ଯେଉଁ ଘର ମୁଖ୍ୟ ଦ୍ଵାର ରେ ଏହି ଜିନିଷ ଥାଏ ସେ ଘରେ କେବେ ବି କୌଣସି ଦେବି ଦେବତାଙ୍କ ଆଗମନ ହୁଏ ନାହିଁ

ସମସ୍ତେ ନିଜ ଘରେ ସୁଖ ଶାନ୍ତି ଚାହନ୍ତି ତେବେ ବହୁତ ଲୋକ ନିଜ ଘର ପାଇଁ ବହୁତ ଚିନ୍ତିତ ଥାନ୍ତି କାହିଁକିନା ସେ ନିଜ ଘରେ ଅସ୍ତ ବ୍ୟସ୍ତ ରୁହନ୍ତି ଓ ନିଜ ଘରେ ନିଜେ ଶାନ୍ତି ରେରହି ପାରନ୍ତି ନାହିଁ । କିନ୍ତୁ ଏହି ଅସୁବିଧା ର କାରଣ ବାସ୍ତୁ ବୋଲି ବହୁତ କମ ଲୋକ ଜାଣିଛନ୍ତି । ବାସ୍ତୁ ଶସ୍ତ୍ର ଅନୁଯାଇ ଯଦି କୌଣସି ଜିନିଷ ନରଖା ଯାଏ ବା କୌଣସି ରୁମ ବାସ୍ତୁ ଅନୁଯାଇ ନଥାଏ ତେବେ ଘରେ ଅଶାନ୍ତି ଓ ଝଗଡା ହୋଇଥାଏ ।

ସେଥିପାଇଁ ଘରେ ରଖା ଯାଇଥିବା ସବୁ ଜିନିଷ ବାସ୍ତୁ ଶାସ୍ତ୍ର ଅନୁଯାଇ ହବା ଉଚିତ ଓ ଜିନିଷ ସଠିକ ଜାଗାରେ ରଖିବା ଉଚିତ ।

ଏହା ଦ୍ଵାରା ଦେବି ଦେବତାଙ୍କ କୃପା ସବୁବେଳେ ରହିଥାଏ ଓ ଘରେ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା ଖିବୁ ଯେ ଘରେ କେଉଁ ଜିନିଷ କେଉଁଠି ରଖିଲେ ବାସ୍ତୁ ଏସଏଚଏସଏସଟିର ଅନୁଯାଇ ସଠିକ ହୋଇଥାଏ ଓ ଉଚିତ ମଧ୍ୟ ହୁଏ ।

ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କେଉଁଠି ହବା ଉଚିତ :

୧. ବାସ୍ତୁ ଶାସ୍ତ୍ର ଅନୁଯାଇ ମୁଖ୍ୟ କବାଟ ଉପରେ କଣ୍ଟା ଗଛ ରଖିବା ଉଚିତ ନୁହ ଏହା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ପ୍ରଭାବ ପଡିଥାଏ ଓ ଏହା ସହ କଣ୍ଟା ଗଛ ଦ୍ଵାରା କାହାକୁ ହାନି ହୋଇ ପାରେ ।

୨. ବାସ୍ତୁ ଶାସ୍ତ୍ର ଅନୁଯାଇ ମୁଖ୍ୟ କବାଟ ପାଖରେ ଭଙ୍ଗା ବାସନ ରଖିବା ଉଚିତ ନୁହ ଏମିତି କଲେ ଆପଣଙ୍କ ଘରେ ଉନ୍ନତି ହୋଇ ନଥାଏ ଓ ଘର ଲୋକଙ୍କୁ ସବୁବେଳେ ଆର୍ଥିକ ସମସ୍ୟା ରହିଥାଏ ।

୩. ବାସ୍ତୁ ଅନୁଯାଇ ଘର ମୁଖ୍ୟ କବାଟ ପାଖରେ ବା ଘର ମେରୁଣ୍ଡି ରେ ଭଙ୍ଗା ଫରନିଚର ରଖିଲେ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରିଥାଏ ସେଥିପାଇଁ ଯଦି ଆପଣ ନିଜ ଘରେ ଏମିତି କିଛି ରଖିଛନ୍ତି ତେବେ ଏହାକୁ ତୁରନ୍ତ ଘରୁ ବାହାର କରନ୍ତୁ ନଚେତ ଘରେ ସୁଖ ଶାନ୍ତି ବାସ କରିବ ନାହିଁ ।

ଯଦି ଆପଣ ବି ଏହିଭଳି କିଛି ଆପଣଙ୍କ ଘର ସାମ୍ନା ରେ ରଖୁଛନ୍ତି ତେବେ ତୁରନ୍ତୁ ହଟାନ୍ତୁ ନଚେତ ଘରର ସୁଖ ଶାନ୍ତି ଓ ଉନ୍ନତି ଆଦିରେ ବାଧା ଆସିବ । ସେଥିପାଇଁ ସତର୍କ ରୁହନ୍ତୁ  ।

Leave a Reply

Your email address will not be published. Required fields are marked *