ଯେ କୌଣସି ଗୋଟିଏ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଚାଲିଛି- Love Quiz

ଆଜି ଆମେ ଆପଣ ମାନଙ୍କ ପାଇଁ ରୋମାଞ୍ଚକର କ୍ଵିଜ ଗେମ ନେଇ ଆସିଛୁ । ଏହି ଗେମ ଅନୁଯାୟୀ ଆମେ ଆପଣ ମାନଙ୍କୁ କିଛି ନମ୍ବର ବିଷୟରେ କହିବୁ । ନମ୍ବର ବାଛିବା ପାଇଁ ଆପଣଙ୍କୁ ୫ ସେକେଣ୍ଡ ସମୟ ଦିଆଯିବ । ନମ୍ବର ବାଛିବା ପରେ ଆପଣ ଜାଣି ପାରିବେ କାହା ପାଇଁ ଆପଣଙ୍କ ମନରେ କଣ ରହିଛି । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଭାବୁଛନ୍ତି କି ସେ ଆପଣଙ୍କ ବିନା ବଞ୍ଚି ପାରିବେ ନାହି । ଏହିଭଳି ଚିନ୍ତାଧାରା ଆପଣଙ୍କ ପାଇଁ ଅନ୍ୟ ମାନଙ୍କ ମନରେ ରହିଛି ।

୨- ଦିତୀୟ ନମ୍ବର : ଯଦି ଆପଣ ଦିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଭାବୁଛନ୍ତି କି ଆପଣଙ୍କ ସହ ଯେମିତି ବି ହେଉ ଦେଖା କରିବାକୁ ଇଚ୍ଛା କରୁଛନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କର ଅପର ପକ୍ଷ ଆପଣଙ୍କୁ ହୃଦୟ ରୁ ବହୁତ ଭଲ ପାଉଛନ୍ତି ବୋଲି ଅନୁଭବ କରୁଛନ୍ତି ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଭାବୁଛନ୍ତି କି ସେ ଆପଣଙ୍କ ଠାରୁ ଯେ କୌଣସି ପରିସ୍ଥିତି ରେ ଅଲଗା ହେବାକୁ ଚାହୁଁ ନାହାନ୍ତି କି ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁ ନାହାନ୍ତି ।

୫- ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଚିନ୍ତା କରୁଛନ୍ତି କି ଆପଣଙ୍କ ସହ ବହୁତ ଜଲ୍ଦି ବିବାହ ହୋଇଯାଉ । କାରଣ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

୬- ଷଷ୍ଠ ନମ୍ବର : ଯଦି ଆପଣ ଷଷ୍ଠ ନମ୍ବର ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଆପଣଙ୍କ ବିଷୟରେ ଅନୁଭବ କରୁଛନ୍ତି କି ସେ ଆପଣଙ୍କୁ ଦରକାର ଠାରୁ ଅଧିକ ପ୍ରେମ କରୁଛନ୍ତି ।

୭- ସପ୍ତମ ନମ୍ବର : ଯଦି ଆପଣ ସପ୍ତମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଆପଣଙ୍କ ପଛରେ ଆପଣଙ୍କ ପାଇଁ କିଛି ସରପ୍ରାଇଜ ଗିଫ୍ଟ ଦେବା ପାଇଁ ଯୋଜନା କରୁଛନ୍ତି ଯାହାର କଳ୍ପନା ଆପଣ କେବେ କରି ନାହାନ୍ତି ।

୮- ଅଷ୍ଟମ ନମ୍ବର : ଯଦି ଆପଣ ଅଷ୍ଟମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଆପଣଙ୍କ ସହ ବନ୍ଧୁତା କରିବା ପାଇଁ ଚିନ୍ତା କରୁହକନ୍ତି । ସେ ଆପଣଙ୍କ ସହ ସାରା ଜୀବନ ପାଇଁ ମିତ୍ରତା କରିବା ପାଇଁ ସ୍ଥିର କରି ସାରିଛନ୍ତି ।

୯- ନବମ ନମ୍ବର : ଯଦି ଆପଣ ନବମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଆପଣଙ୍କ ସହ ସାରା ଜୀବନ ଏକାଠି ହୋଇ ବଞ୍ଚିବାକୁ ଇଚ୍ଛା କରୁଛନ୍ତି ।

୧୦- ଦଶମ ନମ୍ବର : ଯଦି ଆପଣ ଦଶମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଅପର ପକ୍ଷ ଆପଣଙ୍କ ସହ ବହୁତ ସାରା କଥା ହେବାକୁ ଇଚ୍ଛା କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *