ମେକପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା Bollywood ର ଏହି 5 ଜଣ Actress ବିନା ମେକପ ରେ ଦେଖା ଯାଆନ୍ତି କିଛି ଏମିତି, ଆପଣ ଚିହ୍ନି ପାରିବେନି

ବଲିଉଡ ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ସୁନ୍ଦରତା ବହୁତ ମହତ୍ତ୍ଵ ରଖିଥାଏ ଆଉ ତାହା ବି ଅଭିନେତ୍ରୀ ମାନଙ୍କ ପାଇଁ । ଅଭିନେତ୍ରୀ ମାନେ ଯେଉଁ ମହଙ୍ଗା ମହଙ୍ଗା ମେକପ ବ୍ୟବହାର କରନ୍ତି ତାର ସାଇଡ ଇଫେକଟ ମଧ୍ୟ ଦେଖିବାକୁ ମିଳିଥାଏ କିଛି ବର୍ଷ ପରେ ଅଭିନେତ୍ରୀ ମାନଙ୍କୁ ଚେହେରା ବହୁତ ଖରାପ ହୋଇଥାଏ ଆଉ ତାଙ୍କ ଚେହେରା ରଙ୍ଗ ବଦଳି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ବଲିଉଡ ଜଗତ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବିନା ମେକପ ଭଲ ଲାଗନ୍ତି ଆଉ କିଏ ବୁଢ଼ୀ ଭଳି ଲାଗନ୍ତି ।

୧- କରିନା କପୁର ଖାନ :

ବଲିଉଡ ଜଗତ ରେ ଵେବୋ ନାଁରେ ପ୍ରଚଳିତ କରିନା କପୁର ନିଜ ଗ୍ଲାମର ପାଇଁ ବହୁତ ପ୍ରସିଧ ଅଟନ୍ତି, ଆଜି ୪୦ ବର୍ଷ ର ହବା ପରେ ମଧ୍ୟ ସେ ଦେଖିବାକୁ ସୁନ୍ଦର ଲାଗନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ବିନା ମେକପ ବେବୋ ବହୁତ ବୁଢ଼ୀ ଦେଖା ଦିଅନ୍ତି ତାଙ୍କ ଆଖି ତଳ କଳା ଘେରା ଦେଖା ଯାଏ ଆଉ ତାଙ୍କ ଚେହେରା ଚର୍ମ ମଧ୍ୟ ଝୁଲି ଯାଇଛି ।

୨ – ଅନୁଷ୍କା ଶର୍ମା :

ଆପଣ ମାନେ ଅନୁଷ୍କା ଶର୍ମାଂକ ବିଷୟରେ ଜାଣିଥିବେ ସେ ବହୁତ ଚୁଲ ବୁଲି ସ୍ୱଭାବର ଅଭିନେତ୍ରୀ ଅଟନ୍ତି । ତାଙ୍କ ଚେହେରା ବହୁତ ଗ୍ଲୋ କରିଥାଏ ବର୍ତମାନ ତାଙ୍କ ଚେହେରା ବହୁତ ସୁନ୍ଦର ଅଛି ବିନା ମେକପରେ ମଧ୍ୟ ତାଙ୍କ ସ୍କିଁ ଛୋଟ ଛୁଆ ଭଳି ନରମ ଦେଖା ଦେଇଥାଏ । ବର୍ତମାନ ସେ ମା ହୋଇଛନ୍ତି ତଥାପି ସେ ଦେଖିବାକୁ ବହୁତ ସୁନ୍ଦର ଲାଗୁଛନ୍ତି ।

୩- ସୋନମ କପୁର :

ଅନିଲ କପୂରଙ୍କ ଝିଅ ସୋନମ କପୁର କୁ ଆପଣ ମାନେ ଜାଣିଥିବେ ସେ ସିନେମା ଦୁନିଆରେ କିଛି ବଡ ଫିଲ୍ମ କରୁଛନ୍ତି କିନ୍ତୁ ବର୍ତମାନ ନିଜ ବିବାହିତ ଦୁନିଆରେ ବ୍ୟସ୍ତ ଅଛନ୍ତି । ସୋନମ ନିଜ ମେକପ ଆଉ ଅଜବ ଗଜବ ଡ୍ରେସ ପାଇଁ ସବୁବେଳେ ଚର୍ଚା ର ବିଷୟ ହେଉଥିଲେ କିନ୍ତୁ ଯିଏ ତାଙ୍କୁ ବିନା ମେକପ ଦେଖିଥିବା ସେ ଭଲ ଭାବରେ ଜାଣିଥିବା ଜେ ସୋନମ ଙ୍କ କଲର ବହୁତ କମ ଅଛି ଆଉ ତାଙ୍କ ଚେହେରା ବହୁତ ଡଲ ଦେଖା ଯାଏ ଯାହାକୁ ସେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେଇ ମେକପ ଦ୍ବାରା ଭଲ କରନ୍ତି ।

୪- ପ୍ରିୟଙ୍କା ଚୋପ୍ରା :

ପ୍ରିୟଙ୍କା ଚୋପ୍ରା ଙ୍କୁ ଆଜି କାହା ପରିଚୟ ଆବଶ୍ୟକ ନାହିଁ ସେ କେବଳ ବଲିଉଡ ଜଗତ ରେ ନୁହଁ ହଲିଉଡ୍ ରେ ପାଦ ରଖିଛନ୍ତି ଆଉ ସଫଳ ମଧ୍ୟ ହୋଇଛନ୍ତି ସେ ନିଜ ଶରୀର ପାଇଁ ବହୁତ ସଜାଗ ରୁହନ୍ତି ଆଉ ସେଥିପାଇଁ ବିନା ମେକପ ମଧ୍ୟ ତାଙ୍କ ଚେହେରା ବହୁତ ଗ୍ଲୋ କରିଥାଏ ଯାହା ବହୁତ କମ ଲୋକଙ୍କର ଦେଖିବାକୁ ମିଳିଥାଏ । ବହୁତ ଥର ତାଙ୍କୁ ବିନା ମେକପ ଏୟାରପୋର୍ଟରେ ଦେଖା ଯାଇଛି କିନ୍ତୁ ସେ ତେବେ ବି ସୁନ୍ଦରୀ ଲାଗନ୍ତି ।

Leave a Reply

Your email address will not be published. Required fields are marked *