ରବିବାର 14 ଫେବୃୟାରି 2021- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ବ୍ୟାପାରରେ ଆପଣଙ୍କୁ ବହୁତ ଲାଭ ହୋଇପାରେ । ଯେଉଁ ଲୋକ ଚାକିରି ଖୋଜୁଛନ୍ତି ତାଙ୍କୁ କୌଣସି ସକରାତ୍ମକ ସୂଚନା ମିଳିପାରେ । କାରୋବାର ବିସ୍ତାର ପାଇଁ ସମୟ ଉପଯୁକ୍ତ ଅଟେ । ଭାବନାତ୍ମକ ସ୍ତରରେ ମହତ୍ଵ ପୂର୍ଣ ନିର୍ନୟ ନେବାକୁ ପଡିପାରେ । ଆପଣଙ୍କର କିଛି ଇଛା ଓ ମନୋକାମନା ପୁରା ହୋଇପାରିବ । ପରିବାର ଲୋକ ଆପଣଙ୍କ କଥାକୁ ମାନିବେ, ସନମାନ ମିଳିବ । ଜୀବନସାରା ଏହାର ଗଭୀର ପ୍ରଭାବ ପଡିପାରେ ।

ବୃଷ :- କାର୍ଯ୍ୟର ପ୍ରାପ୍ତି ଆପଣଙ୍କ ସମର୍ପିତ ଭାବ ଆଜି ଆପଣଙ୍କୁ ସଫଳତା ଦେବ ।ପ୍ରେମ ଜୀବନ ହିସାବରେ ଦିନତି ସାମାନ୍ଯ ରହିବ ଓ ଆପଣଙ୍କୁ ମିଳାମିଶା ଫଳ ମିଳିବ । ସବୁଠୁ ଭଲ ହେବକି ଆପଣଙ୍କ ପ୍ରିୟ ଲୋକଙ୍କୁ କଷ୍ଟ କଥା କହିବେନି । ଯେଉଁ କାମକୁ ହାତକୁ ନେବେ, ସେଥିରେ ସଫଳତା ମିଳିବ । ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ସୁଧାର ହେବ ।

ମିଥୁନ :- ଆଜି ଆପଣ ବହୁତ ଭଲ ଅନୁଭବ କରିବେ ନହିଁ । ନିଜ ମା ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କାର୍ଯ୍ୟ ସ୍ଥଳରେ ସନମାନରେ ବୃଦ୍ଧି ହେବ ଓ ପ୍ରମୋଶନ ବା ବେତନ ବୃଦ୍ଧି ରୂପରେ ପୁରସ୍କାର ମିଳିପାରେ । ବ୍ୟାପାର କରୁଥିବା ଲୋକଙ୍କୁ କିଛି ଅଧିକ ଲାଭ ହୋଇପାରେ । ବ୍ୟର୍ଥ ଚର୍ଚାରେ ସାମିଲ ହୁଅନ୍ତୁ ନହିଁ ଅନ୍ଯଥା ଆପଣ ଅସୁବିଧା ଭୋଗିପାରନ୍ତି । ବ୍ୟବସାୟରେ ପ୍ରଗତି ହେବ ।

କର୍କଟ  :- ଆଜି ଆପଣଙ୍କୁ କାର୍ଯ୍ୟରେ ପ୍ରଶଂସା ମିଳିବ । ସାମାଜିକ କ୍ଷେତ୍ର ଓ କାର୍ଯ୍ୟ ଳୟରେ ଆପଣଙ୍କୁ ଲୋକ ସନମାନ ପୂର୍ବକ ଦେଖିବେ । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିପାରିବେ । ଆଧ୍ୟତ୍ମକ ସିଧି ପ୍ରାପ୍ତ କରିବାର ଯୋଗ ବନୁଛି । ଆର୍ଥିକ ପକ୍ଷ ଆଜି ଅନୁକୂଳ ରହିବ । ଟଙ୍କା ପଇସାର ଲାଭ ମିଳିବ । ଧନର ନିବେଶ କରିବା ପାଇଁ ଚାହୁଞ୍ଚନ୍ତିତ ସେଥିପାଇଁ ଦିନଟି ବହୁତ ଭଲ । ଆପଣଙ୍କ ଶୁଭ ସମୟ ଆରମ୍ଭ ହୋଇଯାଇଛି ।

ସିଂହ :- ସିଂହ  ରାଶିର ଲୋକ ମାନଙ୍କୁ ପଇସା ସହିତ ଜଡିତ ମାମଲାରେ ସାବଧାନ ରହିବାର ଅଛି । କଳା କିମ୍ବା କୌଣସି ରଚନାତ୍ମକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ଆପଣ ସବୁ ସମସ୍ୟାର ଉପାୟ ବାହାର କରିପାରିବେ । ଆଜି ଆପଣ କିଛି ସମୟ ମନୋରଞ୍ଜନରେ ବିତାଇବେ । ଆପଣଙ୍କ ଦାଂପତ୍ଯ ସମ୍ବନ୍ଧ ମଧୁରତାରେ ଭରପୁର ରହିବ । ଛାତ୍ର ମାନଙ୍କ ଦିନ ବହୁତ ଭଲ ରହିବ । ପରିସ୍ଥିତିରେ ପୂର୍ବ ଅପେକ୍ଷା କିଛି ସୁଧାର ହେବ ।

କନ୍ୟା :- ଆଜି ପ୍ରୋପର୍ଟୀ ମାମଲାରେ ଆପଣଙ୍କୁ ଲାଭ ହେବ । ଶାରୀରିକ ଫିଟନେସ ରଖିବା ପାଇଁ ଆପଣଙ୍କୁ ବ୍ୟାୟମ କରିବାର ଆବଶ୍ୟକ ରହିଛି । ଆପଣଙ୍କ ଗଣ୍ଠିରେ କଷ୍ଟ ଅନୁଭବ କରିପାରନ୍ତି ବା କୌଣସି ପ୍ରକାର ଶାରୀରିକ କଷ୍ଟ ଅସୁବିଧାରେ ପକାଇପାରେ । ଆପଣଙ୍କ ଦାଂପତ୍ଯ ଜୀବନ ବହୁତ ଭଲରେ କଟିବ ଯେଉଁଥିରେ ଆପଣ ଖୁସି ରହିବେ ।

ତୁଳା :- ଆଜି ଆପଣଙ୍କ ଆୟର ସ୍ରୋତ ବିକଶିତ ହେବ । ପୁରୁଣା ସାଙ୍ଗଙ୍କ ସହିତ ସମ୍ପର୍କ ବନିପାରେ । ବିଦ୍ୟାର୍ଥୀଙ୍କୁ କିଛି ଭଲ ଲାଭ ହେବାର ସମ୍ଭାବନା ରହିଛି । ଆପଣ ଆପଣଙ୍କ ଛୁଆର ସହଯୋଗ ଓ ସମର୍ଥନର ଆନନ୍ଦ ନେବେ । ଆପଣ ଆପଣଙ୍କ ଜୀବନ ସାଥିଙ୍କର ସହିତ ସଂଘର୍ଷର ସାମ୍ନା କରିପାରିବେ । ମୁହଁ କି ଆଖି ସମ୍ବନ୍ଧିତ ସମସ୍ୟା ହେବାର ସମ୍ଭାବନା ଅଛି ।

ବିଛା :- ଆଜି ଆପଣଙ୍କୁ କାନୁନି ମାମଲାରେ ଅନୁକୂଳ ପରିଣାମ ମିଳିବ । ଅଫିସରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣ କୌଣସି ସାମାଜିକ ଆୟୋଜନରେ ଯିବେ । ବାହାନ କିଣିବାର ମନ ବନାଇବେ । କାର୍ଯ୍ୟ ସ୍ଥଳରେ ନୂଆ ଦାଇତ୍ଵ ମିଳିପାରେ, ସମୟ ଭଲ ରହିବ । ଦାଂପତ୍ଯ ଜୀବନରେ ଚାଲୁଥିବା ଖିଟପିଟ ଆଜି ଦୂର ହେବ ।

ଧନୁ :- ସମୟ ଶୁଭ ବା ଅନୁକୂଳ ରହିବ । କ୍ରୋଧ ଓ କଥା ଉପରେ ସଂଯମତା ରକ୍ଷା କରନ୍ତୁ । ଖାଇବା ପିଇବାରେ ସଂଯମତା ରଖନ୍ତୁ । ପ୍ରେମ ଜୀବନରେ ଦିନଟି ଆଜି କମଜୋର ରହିବ ଆପଣଙ୍କ ପ୍ରିୟ ଆପଣଙ୍କୁ କିଛି ଏମିତି କଥା କହିବେ ଯେଉଁଥିରେ ଆପଣଙ୍କୁ ଖରାପ ଲାଗିପରେ । ଚାକିରିରେ କୌଣସି ନୂଆ ପ୍ରସ୍ତାବ ମିଳିପାରେ । ସରକାରୀ କାମରେ ସଫଳତା ମିଳିବ ।

ମକର :- ଆଜି ଆପଣ ସୁସ୍ଥ ରହିବେ । ସନ୍ତୁଳିତ ସ୍ୱାସ୍ଥ୍ୟ ପାଇ ଆପଣଙ୍କୁ ଆପଣଙ୍କ ଦିନର ଆରମ୍ଭ ବ୍ୟାୟମ ବା ଯୋଗଦ୍ଵାରା କରିବା ଉଚିତ । ଅଧା କାମ ଅଟକିଥିବା ଆଜି ପୂରଣ ହେବ । ବହୁତ ଦିନରୁ ଅଟକି ଥିବା ରୋଜଗାର ସହିତ ସମ୍ବନ୍ଧିତ କାର୍ଯ୍ୟ ପୁରା ହେବ । ଆଳସ୍ୟ ଓ ପ୍ରମାଦରୁ ବଞ୍ଚାନ୍ତୁ । ଯାତ୍ରା ଦ୍ଵାରା ଧନ ପ୍ରାପ୍ତି ହେବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କଠୁ ସନମାନ ମିଳିପାରେ ।

କୁମ୍ଭ :- କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ସ୍ଥିତି ରହିବ । ଆପଣଙ୍କ ହସିହସାଇବା ଗୁଣ ଆପଣଙ୍କର ସବୁଠୁ ବଡ ପୁଞ୍ଜି ହୋଇପାରେ । ଛାତ୍ର ମାନଙ୍କ ପାଇଁ ଏହି ଦିନ ବହୁତ ଭଲ ରହିବ । ଧନ ନିବେଶ କରିବା ଦ୍ଵାରା ସାବଧାନ ରୁହନ୍ତୁ । ସନ୍ତାନର ବୈବାହିକ ପ୍ରସ୍ତାବ ସଫଳ ହେବ । କାର୍ଯ୍ୟ ସ୍ଥଳରେ ଆପଣଙ୍କ ବରିଷ୍ଠ ଆପଣଙ୍କୁ ଆଶୀର୍ବାଦ ଦେବେ ।

ମୀନ :- ଆଜି ଆପଣ ସାମାନ୍ଯ ଦୈନିକ କାର୍ଯ୍ୟକୁ ଭୁଲି ଆନନ୍ଦ ପ୍ରମୋଦରେ ମଜି ରହିବେ । ଯେଉଁ ଲୋକ ରୋଗ ଗ୍ରସ୍ତ ରହିଛନ୍ତି ତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଘରେ ଶୁଭ ବା ମାଙ୍ଗଳିକ କାର୍ଯ୍ୟ ହେବ ।

Leave a Reply

Your email address will not be published. Required fields are marked *