ବନ୍ଧୁଗଣ, ଚଳଚ୍ଚିତ୍ର ଜଗତର ଅଭିନେତା ଅଭିନେତ୍ରୀ ପ୍ରାଏ ସମସ୍ତଙ୍କୁ ଭଲ ଲାଗିଥାନ୍ତି । ଦର୍ଶକବନ୍ଧୁ ନିକଟରେ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ବିବାହ ସମ୍ପନ୍ନ ହୋଇସାରିଛି । ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା, ସବ୍ୟସାଚି ଏବଂ ଅର୍ଚ୍ଚିତାଙ୍କ ଘରକୁ ଆସିଥିଲେ । ଏହା ପଛର କାରଣ କଣ ହୋଇପାରେ ? ବନ୍ଧୁଗଣ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ବିବାହ ସମ୍ପର୍ଣ୍ଣ ହୋଇସାରିଛି । ବର୍ତ୍ତମାନ ଦୁହେଁ ହସ ଖୁସିରେ ନିଜର ଜୀବନ ଅତିବାହିତ କରୁଥିବାର ନଜରକୁ ଆସିଛନ୍ତି । ଉଭୟଙ୍କ ବିବାହ ରାଜସ୍ଥାନ ରେ ଅନୁଷ୍ଟିତ ହୋଇଥିଲା । ଏହାପରେ ଉଭୟ ଓଡିଶାକୁ ଫେରି ଏଠାରେ ରିଷେପ୍ସନ ପାର୍ଟି ଦେଇଛନ୍ତି ତାଙ୍କ ପାର୍ଟି ରେ ବହୁତ ରଥି ମହାରଥୀ ଯୋଗ ଦେଇଥିଲେ ।
ସୋସିଆଲ ମିଡିଆରେ କିଛି ଦିନ ହେବ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ, ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଘରକୁ ଯାଇ ଭେଟ କରିବାର ଦ୍ରୁଶ୍ଯ ନଜରକୁ ଆସିଛି । ବନ୍ଧୁଗଣ ଏହା ପଛର ରହସ୍ୟ କଣ ଆଜି ଆମ୍ଭେ ଆପଣଙ୍କୁ ଜଣେଇବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ବଲିଉଡ ର ଅଭିନେତା ଗୋବିନ୍ଦା ବହୁତ ଗୁଡିଏ ହିନ୍ଦୀ ଚଳଚ୍ଚିତ୍ର କରିଛନ୍ତି । ତାଙ୍କର ଚଳଚ୍ଚିତ୍ର ସାରା ଭାରତ ତଥା ବିଦେଶରେ ମଧ୍ୟ ପ୍ରସିଦ୍ଧ ଅଟେ । ଦର୍ଶକ ବନ୍ଧୁ ସେ ଜଣେ ଅଭିନେତା ହେବା ସଙ୍ଗେ ସଙ୍ଗେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ।
ତାଙ୍କର ଉଦାରତା ଗରିବ ଲୋକଙ୍କ ପ୍ରତି ବହୁଳ ପରିମାଣରେ ରହିଅଛି । ସେ ନିଜର ଅଭିନୟରେ ଭାରତର ଦର୍ଶକଙ୍କୁ ବହୁତ ଏଣ୍ଟଟେରେଣ୍ଟ କରିଛନ୍ତି । ମାତ୍ର ବର୍ତ୍ତମାନ କ୍ଷେତ୍ରରେ ଗୋବିନ୍ଦା ତାଙ୍କ ବିଜେନେସ ରେ ଟିକିଏ ବ୍ୟସ୍ତ ଥିଲାବେଳେ ବର୍ତ୍ତମାନ ଇଣ୍ଡଷ୍ଟ୍ରି ରୁ ଟିକିଏ ଦୂରେଇ ରହିଛନ୍ତି । ବନ୍ଧୁଗଣ ମାର୍ଚ୍ଚ ୧ ତାରିଖରେ ସବ୍ୟ ଏବଂ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ଦୁହେଁ ଭୁବନେଶ୍ୱରରେ ରହୁଛନ୍ତି । ଦର୍ଶକବନ୍ଧୁ ଭୁବନେଶ୍ଵରରେ କିଛିଦିନ ହେବ ତରଙ୍ଗ ସିନେ ଆବର୍ଡ ଅନୁଷ୍ଠିତ ହୋଇଥିଲା ଏଠାରେ ସେ ଜଣେ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ ।
ସେ ଓଡ଼ିଶାକୁ ଚିପ ଗେଷ୍ଟ ଭାବେ ଆସିଛନ୍ତି । ବନ୍ଧୁଗଣ ଯେତେବେଳେ ସବ୍ୟ ଏବଂ ଅର୍ଚ୍ଚିତା ମୁମ୍ବାଇ କୌଣସି କାର୍ଯ୍ୟ ନିମନ୍ତେ ଯାଇଥିଲେ, ସେତେବେଳେ ସେମାନେ ଗୋବିନ୍ଦା ଙ୍କ ସହିତ ଭେଟ କରିଥିଲେ, ଏହା ସହିତ ତାଙ୍କୁ ଅନେକ ଶୁଭେଛା ମଧ୍ୟ ଜଣାଇଥିଲେ । ଏଣୁ ଗୋବିନ୍ଦା ଏବଂ ତାଙ୍କ ଧର୍ମ ପତ୍ନୀ ସୁନିତା ଶୁଭେଛା ଦେବା ନିମନ୍ତେ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ଘରକୁ ଯାଇଥିଲେ । ସେଠାରେ ବହୁତ ହସ ଖୁସିରେ ଉଭୟଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ, ଏହା ସହିତ ସମସ୍ତେ ଏକତ୍ରିତ ହୋଇ ଫୋଟ ଉଠାଇଥିଲେ ।
ସବ୍ୟ ସୋସିଆଲ ମିଡିଆରେ ସେହି ଫଟୋ ଗୁଡିକ ଭାଇରାଲ କରିଥିଲେ । ବନ୍ଧୁଗଣ ସବ୍ୟସାଚୀ ଜଣେ ସମାଜସେବୀ ମଧ୍ୟ ଅଟନ୍ତି । ସେ ମହାମାରୀ କରୋନା ସମୟରେ ବହୁତ ଗରିବ ଅସହାୟ ଲୋକଙ୍କୁ ନିଜର ସହାୟତାର ହାତ ବଢାଇ ଦେଇଥିଲେ । ଭଗବାଙ୍କ ଆଶୀର୍ବାଦ ରୁ ସେ ଆହୁରି ମହତ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତାଙ୍କର ଏହି କାର୍ଯ୍ୟରେ ବର୍ତ୍ତମାନ ତାଙ୍କ ଧର୍ମ ପତ୍ନୀ ଅର୍ଚ୍ଚିତା ମଧ୍ୟ ସହଯୋଗ କରିବେ ବୋଲି କହିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।