ହଠାତ ଧନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ- Astro Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଉପାୟ ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ନିଜ ଜୀବନ ରେ ଧନ ପ୍ରାପ୍ତି କରିବେ । ବନ୍ଧୁଗଣ ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଧନ ଲାଭ କରିବାକୁ ଚାହିଁଥାଏ ଏବଂ ନିଜ ଜୀବନକୁ ଆଡ଼ମ୍ବର ପୂର୍ଣ୍ଣ ବିତାଇବାକୁ ଚାହିଁଥାଏ । ଧନ ହାସଲ କରିବା ନିମନ୍ତେ ବ୍ୟକ୍ତି ବିଭିନ୍ନ ପ୍ରକାର ପ୍ରୟାସ କରିଥାଏ କିନ୍ତୁ ସେଥିରେ ସଫଳ ହୋଇନଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ ଟି ଉପାୟ ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ନିଶ୍ଚିତ ଭାବରେ ଧନ ପ୍ରାପ୍ତି କରିବେ । ତେବେ ଆସନ୍ତୁ ସେହି ଉପାୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଉପାୟ ନିମନ୍ତେ ଯେଉଁ ସାମଗ୍ରୀ ଆବଶ୍ୟକ ତାହା ହେଉଛି ‘ଗୋଲମରିଚ’ । ବନ୍ଧୁଗଣ ଆପଣ ୫ଟି ଗୋଲମରିଚ ଦାନା କୁ ନେଇ ତାକୁ ନିଜ ମୁଣ୍ଡ ଉପରେ ୭ ଥର ଘୁରାଇ ୪ଟି ଦାନା କୁ ୪ଦିଗ ରେ ଏବଂ ଗୋଟିଏ ଦାନା କୁ ଆକାଶ ଆଡ଼େ ଫିଙ୍ଗି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଅଚାନକ ଧନ ପ୍ରାପ୍ତି ହୋଇଥାଏ ।

୨. ବନ୍ଧୁଗଣ ହଠାତ ଧନ ଲାଭ ପାଇଁ ଆପଣ ନିଜର ମନୋସ୍କାମନା କୁ କହି ବରଗଛ ର ଜଟା ରେ ଗଣ୍ଠି ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଂକୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ଧନ ପ୍ରାପ୍ତି ହେବା ପରେ ଆପଣ ବରଗଛ ରେ ବାନ୍ଧିଥିବା ସେହି ଗଣ୍ଠି କୁ ଖୋଲି ଦିଅନ୍ତୁ ।

୩. ବନ୍ଧୁଗଣ ହଠାତ ଧନ ପ୍ରାପ୍ତି ନିମନ୍ତେ ତୃତୀୟ ଉପାୟ ଟି ହେଉଛି ୫ଟି ଗୋମତି ଚକ୍ର କୁ ନିଅନ୍ତୁ ଏବଂ ତାକୁ ଏକ ଲାଲ ବସ୍ତ୍ର ରେ ବାନ୍ଧି ଦିଅନ୍ତୁ । ବାନ୍ଧିବା ପରେ ଏହାକୁ ନିଜ ଦୋକାନ ଆଗରେ ବାନ୍ଧି ଦିଅନ୍ତୁ । ଏହି ଉପାୟ ଟି ଶୁକ୍ରବାର ଦିନ ଶୁଭ ମୁହୂର୍ତ୍ତରେ କରନ୍ତୁ । ଏପରି କରିବା ଦ୍ୱାରା ଧନ ଲାଭ ହୋଇଥାଏ ।

୪. ବନ୍ଧୁଗଣ ଅଚାନକ ଧନ ପ୍ରାପ୍ତି ନିମନ୍ତେ ମାତା ଲଷ୍ମୀ ଙ୍କ ମନ୍ଦିର ରେ ସୁଗନ୍ଧିତ ଧୂପ ତଥା ଗୋଲାପ ର ଧୂପ ଦାନ କରନ୍ତୁ । ଶୁକ୍ଳ ପକ୍ଷ ର କୌଣସି ବି ଶୁକ୍ରବାର ରେ ଏହି ଉପାୟ କରିବା ଦ୍ୱାରା ଏହା ଫଳପ୍ରଦ ହୋଇଥାଏ ।

୫. ବନ୍ଧୁଗଣ ପଞ୍ଚମ ଏବଂ ଶେଷ ଉପାୟଟି ହେଉଛି, ଏକ ନଡ଼ିଆ ରେ ଚମକୁ ଥିବା ଲାଲ ବସ୍ତ୍ର କୁ ଗୁଡ଼ାଇ ଧନ ରଖିବା ସ୍ଥାନରେ ରଖିବା ଦ୍ୱାରା ହଠାତ ଧନ ଲାଭ ହୋଇଥାଏ ଏବଂ ଏହା ସହିତ ନିରନ୍ତର ଭାବରେ ଧନର ବୃଦ୍ଧି ମଧ୍ୟ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *