ଯେଉଁ ପୁରୁଷ ପର ସ୍ତ୍ରୀ ଉପରେ ରଖିଥାଏ ଏମିତି ନଜର କେବେ ହେଇ ପାରେ ନାହିଁ ….

ପ୍ରତ୍ୟକ ବ୍ୟକ୍ତିର ଗୁଣ ,ଅବଗୁଣ ଏବଂ ପରିଚୟ ଅଲଗା ଅଲଗା ହୋଇଥାଏ । କେହି ନିଜର ଭଲ ଅଭ୍ୟାସ ପାଇଁ ପରିଚୟ ହୋଇଥାନ୍ତି ତ ଆଉ କେହି ନିଜର ଖରାପ ଅଭ୍ୟାସ କାରଣରୁ ଲୋକଙ୍କ ନଜରକୁ ଆସିଥାନ୍ତି । ଶାସ୍ତ୍ରରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଭଲ କାମ କରିଥାଏ ତାକୁ ସମାଜରେ ମାନ ସଂମ୍ମାନ ଏବଂ ପ୍ରତିଷ୍ଠା ମିଳିଥାଏ । ଏମିତି ବ୍ୟକ୍ତି ଜୀବନ ସାରା ଖୁସିରେ ରୁହନ୍ତି । ସେହିପରି ଯେଉଁ ବ୍ୟକ୍ତି ଭିତରେ ଖରାପ ଗୁଣ ଥାଏ ,ଭୁଲ କାମ କରିଥାଏ ତାକୁ ଜୀବନ ସାରା ଦୁଃଖୀ ରହିବାକୁ ପଡିଥାଏ ଏବଂ ତାକୁ ସମାଜରେ ଘୃଣା ସହିବାକୁ ପଡିଥାଏ ।

ଯେଉଁ ପୁରୁଷ ପର ସ୍ତ୍ରୀ ଉପରେ ରଖିଥାଏ ଖରାପ ନଜର କେବେ ହେଇ ପାରେ ନାହିଁ …

କିନ୍ତୁ ଏତିକି ନୁହେଁ କିଛି ଗୁଣ ତ ଏମିତି ବି ହୋଇଥାଏ ଯାହା ବ୍ୟକ୍ତିକୁ ଗରିବ କରିଦେଇଥାଏ । ରାମଚରିତମାନସ ରେ ବି ଏମିତି ଲୋକଙ୍କର ବର୍ଣନା କରାଯାଇଛି ଯିଏ ନିଜର ଦୁର୍ଗୁଣ କାରଣରୁ କେବେବି ଧନୀ ହୋଇପାରେ ନାହିଁ । ଏବଂ ଜୀବନ ସାରା ଦୁଖଃ ଭୋଗିଥାଏ ।

ତାହେଲେ ଚାତନ୍ତୁ ଜାଣିବା ଖରାପ ଗୁଣ ବିଷୟରେ-

ପୁରୁଷ ମାନଙ୍କର ସବୁଠାରୁ ଖରାପ ଗୁଣ ହୋଇଥାଏ କି ପର ସ୍ତ୍ରୀ ଉପରେ ଖରାପ ନଜର ରଖିବା ,ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀକୁ ଛାଡି କୌଣସି ପର ସ୍ତ୍ରୀ ଉପରେ ନଜର ରଖିଥାଏ ,ସେ ଯେତେ ଚେଷ୍ଟା କରୁନା କାହିଁକି ସେ କେବେବି ଧନୀ ହୋଇ ପାରିବ ନାହିଁ । ସମୟ ଥିବା ଆଗରୁ ଯଦି ସେ ନିଜର ଏହି ଅଭ୍ୟାସକୁ ସୁଧାରି ନଥାଏ ଧନ ସହିତ ମାନ ସଂମ୍ମାନ ଏବଂ ପଦ ପ୍ରତିଷ୍ଠା ସବୁ ଶେଷ ହୋଇ ଯାଇଥାଏ ।

ଏଭଳି ଲୋକଙ୍କ ପାଖରେ ଧନ ଥିଲେ ମଧ୍ୟ ଧନ ବ୍ୟଭିଚାର ରେ ବର୍ବାଦ ହୋଇଯାନ୍ତି । ଏହାଛଡା ନିଶା ସେବନ କରୁଥିବା ବ୍ୟକ୍ତି ଏବଂ ଅଭିମାନରେ ପୂର୍ଣ ବ୍ୟକ୍ତିଙ୍କ ପାଖରେ କେବେ ଧନ ରୁହେ ନାହିଁ । ଯେଉଁ ବ୍ୟକ୍ତି ଲୋଭୀ ହୋଇଥାଏ ସେ ଯେତେ ଧନ ପାଖରେ ରଖିଲେ ବି ତାହା ରୁହେ ନାହିଁ ।

ତେବେ ଏହି ଭଳି ପୁରୁଷ ମାନଙ୍କୁ ଆପଣ କଣ କହିବେ, ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋଷ୍ଟ ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟକୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *