ସୂର୍ଯ୍ୟ ପରାଗ: ସାରା ଓଡ଼ିଶାରେ ପାଳନ ହେବ, ଦେଖନ୍ତୁ ହାଣ୍ଡିଛାଡ ସମୟ ଓ କେଉଁ ରାଶି ଉପରେ କଣ ରହିବ ପ୍ରଭାବ….. ୮ଟି ରାଶି କୋଟିପତି

ହିନ୍ଦୁ ପଞ୍ଜିକା ଅନୁଯାୟୀ ଚଳିତ ବର୍ଷ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତା ଏପ୍ରିଲ ୩୦ ତାରିଖ ବୈଶାଖ ମାସ ଅମାବାସ୍ୟା ତିଥିରେ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ଶନିବାର ଦିନ ହେଉଥିବାରୁ ଏହାକୁ ସନିଶ୍ଚରାୟ ପରାଗ କୁହାଯାଉଛି । ଦିତୀୟ ପରାଗ ଚଳିତ ବର୍ଷ ଅକ୍ଟୋବର ୨୫ରେ ପଡିବାକୁ ଯାଉଛି । ଏହାର ଦୃଶ୍ୟ ଅନୁସରେ ସୁତଳ କାଳ ପାଳନ କରାଯାଏ । ଏହାକୁ ଶୁଭ ବୋଲି ଗ୍ରହଣ କରାଯାଏ ନାହି । ଏହି ସମୟରେ ମନ୍ଦିରରେ କବାଟ ବନ୍ଦ ହେବ ସହ କୌଣୟ ଶୁଭ କାର୍ଯ୍ୟ ହୁଏ ନାହି । ତେବେ ଆଜି ଆମେ ଆପଣଙ୍କୁ ସୂର୍ଯ୍ୟପରାଗ ଲାଗିବାର ସଠିକ ସମୟ, ହ୍ରାସ ସମୟ, କେଉଁ ରାଶି ପାଇଁ ଏହି ପାରଗ ଶୁଭ ଫଳ ପ୍ରଦାନ କରିବା ତାହା କହିବାକୁ ଯାଉଛୁ ।

ସୂର୍ଯ୍ୟପରାଗ ଏପ୍ରିଲ ୩୦ ରେ ରାତି ୧୨ଟା ବାଜି ୧୫ ମିନିଟରୁ ଆରମ୍ଭ ସକାଳ ୪ଟା ବାଜି ୭ମିନିଟ ଯାଏଁ ରହିବ । ଏହା ଆଂଶିକ ପରାଗ ହେବ ଆସହ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଟାର୍ଟିକାରେ ଦୃଶ୍ୟମାନ ହେବ । କିନ୍ତୁ ଏହା ଓଡିଶାରେ ଦୃଶ୍ୟମାନ ହେବ । ଏହି ପରାଗ ମହାକାଶରେ ୫ଘଣ୍ଟା ଯାଏଁ ଦୃଶ୍ୟମାନ ହେବ । ଚଳିତ ବର୍ଷ ସୁତକ କାଳ ମାନ୍ୟ ହେବ ନାହି କାରଣ ଏହା ଖାଲି ଆଖିରେ ଦୃଶ୍ୟମାନ ହେବ ନାହି । ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି –

ବୃଷ ରାଶି : ଆପଣଙ୍କୁ ପ୍ରଶଂସା ମିଳିପାରେ । ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଅଚାନକ ଧନ ଲାଭ ହେବ ।

କନ୍ୟା ରାଶି : ଆପଣଙ୍କର ଖର୍ଚ୍ଚ କମ ହେବ । ଧନର ଅଭାବ ହେବ ନାହି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଜୀବନରେ ସଫଳତା ନୂଆ ରାସ୍ତା ଖୋଲିବ ।

କୁମ୍ଭ ରାଶି : ଆପଣ ନିଜ ଜୀବନ ସାଥିଙ୍କ ସହ ଉତ୍ତମ ସ୍ମାୟ ବିତାଇବେ । ଅଚାନକ ଭାବେ ଖୁସି ଖବର ପ୍ରାପ୍ତ ହେବ । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ । ଯାହା ଦ୍ଵାରା ଜୀବନରେ ଉନ୍ନତି ହେବ ।

ମିଥୁନ ରାଶି : ଏହି ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ଉତ୍ତମ ରହିବ । ଧନ ଜନିତ ସମସ୍ଯା ଦୂରେ ହେବା ସହ ଜମିବାଡି ମାମଲା ଦୂର ହେବ । ସମାଜରେ ଖୁସି ସହ ମାନ ସମାନ ପ୍ରାପ୍ତ ହେବ ।

ସିଂହ ରାଶି : ଏହି ରାଶିର ଜାତକଙ୍କର ଭଲ ସମସ୍ୟା ଆସିବାକୁ ଯାଉଛି । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଆପଣଙ୍କ ଜୀବନରେ ଖୁଶିର ସମୟ ଆସିବାକୁ ଯାଉଛି ।

କର୍କଟ ରାଶି : ଆପଣଙ୍କର ଶୁଭ ସଂଯୋଗ କାରଣରୁ ସବୁ ସମସ୍ୟାର ସମାଧାନ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରର ସହଯୋଗ ପ୍ରାପ୍ତ ହେବ ।

ମୀନ ରାଶି : ଆପଣଙ୍କ ପାଇଁ ସମୟ ପ୍ରମୁଖ ହେବ । ନୂଆ ଲୋକଙ୍କ ସହ ଭେଟ ହେବକାରଣରୁ ଆପଣଙ୍କର ଆଗାମୀ ସମୟ ଶୁଭ ରହିବ ।

ଧନୁ ରାଶି : ଆପଣ ପ୍ରତେକ କାର୍ଯ୍ୟରେ ସଫଳ ହେବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ନୂଆ କାମ ଆରମ୍ଭ କରିଲେ ସଫଳ ହେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *