ଅଭିନେତ୍ରୀ ଉସଶି ମିଶ୍ରଙ୍କ Biography and Family

ବନ୍ଧୁଗଣ ଆପଣ ସମସ୍ତେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ବିଷୟରେ ଜାଣିଥିବେ । ସେ ଓଡିଆ ଫିଲ୍ମ ଜଗତରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ତାଙ୍କ ଅଭିନୟକୁ ପ୍ରାୟ ସମସ୍ତେ ପସନ୍ଦ କରି ଆସିଛନ୍ତି । ସେ ନିଜର କାରିୟରକୁ ବହୁତ ଉତ୍ତମ ରୂପେ ଆଗକୁ ନେଇ ଆସିଛନ୍ତି । ସେ ଜଣେ ଭଲ ଅଭିନେତ୍ରୀ ସାଙ୍ଗେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଆସନ୍ତୁ୮ ଏବେ ଜାଣିବା ତାଙ୍କ ବିଷୟରେ କିଛି ବିଶେଷ କଥା । ଉଷସୀ ମିଶ୍ରଙ୍କ ଶିକ୍ଷା ଅଭିଜ୍ଞତା ବିଷୟରେ ପ୍ରାଏ କେହି କେହି ଜାଣି ନାହାନ୍ତି ।

ବନ୍ଧୁଗଣ ସେ ନିଜର ଶିକ୍ଷା ପଶ୍ଚିମ ବଙ୍ଗର ମୁର୍ଶିଦା ବାଦ ଫରକା କେନ୍ଦ୍ରୀୟ ବିଦ୍ୟାଳୟରେ ଆରମ୍ଭ କରିଥିଲେ । ସେ ସେଠାରେ ନିଜର ଶିକ୍ଷା ପ୍ରତି ଅତୁଳ ପ୍ରେମ ଦେଖାଇଥିଲେ । ପାଠ ପଢିବା ସଙ୍ଗେ ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟରେ ମଧ୍ୟ ନିଜର ମନୋଭାବ ଦେଖାଉଥିଲେ । ସେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ନିଜର କଲେଜ ପାଠପଢା ଶେଷ କରିଛନ୍ତି । ଉଷସୀ ମିଶ୍ର ଫ୍ୟାସନ ଡିଜାଇନ କୋର୍ସ ମଧ୍ୟ କରିଛନ୍ତି । ଉଷସୀ ମିଶ୍ରଙ୍କ ବାପା ତାଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କର ନିଜ ଝିଅ ପ୍ରତି ଥିବା ପ୍ରେମ ଅତୁଳନୀୟଅଟେ । ଉଷସୀ ମିଶ୍ର ତାଙ୍କ ଭାଇ ଭାଉଜଙ୍କର ବହୁତ ସନ୍ନମାନ କରନ୍ତି ।

ତାଙ୍କ ଭାଉଜ ମଧ୍ୟ ତାଙ୍କୁ ସେତିକି ସ୍ନେହ କରିଥାନ୍ତି । ଉଷସୀ ମିଶ୍ର ଓଡିଆ, ତେଲୁଗୁ, ବେଙ୍ଗଲି, ଏବଂ ଛତିଶଗଡି ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କୁ ଓଡିଆ ସହିତ ବଙ୍ଗାଳୀ ଏବଂ ହିନ୍ଦୀ କଥା ବାରତା ବେସ ଭଲ ଭାବେ ଜଣା । ସେ ୧୯୯୬ ମସିହାରେ ଓଡିଆ ଫିଲ୍ମରୁ ନିଜର କାରିୟର ଆରମ୍ଭ କରିଥିଲେ । ସେ ଅଭିନେତା ସିଦ୍ଧାର୍ଥଙ୍କ ସହିତ ୧୯୯୯ ମସିହାରେ ଧର୍ମ ନିକିତିରେ ଅଭିନୟ କରି ବେସ୍ ସଫଳ ହୋଇଥିଲେ । ଏହାପରେ ବାହୁଡିବେ ମୋ ଜଗାବଳିଆରେ ନିଜର ବିସ୍ମୟ ଜନକ ଅଭିନୟ ଦେଖାଇଥିଲେ ।

ସେହି ଚଳଚିତ୍ର ମଧ୍ୟ ବହୁତ ଉନ୍ନତି କରିଥିଲା । ଉଷସୀ ମିଶ୍ର ଯାତ୍ରା ଜଗତରେ ମଧ୍ୟ ନିଜର ଅଭିନୟର ଯାଦୁରେ ସମସ୍ତ ଦର୍ଶକଙ୍କ ପ୍ରିୟ ପାତ୍ର ହୋଇଥିଲେ । ସେ ଫିଲ୍ମ ସହିତ ଯାତ୍ରା, ଓଡିଆ ଧାରାବାହିକରେ ମଧ୍ୟ ନିଜର ଦକ୍ଷତା ଦେଖାଇଛନ୍ତି । ତାଙ୍କ ପୋଷାକ ପିନ୍ଧିବା ଶୈଳୀ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଦୁଖୀ ଗରିବ ଲୋକଙ୍କୁ ବହୁତ ସାହାଜ୍ଯ କରିଛନ୍ତି । ସେ ନିଜ ଜୀବନରେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଆସିଛନ୍ତି ।

ତାଙ୍କ ଘରେ ସମସ୍ତେ ତାଙ୍କୁ ବହୁତ ଭଲ ପାଆନ୍ତି । ସେ ନିଜର ଅବଶିଷ୍ଠ ସମୟ ସାଙ୍ଗ ସାଥିଙ୍କ ସହିତ ଅତିବାହିତ କରିବାକୁ ଭଲପାଇଥାନ୍ତି । ସେ ଫଟୋସୁଟ କରିବାକୁ ମଧ୍ୟ  ଭଲପାଇଥାନ୍ତି । ଅନ୍ୟ ସମୟରେ ସେ ଅନାଥ ଆଶ୍ରମ ଏବଂ ବୃଦ୍ଧା ଆଶ୍ରମ ଯାଇ ସେଠାରେ କିଛି ସମୟ ଅତିବାହିତ କରିବାକୁ ଭଲ ପାଆନ୍ତି । ଦରକାର ହେଲେ ତାଙ୍କୁ ନିଜର ସମ୍ବଳ ଅନୁସାରେ ସାହାଜ୍ଯ ମଧ୍ୟ କରିଥାନ୍ତି । ତାଙ୍କର ଜୀବନ ଶୈଳୀ ଅତ୍ୟନ୍ତ କଠିନ ଥିଲେ ମଧ୍ୟ ସେ ସବୁ କ୍ଷେତ୍ରରେ ନିଜର ପାରଙ୍ଗମ ଦେଖାଇ ଆସିଛନ୍ତି । ଏହାଥିଲା ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ବିଷୟରେ ସମ୍ପୂର୍ଣ ବିବରଣୀ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *