ରାବଣ ଅମୃତ କୁ କେଉଁଠାରେ ଲୁଚାଇ ରଖିଥିଲା? ରାମାୟଣ ଜଣା ଅଜଣା ପ୍ରଶ୍ନ

ରାମାୟଣ ବିଷୟରେ ତ ସମସ୍ତେ ଜାଣିଛନ୍ତି । ଏହା ଯୁଗ ପୁରସ ଆମ ଚନ୍ଦ୍ରଙ୍କ ଉପରେ ବର୍ଣ୍ଣିତ । ଏହି ରାମାଉୟନରେ ଆମେ ଭଗବାନଙ୍କ ରାମ ଅବତାର ବିଷୟରେ ବହୁତ କଥା ଜାଣିବାକୁ ପାଇଥାଉ । ତେବେ ସେଥିରେ ଏମିତ ବହୁତ କଥା ଛି ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ସବୁ ଲୋକଙ୍କୁ ଜଣା ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ, ରାମାୟଣ ପୁରାଣ ପର୍ଯ୍ୟବେସିତ କେତେକ ପ୍ରଶ୍ନ ଆଉ ଉତ୍ତର ।

୧-ରାବଣ ଚନ୍ଦ୍ରଲୋକ ଗମନ କରି କାହା ସହିତ ଯୁଦ୍ଧ କରି ଶେଷରେ ବନ୍ଧୁତା ସ୍ଥାପନ କଲେ?

ଉତ୍ତର- ରାବଣ ଚନ୍ଦ୍ରଲୋକ ଗମନ କରି ମନ୍ଦାତାଙ୍କ ସହ ଯୁଧ୍ୟ କରି ଶେଷରେ ସଫଳ ହେଲେ।

୨-ରାବଣ ରସାତାଳ ଗମନ କରି କାହା ସହ ସକ୍ଷ୍ୟାତ ହୋଇଥିଲା?

ଉତ୍ତର- ରାବଣ ରସତାଳ ଗମନ କରି ଗମନକପିଳ ମୁନିଙ୍କ ସହିତ ସାକ୍ଷାତ ହୋଇଥିଲା।

୩-ନର୍ମଦା ନଦୀ କୂଳରେ ରାବଣଙ୍କ କାହା ସହିତ ଯୁଦ୍ଧ ହୋଇଥିଲା?

ଉତ୍ତର-ନର୍ମଦା ନଦୀ କୂଳରେ ରାବଣଙ୍କ ସହ ସହସ୍ରା ଅର୍ଜୁନ ଙ୍କର ଯୁଧ୍ୟ ହୋଇଥିଲା।

୪-ମହାରାଜା ଦଶରଥ ଙ୍କୁ ରାମଙ୍କ ଭବିଷ୍ୟତ ବିଷୟରେ କିଏ କହିଥିଲେ?

ଉତ୍ତର-ମହାରାଜା ଦଶରଥଙ୍କୁ ରାମଙ୍କର ଭବିଷ୍ୟତ ବିଷୟରେ ମହର୍ଷି ଦୁର୍ବସା କହିଥିଲେ।

୫-ମହର୍ଷି ଦୁର୍ବସା ରାମଙ୍କ ଭବିଷ୍ୟ ବିଷୟରେ କଣ କହିଥିଲେ?

ଉତ୍ତର-ରାମଙ୍କ ଜୀବନରେ ସୁଖ ଲେଖା ନାହିଁ ବୋଲି ମହର୍ଷି ଦୁର୍ବାସା କହିଥିଲେ।

୬-ରାକ୍ଷସ ମାନଙ୍କର ଅଭୟଦାତ୍ରୀ ଭୃଗ ପତ୍ନୀଙ୍କୁ ବିଷ୍ଣୁ କିପରି ସଂହାର କରିଥିଲେ?

ଉତ୍ତର-ସୁଦର୍ଶନ ଚକ୍ର ଦ୍ୱାରା ରାକ୍ଷାସ ମାନଙ୍କର ଅଭୟଦାତ୍ରୀ ଭୃଗ ପତ୍ନୀଙ୍କୁ ବିଷ୍ଣୁ ସଂହାର କରିଥିଲେ।

୭-ନୃଗ ରାଜାଙ୍କ ଚରିତ୍ର ଲକ୍ଷ୍ମଣ ଙ୍କ ଆଗରେ କିଏ କହିଥିଲେ?

ଉତ୍ତର-ପ୍ରଭୁ ଶ୍ରୀ ରାମଚନ୍ଦ୍ର ନୃଗ ରାଜାଙ୍କର ଚରିତ୍ର ଲକ୍ଷ୍ମଣଙ୍କର ଆଗରେ କହିଥିଲେ।

୮-ଗୋଟିଏ ଗାଈ ପାଇଁ ଦୁଇଟି ବ୍ରାହ୍ମଣ କଳହ ଲାଗି କାହାପାଖକୁ ଯାଇଥିଲେ?

ଉତ୍ତର- ଗୋଟିଏ ଗାଈ ପାଇଁ ଦୁଇଟି ବ୍ରାହ୍ମଣ କଳହ ଲାଗି ନୃଗ ରାଜା ପାଖକୁ ଯାଇଥିଲେ

୯-ଦୀର୍ଘ ଦିନ ଅପେକ୍ଷା କରି ମଧ୍ୟ ନୃଗ ରାଜାଙ୍କ ସଖ୍ୟାତ ନପାଇ ବ୍ରାହ୍ମଣ ଦୁଇଜଣ କଣ କରିଥିଲେ?

ଉତ୍ତର-ଦୀର୍ଘଦିନ ଅପେକ୍ଷା କରି ମଧ୍ୟ ନୃଗ ରାଜାଙ୍କର ସାକ୍ଷାତ ନପାଇ ବ୍ରାହ୍ମଣ ଦୁଇଜଣ ଅଭିଶାପ ଦେଇ ଚାଲିଯାଇଥିଲେ।

୧୦-ବ୍ରାହ୍ମଣ ଦୁଇଜଣ ନୃଗ ରାଜାଙ୍କୁ ଅଭିସାପ ଦେଲା ପରେ ଗାଇଟିକୁ କଣ କଲେ?

ଉତ୍ତର-ଗାଇଟିକୁ ଅନ୍ୟ ଏକ ବ୍ରାହ୍ମଣ କୁ ଦାନ କରିଦେଇଥିଲେ?

୧୧-ସହସ୍ରା ଅର୍ଜୁନ ଙ୍କ ନଗର ନାମ କଣ ଥିଲା?

ଉତ୍ତର-ମହେସ୍ମତ୍ତି ନଗର।

୧୨-ସହସ୍ରା ଅର୍ଜୁନ କାହା ଅନୁରୋଧରେ ରାବଣ ଙ୍କୁ ମୁକ୍ତ କରିଥିଲେ?

ଉତ୍ତର-ପୁଲସ୍ତ୍ୟ।

୧୩-ରାବଣ ବଳି ପାଖକୁ ଯୁଦ୍ଧ କରିବାକୁ ଯାଇ କେଉଁ ଅବସ୍ଥା ଭୋଗ କରିଥଲେ?

ଉତ୍ତର-ବଳି ରାବଣଙ୍କୁ ନିଜ କାଖ ତଳେ ଜାକି ରଖିଥିଲା।

୧୪-ପତ୍ନୀ ଙ୍କ ଦୁଃଖ ଭୁଲିବା ପାଇଁ ଶ୍ରୀ ରାମଚନ୍ଦ୍ର କଣ କରିଥିଲେ?

ଉତ୍ତର-ସୁବର୍ଣ୍ଣ ସୀତା ନିର୍ମାଣ କରିଥିଲେ।

୧୫-ଦେବତା ମାନଙ୍କ ସହିତ ଶ୍ରୀ ରାମଚନ୍ଦ୍ର କାହା ଆଶ୍ରମକୁ ଯାଇଥିଲେ?

ଉତ୍ତର-ଅଗସ୍ତ୍ୟ ମୁନି ଙ୍କ ଆଶ୍ରମ

୧୬-ଅଗସ୍ତ୍ୟ ମୁନି ଶ୍ରୀ ରାମଚନ୍ଦ୍ର ଙ୍କୁ କଣ ପ୍ରଦାନ କରିଥିଲେ?

ଉତ୍ତର-ଏକ ଦିବ୍ୟ ଅଳଙ୍କାର

୧୭-ରାମଚନ୍ଦ୍ରଙ୍କୁ ଅଗସ୍ତ୍ୟ ମୁନି ଦେଇଥିବା ଦିବ୍ୟ ଅଳଙ୍କାର କିଏ ତିଆରି କରିଥିଲେ?

ଉତ୍ତର-ବିଶ୍ୱକର୍ମା

୧୮ – ରାବଣ ଅମୃତ କୁ କେଉଁଠାରେ ଲୁଚାଇ ରଖିଥିଲା?
ଉତ୍ତର- ନିଜ ନାଭି ରେ

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ। ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫlଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *