ଯେବେ କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ, Cobra ଯେତେବେଳେ ଗୋଟେ ନିରୀହ ଜୀବକୁ ଜୀବିତ ଗିଳିଲା, ତା ପରେ ଯାହା ହେଲା ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାରର ବି-ଷଧର ସା-ପ ଦେଖିବାକୁ ମିଳିଥାଏ । କିଛି ସା-ପ ଏମିତି ଅଛନ୍ତି ଯେଉଁ ମାନଙ୍କର ବି-ଷରେ ବ୍ୟକ୍ତି ତ ତୁରନ୍ତ ମୃ-ତ୍ୟୁ ହୋଇଯାଏ । କିଛି ଲୋକ ମାନେ ଏମିତି ଅଛନ୍ତି ଯେଉଁ ମାନେ ସା-ପ କବଳରୁ କଥା କହୁ ନ ଥିବା ଜୀବକୁ ରକ୍ଷା କରିବା ପାଇଁ ଆଗେଇ ଆସିଥାନ୍ତି । ଏହି ଭଳି ଏକ ଘଟଣା ଘଟିଛି ମିର୍ଜାପୁର ଓ ବାରାନ୍ସି ବର୍ଡରରେ ଥିବା ଏକ ଅଞ୍ଚଳରେ ଘଟିଛି । ଏତହରେ ଜଣେ ବ୍ୟକ୍ତି ନିରୀହ ପ୍ରାଣୀର ଜୀବନ ରକ୍ଷା ପାଇଁ ଏମିତି କିଛି କାମ କରିଛନ୍ତି । ଏଠାରେ ଗୋଟେ ଜାଗାରେ ଦେଶର ସବୁଠାରୁ ବି-ଷଧର କୋବ୍ରା ସା-ପ ଦେଖିବାକୁ ମିଳିଛି ।

ସେହି ବ୍ୟକ୍ତି ଜଣକ କୋବ୍ରା ସା-ପ କୁ ଦେଖିବା ପରେ ତୁରନ୍ତ ଗାଁ ଲୋକଙ୍କୁ ଅବଗତ କରାଇ ଥିଲେ । ଏହା ପରେ ତୁରନ୍ତ ସା-ପ ଧରାଳି କୁ ସେଠାକୁ ଡକା ଯାଇଥିଲା । ଏହା ପରେ ସା-ପ ଧରାଳି ଜଣକ ସେଠାକୁ ଆସି କୋବ୍ରା ସା-ପ କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ସେହି ବ୍ୟକ୍ତି ଙ୍କ କହିବା ଅନୁସାରେ କୋବ୍ରା ସା-ପ ଗୋଟେ ନିରୀହ ବିଲେଇ ଛୁଆ କୁ ଗିଳି ଦେଇଛି । ଏହା ଦେଖିବା ପରେ ସା-ପ ଧରାଳି ଜଣକ କୋବ୍ରା ସା-ପ କୁ ଏମିତି ଏକ ଜାଗରୁ ବାହାର କରିଛନ୍ତି ଯେଉଁଠାରେ ସା-ପ ଟି ଖାଦ୍ଯ ସନ୍ଧାନ ରେ ଆସି ଗୋଟେ ବିଲେଇ ଛୁଆ କୁ ଗିଳି ଦେଇଛି । ସେହି ବିଲେଇ ଛୁଆ ଟି ନିଜର ଜୀବନ ରକ୍ଷା କରିବାରେ ଅସଫଳ ହୋଇଛନ୍ତି ।

ତେବେ ଅନେକ ଚେଷ୍ଟା ପରେ ଗୋଟେ ଡବା ଭିତରୁ କୋବ୍ରା ସା-ପ କୁ ସା-ପ ଧରାଳି ବାହାର କରି ସମସ୍ତଙ୍କ ସାମନାକୁ ଆଣିଛନ୍ତି । ଯେତେବେଳେ କୋବ୍ରା ସା-ପ ବାହାର କୁ ଆସିଲା ସେ ଗିଳି ଥିବା ବିଲେଇ ଛୁଆକୁ ନିଜେ ପାଟି ରୁ ବାହାର କରିଛି ଯାହା ଆପଣ ମାନେ ଏହି ଭିଡିଓ ଜରିଆରେ ଦେଖି ପାରିବେ । କିନ୍ତୁ ବିଲେଇ ଛୁଆ ର ମୃ-ତ୍ୟୁ ହୋଇ ସାରିଛି ଯାହା ବଡ ଦୁଖର ଘଟଣା ଅଟେ ।

ଏହା ପରେ ସା-ପ ଧରାଳି ଜଣକ କୋବ୍ରା ସା-ପ କୁ ଗୋଟେ ଡବା ଭିତରେ ପୁରାଇ ନିଜ ସହ ନେଇଛନ୍ତି । କୋବ୍ରା ସା-ପ ଏତେ ଖତରନାକ ଯେ ତାର ଚୋ-ଟ ରେ ବ୍ୟକ୍ତି ର ମୃ-ତ୍ୟୁ ହେବା ନିଶ୍ଚିନ୍ତ ହୋଇଥାଏ । ଯଦି ଆପଣ ମାନେ ନିଜ ଘରେ ବା ଆଖ ପାଖରେ କୌଣସି ସା-ପ ଦେଖୁଛନ୍ତି ତେବେ ତୁରନ୍ତ ସା-ପ ଧରାଳି ବା ବନ ବିଭାଗ କୁ ସୂଚନା କରନ୍ତୁ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *