କେବଳ ଟାଣନ୍ତୁ ୩ଟି ରେଖା ଏବଂ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଯଦି କରଜ ଅଧିକ ବଢ଼ିଯାଏ ତେବେ ଜୀଵନ ବହୁତ କଷ୍ଟ ହୋଇପଡେ । ଏବଂ ଏଥିରୁ କିପରି ବାହାରିବା ତାର ବୁଦ୍ଧି ବାଟ କିଛି ଦେଖାଯାଏ ନାହିଁ । ବେଳେବେଳେ କରଜ ଏତେ ହଇରାଣ କରନ୍ତି କି ଆମକୁ ଏପରି ଲାଗେ କି ଆମ ଜୀବନ ଟା ପୁରା ବେକାର । ବହୁତ ଜଣ କୁହନ୍ତି କି ଏହି କରଜ କୁ ନେଇ ସେମାନେ ବହୁତ ଚିନ୍ତିତ ଏବଂ ସେମାନେ ଯେତେ ସବୁ ଉପାୟ ଚେଷ୍ଟା କରି ସାରିଲେଣି କିନ୍ତୁ କିଛି ଫଳ ଦେଉନାହିଁ । ଏବଂ ବହୁତ ଖର୍ଚ୍ଚ ମଧ୍ୟ ହୋଇଗଲାଣି ଏକ ରେ ପଇସା ବହୁତ ଖର୍ଚ୍ଚ ହେଉଛି କିନ୍ତୁ କିଛି ଫଳ ମଧ୍ୟ ମିଳିପାରୁ ନାହିଁ ।

ଆଜି ଆମେ ଏହି ବିଷୟରେ ଆଲୋଚନା କରିବା କି କରଜ ରୁ ମୁକ୍ତି ପାଇଁ କିପରି ବିନା ଅଧିକ ଖର୍ଚ୍ଚ ରେ ଆମେ ଏଥିରୁ ମୁକ୍ତି ପାଇଁ ପାରିବା ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ କି ସେ ଉପାୟ କଣ ଓ ଏହାକୁ କିପରି ଆମେ କାର୍ଯ୍ୟକାରୀ କରିପାରିବା । କିନ୍ତୁ ଆଗକୁ ଭୁଲ ରେ କେବେବି ଶନିବାର ଦିନ ଓ ମଙ୍ଗଳବାର ଦିନ କାହାଠାରୁ କରଜ ନିଅନ୍ତୁ ନାହିଁ । କାରଣ ଏହି ଦୁଇଦିନ କରଜ ନେଲେ ବହୁତ ହଇରାଣ ହେବାକୁ ପଡିବ ।

ଏବଂ କଳା ରଙ୍ଗର କଲମରେ କେବେବି କୌଣସି କାଗଜ ରେ ଦସ୍ତଖତ କରନ୍ତୁ ନାହିଁ ।

ଯଦି ଆପଣ ବୁଧବାର ଓ ଶୁକ୍ରବାର ଦିନ କରଜ ନେଲେ ସେଥିରୁ ମୁକ୍ତି ମିଳିବ ଏବଂ ବେଶୀ କିଛି ଅସୁବିଧା ହେବ ନାହିଁ ।

ଏମିତି ରେ ବି ମଙ୍ଗଳବାର ଦିନ ଦେଇଥିବା ପଇସା ଆମକୁ ଶୀଘ୍ର ମିଳିନଥାଏ । ଏବଂ ଗୁରୁବାର ଦିନ ମଧ୍ୟ ପଇସା କାହାକୁ ଦେବା ଉଚିତ ନୁହେଁ ।

ଆମେ ଯେଉଁ ଉପାୟ କହିବୁ ତାହା ବହୁତ ସରଳ ଓ ସହଜ । ଏହି ସବୁ ସାମଗ୍ରୀ କୌଣସି ପାନ ଦୋକାନ କିମ୍ବା ଭୋଗ ଦୋକାନ ରେ ମିଳିଯିବ ।

ପ୍ରଥମେ ପାନ ରେ ଯାହା ପକାଯାଏ କଟ୍ଠା ନେବା ଏବଂ ତାପରେ ଭିଜା କଟ୍ଠା ନେବା ନାହିଁ ଶୁଖିଲା କଟ୍ଠା ନେବା । ଏବଂ ତାପରେ ମଙ୍ଗଳବାର ଦିନ ହନୁମାନ ମନ୍ଦିର ରେ ହେଉ କିମ୍ବା ନିଜ ଘର ମନ୍ଦିର ରେ ତିନୋଟି ସିଧା ରେଖା ଟାଣିବା । ତିନୋଟି ସିଧା ରେଖା ସହ ହନୁମାନ ଙ୍କ ନାମ ମଧ୍ୟ ଉଚ୍ଚାରଣ କରୁଥିବା । ଏବଂ ତାପରେ ନିଜ ପାଦରେ ସେହି ତିନୋଟି ରେଖା କୁ ଲିଭେଇ ଦିଅନ୍ତୁ ।

ଏହି ଉପାୟ କୁ ଲଗାତାର ତିନୋଟି ମଙ୍ଗଳବାର କରିବା ଏବଂ ତାପରେ ତାର ଫଳ କୁ ମଧ୍ୟ ପାଇବା ।

ଏହା କରିବା ଦ୍ୱାରା ଆମ ଙ୍କୁ ଲାଭ ମଧ୍ୟ ହେବ ଏବଂ ସର୍ଵଦା ଖୁସି ରେ ରହିପାରିବା । ଏବଂ ସମସ୍ତ କରଜ ରୁ ମଧ୍ୟ ମୁକ୍ତି ପାଇବା ।

ଏବଂ ଆମ ମାନଂକୁ ଗୋଟିଏ ବିଷୟ କୁ ଧ୍ୟାନ ଦେବା କି କେବେବି କାହାଠାରୁ ବି କରଜ ନେବା ପାଇଁ ଚେଷ୍ଟା କରିବା ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *