ଯେବେ ଘରେ ଧନର ଅଭାବ ଦେଖାଦିଏ ତ ବାସ କରନ୍ତୁ ଏହି 1 କାମ, ହେବ ଧନର ବର୍ଷା

ଶାସ୍ତ୍ର ଅନୁଯାଇ ଧନ ମାତା ଲକ୍ଷ୍ମୀଙ୍କ ଅଧୀନ ହୋଇଥାଏ ଯିଏ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାଏ ଧନ ତା ପାଖରେ ସ୍ଥିର ହୋଇ ରହିଥାଏ କିନ୍ତୁ ଯିଏ ଧନର ସୁରକ୍ଷା କରିବା ବଦଳରେ ଅଧିକ ଖର୍ଚ୍ଚ କରିଥାଏ ସେହି ବ୍ୟକ୍ତି ପାଖରେ ଧନ ବାସ କରି ନଥାଏ । ତେବେ ଆଜିକା ସମୟରେ ଆପଣଙ୍କୁ କିଛି ବି କରିବା ପାଇଁ ଧନ ଆବଶ୍ୟକ ହୋଇଥାଏ ଆଉ ଆପଣ ବିନା ଧନରେ କିଛି କରିବା ପାଇଁ ଅସମର୍ଥ ହୋଇଥାନ୍ତି ।

ତେବେ କଣ ଆପଣ ଜାଣିଛନ୍ତି ଲୋକେ ଧନ ସଂଗ୍ରହ କରିବା ପାଇଁ ବହୁତ ପ୍ରକାର ଉପାୟ କରନ୍ତି ଏହା ଛଡ଼ା ନିଜ ଆବଶ୍ୟକ ଅନୁଯାଇ ପୂଜା ମଧ୍ୟ କରନ୍ତି ଯାହା ଦ୍ଵାରା ତାଙ୍କୁ ଭଲ ଧନ ପ୍ରାପ୍ତି ହେଉ ଆଉ ମାତା ଲକ୍ଷ୍ମୀ ତାଙ୍କ ଉପରେ ଅଧିକ ପ୍ରସନ୍ନ ରୁହନ୍ତୁ ।

୧- ଯଦି ଆପଣ ଭଲ ସମୟ ଦେଖିବାକୁ ଇଛା କରନ୍ତି ତେବେ ଆପଣଙ୍କୁ ସକାଳ ସମୟରେ ଉଠିବା ଆବଶ୍ୟକ ଅଟେ ସକାଳେ ଉଠି ନିଜ ହାତ ପାପୁଲିକୁ ଦେଖନ୍ତୁ ଆପଣଙ୍କୁ ମାତା ଲକ୍ଷ୍ମୀ, ସରସ୍ଵତୀ ଆଉ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହବ ଆପଣ ନିଜ ଜୀବନରେ ତାହା ପାଇବେ ଯାହା ଆପଣ କେବେ ମନରେ ଚିନ୍ତା କରିଥିଲେ । ଆପଣଙ୍କ ମନ ଇଛା ବହୁତ ଶିଘ୍ର ପୂର୍ଣ୍ଣ ହବ ।

୨- ରବିବାର ଦିନ ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ଆଗରୁ ଉଠି ସ୍ନାନ କରି ଜଳ ଅର୍ପଣ କରିଥାଏ ଆଉ ସେହି ଜଳ ମାଧ୍ୟମରେ ସୂର୍ଯ୍ୟଙ୍କୁ ଦର୍ଶନ କରିଥାଏ ସେହି ବ୍ୟକ୍ତିର ଆଖି କେବେ ଖରାପ ହୁଏ ନାହିଁ ଆଉ ସେହି ବ୍ୟକ୍ତି ନିଜ ଜୀବନରେ କେବେ ଦୁର୍ବଳ ଅନୁଭବ କରିନଥାଏ । ତେବେ ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ଯ୍ୟ ଦେବାୟ ନମଃ ଜାପ କରିବା ଭୁଲିବେ ନାହିଁ ।

୨- ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କ ଦିନ ହୋଇଥାଏ, ସୂର୍ଯ୍ୟ ଗ୍ରହ ମାନଙ୍କ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ଗ୍ରହ ଅଟନ୍ତି ସେଥିପାଇଁ ତାଙ୍କୁ ପ୍ରସନ୍ନ ରଖିଲେ ଆପଣଙ୍କ ଅନ୍ୟ ବାଧା ବହୁତ ଶୀଘ୍ର ଦୁର ହୋଇଥାଏ । ଆପଣଙ୍କୁ ଯଦି ଭଗବାନ ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବାର ଅଛି ତେବେ ଆପଣଙ୍କୁ ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କରିବା ଉଚିତ ଆଉ ଲୁଣ ତ୍ୟାଗ କରିବା ଉଚିତ ।

୩- ରବିବାର ଦିନ କିଛି ଜିନିଷ ଦାନ ବା କାହାକୁ ଦବା ଉଚିତ ନୁହେଁ, ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଖୀର, ଦହି ଆଉ ପିଆଜ ରବିବାର ଦିନ କେବେ ଦିଅନ୍ତୁ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *