ ନଳୀ ଏବେ ନଷ୍ଟ ହୋଇ ଯାଇଛି ଯାହା ସେ ଥାନାରେ କହିଛନ୍ତି । ମୁଁ ତ 6 ମାସ ହେଲା ଆସି ମୋ ବାପଘରେ ଅଛି ମୁଁ କେମିତି ତାଙ୍କର ଖାଦ୍ଯ ନଳୀ ନଷ୍ଟ କରି ଦେଲି । ମୁଁ ବି ଚାହୁଁଛି କମ୍ପ୍ରମାଇଜ ହୋଇଯାଉ ଆମ ଦୁହିଙ୍କ ଭିତରେ ।

ଆମେ ମାନେ ସମସ୍ତେ ଚେଷ୍ଟା କରିଛୁ ଓ ପୁରା ପରିବାର ଚେଷ୍ଟା କରିଛୁ ହ୍ୟୁମାନ ଙ୍କୁ ବଦଳାଇବା ପାଇନ । ଆମେ କେଉଁ ଲେବଲ ରେ ଯାଇ ଚେଷ୍ଟା କରିଛୁ ତାହା କହିପାରୁ ନାହି । ମୋ ଘର ହ୍ୟୁମାନ ଙ୍କ ହାତ ଗୋଡ ବି ଧରିଛନ୍ତି । ଏହା ପରେ ବି ହ୍ୟୁମାନଙ୍କ ପରିବାର ନ ଶୁଣିବାରୁ ମୁଁ ବାଧ୍ୟ ହୋଇ ଥାନାର ଦ୍ଵାରସ୍ଥ ହେଲି । ହ୍ୟୁମାନ ଙ୍କର ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ପରିଚୟ ଏଟା ସତ କଥା । ମୁଁ ନିଜେ ଏହାର ସାକ୍ଷ୍ୟ ପ୍ରମାଣ ।

ସେ ଯେତିକି ମୋତେ ମାନ୍ୟତା ଦେଇକି ସ୍ତ୍ରୀ ର ନିଜ ଘରକୁ ନେଇଥିଲେ ସେତିକି ମାନ୍ୟତା ଆଉ ଭଲ ପାଇବା ଦେଇକି ଡାକିବେ ତା ହେଲେ ମୁଁ କାହିଁକି ମନ କରିବି । ମୁଁ କଣ ଏତେ ବଡ ଅମଣିଷ ହୋଇଛି କି” ? ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *