ଝିଟିପିଟି କେଉଁଠି ପଡିଲେ ମହା ବିପଦ- Ajira Anucinta

ଆଜି ଆମେ ଜାଣିବା ଝିଟିପିଟି ଦେହରେ ପଡିବା ଶୁଭ ନା ଅଶୁଭ । ବାସ୍ତୁ ଶସ୍ତ୍ର ଅନୁସାରେ ଝିଟିପିଟି ଖାଲି ଅଶୁଭ ସଙ୍କେତ ଦେଇନଥାଏ । ଶୁଭ ସଙ୍କେତ ମଧ୍ୟ ଦେଇଥାଏ , ଯଦି ଆପଣଙ୍କୁ ଝିଟିପିଟି ମାଧ୍ୟମରେ କିଛି ସଙ୍କେତ ମିଳୁଥାଏ ।

ତେବେ ଏହାକୁ ଅଣଦେଖା କରନ୍ତୁ ନହିଁ । କାରଣ ତାହା ଆପଣଙ୍କ ପାଇଁ ଶୁଭ ସଙ୍କେତ କି ଅଶୁଭ ସଙ୍କେତ କିଛି ମଧ୍ୟ ହୋଇଥାଇ ପାରେ । ଘରକୁ ଫେରିବା ସମୟରେ ଘର ଦ୍ଵାରରେ ଝିଟିପିଟି ଦେଖାଯାଇଥାଏ ତେବେ ଜାଣନ୍ତୁ ତାହା ଶୁଭ ଅଟେ । ଭବିଷ୍ୟତରେ ଆପଣଙ୍କ ସହିତ କିଛି ଭଲ ସଫଳତା ମିଳିବାକୁ ଯାଉଛି ।

କୌଣସି ଜାଗାରେ ଘର କିମ୍ବା ଫ୍ଲାଟ କିଣିଛନ୍ତି । ତେବେ ସେହି ଘରକୁ ଜୀବ ସମୟରେ ଯଦି ଦେଖିବାକୁ ପାଉଛନ୍ତି ମରିଥିବା ଅବସ୍ଥାରେ ତେବେ ଏହାକୁ ଅଣ ଦେଖା କରନ୍ତୁ ନହିଁ । ସେହି ଘରେ ରହିବା ଆପଣଙ୍କ ପାଇଁ ଶୁଭ ହୋଇନଥାଏ । କାରଣ ଝିଟିପିଟି ମରିବା ଶୁଭ ସଙ୍କେତ ହୋଇନଥାଏ । ସେହି ପରି ମୁଣ୍ଡ ଆଉ କେଶରେ ପଡିଲେ ଆପଣ କୌଣସି ଅସୁବିଧାରେ ପଡି ପାରନ୍ତି । ତା ସହିତ ଶରୀରର ଅନ୍ୟ କୌଣସି ସ୍ଥାନରେ ପଡିଲେ ଭୟ କରନ୍ତୁ ନାହି କାରଣ ଏହା ଆପଣଙ୍କ ପାଇଁ କିଛି ଅଶୁଭ ଲକ୍ଷଣ ହୋଇନଥାଏ ।

ଆପଣଙ୍କୁ ଅଧିକ ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ । ଝିଟିପିଟି ଅଣ୍ଟା ଉପରେ ପଡିଲେ ତାହା ମଧ୍ୟ ଧନ ପ୍ରାପ୍ତ କରାଇ ଥାଏ । ସେହି ପରି ଝିଟିପିଟି ଶରୀରର ବାମ ପାର୍ଶ୍ଵରେ ପଡିଲେ ଜୀବନରେ ଦୁଖ ନେଇକି ଆସିଥାଏ । ଯଦି ପେଟ ପାଖରେ ପଡିଥାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ । କୌଣସି ଶୁଭ କାର୍ଯ୍ୟରେ ଯାଉଥିବା ସମୟରେ ଝିଟିପିଟି ଶରୀର ଉପରେ ପଡିବା ଅଶୁଭ ହୋଇଥାଏ । ଏହି ସଙ୍କେତ ଦେଇଥାଏକି ନିଜ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି କରିବା ସହିତ ଶୁଭ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟିହୋଇଥାଏ ।

ଯଦି ଝିଟିପିଟି ବେକରେ ପଡେ ତେବେ ସନମାନ ବୃଦ୍ଧି ହୋଇଥାଏ । ଆପଣ ଏଥିରେ ଶୁଭ ସଙ୍କେତ ମିଳିବ ଆଉ ବ୍ୟବସାୟରେ ବହୁତ ଲାଭ ମଧ୍ୟ ହେବ । ଯଦି କାନ ଉପରେ ପଡେ ତେବେ ଆୟୁଷ ବୃଦ୍ଧି ହୋଇଥାଏ । ତାହା ସହିତ ଅଳଙ୍କାର ପ୍ରାପ୍ତ ହୋଇଥାଏ । ଆଖି ଉପରେ ଝିଟିପିଟି ପଡିଲେ ବନ୍ଧୁ ମିଳିନର ସୁଯୋଗ ମିଳିଥାଏ । ନାକ ଉପରେ ଝିଟିପିଟି ପଡିଲେ ସୁଗନ୍ଧିତ ଦ୍ରବ୍ଯ ମିଳିବ । ଝିଟିପିଟି ଯଦି ପିଠି କି ମଥାରେ ପଡିଲେ ତେବେ ତାହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *