ଯେଉଁ ଲୋକଙ୍କୁ ଡର ଅଛି କ୍ୟାନ୍ସର ପାଇଁ ସେମାନେ ନିହାତି ପଢନ୍ତୁ ଏହି ଖବର !

ଏଥିରେ କୌଣସି ସନ୍ଦେହ ନାହିଁ କି ଚିକିସା ର ଦୁନିଆରେ ଗତ କିଛି ବର୍ଷ ରୁ କ୍ୟାନସର କୁ ଦୁତଗତିରେ ବଢୁଥିବା ରୋଗ ରୂପରେ ପ୍ରସାରିତ କରାଯାଉଛି । ଏମିତିରେ କ୍ୟାନସର ର ଇଲାଜ କରିବା ପାଇଁ କୀମୋଥେରାପି ,ସର୍ଜରୀ ଏବଂ କେତେ ପ୍ରକାର ଉପାୟ କୁ ଆପଣାଇ ଦିଆଯାଏ । ଏହି ଉପାୟ ଯାହା ମହଙ୍ଗା ହେବା ସହିତ ରୋଗୀ ପାଇଁ ଖତରନାକ ବି ହେଇପାରେ । ଯଦି ଆମେ ଆପଣଙ୍କୁ କହିବୁ କି ଏହି ଦୁନିଆରେ କ୍ୟାନସର ଭଳି କିଛି ରୋଗ ନାହିଁ ,ତାହେଲେ କଣ ଆପଣ ମାନିଯେବେ ।

ଏହା ସବୁ ଶୁଣିବା ପାଇଁ ଆପଣଙ୍କୁ ଆଜୀବ ନିହାତି ଲାଗିବ ,କିନ୍ତୁ ଏହା ସତ ଅଟେ । ମଣିଷ ଶରୀର ର କୋଷଗୁଡିକ ମଧ୍ୟରେ ହେବାକୁ ଥିବା ଅନିୟନ୍ତ୍ରିତ ବୃଦ୍ଧିକୁ ହିଁ କ୍ୟାନସର ର ନାମ ଦିଆଯାଇଛି ।

କେବଳ ଏତିକି ନୁହେଁ ଏହାଛଡା ଏହି ରୋଗ ମାଧ୍ୟମରେ କିଛି ଡାକ୍ତର ପଇସା କମାଇ ନିଅନ୍ତି । ଏହି ବିଷୟ ଉପରେ ଲେଖାଯାଇଥିବା ଏକ ବହି ଯାହାର ନାମ ବଲ୍ଦେ ବିଦାଉଟ କ୍ୟାନସର ଅଟେ ଏବନ ଯାହା ଦୁନିଆ ସାରା ରେ କେତେକ ଭାଷାରେ ଅନୁବାଦ ବି ହୋଇଛି । ଏହା ଶରୀରରେ ଭିଟାମିନ ବି୧୭ ର କମି କାରଣରୁ ହୋଇଥାଏ । ଏହି ବହିରେ କ୍ୟାନସର ରୁ ବଞ୍ଚିବା ପାଇଁ ପ୍ରଥମରୁ କୁହାଯାଇଛି ,ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ସବୁଠାରୁ ପ୍ରଥମେ କୌଣସି ବି ପ୍ରକାର ର ଅପ୍ରେସନ ବା ବଡ ଚିକିସା କରିବା ପୂର୍ବରୁ ଆପଣଙ୍କୁ ଏହାକୁ ଭଲଭାବରେ ପରଷିନେବା ଦରକାର କି କ୍ୟାନସର ନାମ ର କୌଣସି ରୋଗ ଅଛି ନା ନାହିଁ ନା ଏହା କେବଳ ଭିଟାମିନ ବି ୧୭ ର କମ ହେବା କାରଣରୁ ହେଇଥାଏ ।

କ୍ୟାନସର ଶରୀରରେ ଭିଟାମିନ କମ ହେବା କାରଣରୁ ହୋଇଥାଏ ,ତାହେଲେ ଏହି ଭିଟାମିନର କମି କୁ ପୁରା କରିବା ପାଇଁ ନା କେବଳ କ୍ୟାନସରକୁ କମ କରାଯାଇଥାଏ ,ବରଂ ଏଥିରୁ ବଞ୍ଚାଇ ବି ଦିଆଯାଇ ପାରିବ । ଏହି ମାମଲା ବିଲକୁଲ ସେମିତି ଅଟେ ,ଯେମିତି ବର୍ଷ ପୂର୍ବରୁ ସ୍କର୍ବୀ ରୋଗ କାରଣରୁ ଲକ୍ଷେ ଲକ୍ଷେ ଲୋକଙ୍କର ଜୀବନ ଯାଉଥିଲା । କିନ୍ତୁ ଏହାର ଖବର ନେବା ପରେ ଜଣା ପଡିଲା କି ଏହା କୌଣସି ରୋଗ ନୁହେଁ ,ବରଂ ଏହା ଶରୀରରେ ଭିଟାମିନ ର କମି କାରଣରୁ ହୋଇଥାଏ । ଏଥିପାଇଁ ଆମେ କହିବାକୁ ଚାହୁଁ ଛୁ କି ଲୋକଙ୍କୁ କ୍ୟାନସର କୁ ଡରିବା ବା ଏହି କାରଣରୁ ନିଜର ମାନସିକ ସନ୍ତୁଳନ ହରାଇବାର କୌଣସି ଜରୁରତ ନାହିଁ ।

ଆପଣଙ୍କର ଏହି କମିକୁ ପୁରା କରିବା ପାଇଁ ଫଳ ,ନାସ୍ପାତି ,ବାଦାମ ଅଟ୍ସ ,କଦଳୀ ,ଗହମ ,ବାଜରା ,କାଜୁ ଇତ୍ୟାଦି ଭିଟାମିନ ବି ୧୭ ପୁରା କରିବା ପାଇଁ ଭଲ ଜିନିଷ ଅଟେ । ଏହି ଜିନିଷକୁ ପ୍ରତିଦିନ ଆପଣ ଖାଇଲେ ଆପଣ କ୍ୟାନସର ବା ଗମ୍ଭୀର ସମସ୍ଯା ରୁ ରକ୍ଷା ପାଇ ପାରିବା ।ଆମେ ଭାବୁଛୁ କି ଯେଉଁ ଖବର ଆମେ ଆପଣଙ୍କୁ ଆଜି ଦେଇଛୁ ,ସେ ଆଗକୁ ଆପଣଙ୍କର ବହୁତ କାମରେ ଆସିବ ।

Leave a Reply

Your email address will not be published. Required fields are marked *