ଜୀବନର ଏହି 5ଟି ଗୁପ୍ତ କଥା ଭୁଲରେ ବି କାହାକୁ କୁହନ୍ତୁ ନାହିଁ- Chanakya Niti

ପ୍ରାଚୀନ କାଳରେ ବିଦ୍ଵାନ ମାନଙ୍କ ନୀତିବାଣୀ ମତରେ ମାନବ ଭଲ ମାର୍ଗ ଦର୍ଶନ କରିଥାଏ । କିଛି ବିଦ୍ବାନ ନିଜର ବୁଦ୍ଧି ଓ ବିଚାର ଦ୍ଵାରା ମାନବ ଜାତିକୁ ଉଚିତ ଶିକ୍ଷା ଦେଇ ଯାଇଛନ୍ତି । ଆଜି କିନ୍ତୁ ସେହି ବିଦ୍ଵାନ ମାନେ ଆମ ଗହଣରେ ନାହାନ୍ତି । କିନ୍ତୁ ତାଙ୍କର କହି ଯାଇଥିବା ନୀତିବାଣୀ ଓ ଆଦର୍ଶ ଆଜି ବି ଭାରତ ଇତିହାସରେ ଲେଖା ହୋଇ ରହିଛି । ସେମାନଙ୍କ ମଧ୍ୟରୁ ଜଣେ ମହାନ ଜ୍ଞାନୀ ଥିଲେ ଶୁକ୍ଲାଚାର୍ଜ୍ୟ । ସେ ଜଣେ ବିଦ୍ଵାନ ହେବା ସହ ନୀତିକାର ମଧ୍ୟ ଅଟନ୍ତି ।

ଜୀବନକୁ କିପରି ସୁଖଦମୟ ଭାବେ ବିତାଇବାର ଅଛି ତାହା ଗୁରୁ ଶୁକ୍ଲାଚାର୍ଜ୍ୟ ଲେଖି ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତାଙ୍କର କିଛି ମହତ୍ଵ ପୂର୍ଣ୍ଣ ନୀତିବାଣୀ ବିଷୟରେ କହିବାକୁ ଯାଉଛୁ ।

୧- ଗୁରୁ ଶୁକ୍ଳଚାର୍ଜ୍ୟ ଙ୍କ ନୀତିବାଣୀ ମତରେ ପ୍ରତେକ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହା ସବୁଠାରୁ ଗୁପ୍ତ କଥା ହୋଇଥାଏ । ଏହାକୁ କେବେ ବି ଭୁଲରେ ଅନ୍ୟ କୁ କହିବେ ନାହି । ଏହି କଥା ଦମ୍ପତିଙ୍କ ମଧ୍ୟରେ ସୀମିତ ରହିବା ଉଚିତ । ଯଦି କେହି ଆପଣଙ୍କ ସମ୍ପର୍କ ବିଷୟରେ ଜଣାଇବେ ତେବେ ତାହା ଲଜ୍ଯାକର କଥା ଅଟେ ।

୨- ଦିତୀୟ ନୀତିବାଣୀ ହେଉଛି ବ୍ୟକ୍ତି ନିଜର ବୟସ ସୀମା ଅନ୍ୟ ସହ ସେୟାର କରିବା ଉଚିତ ନୁହେଁ । ଏହାକୁ ଗୁପ୍ତ ଭାବେ ନିଜ ମନରେ ରଖିବା ଉଚିତ । ଏପରି କରିବା ଦ୍ଵାରା ଅନ୍ୟ ମାନେ ଆପଣଙ୍କ ଫାଇଦା ଉଠାଇ ପାରନ୍ତି ।

୩- ଆଜି ବି ଆମ ସମାଜ ରେ ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ନିଜ ଘର କଥା ବାନ୍ଧି ପରିଜନ ବର୍ଗଙ୍କ ସହ ସେୟାର କରିଥାନ୍ତି । ଯାହା ପାଇଁ ଏହାର ଫାଇଦା ଅନ୍ୟ ମାନେ ଉଠାଇନ୍ତି । ଯେବେ ଆପଣଙ୍କର ଅନ୍ୟ ସହ କୌଣସି କାରଣରୁ ବିବାଦ ହୋଇଥାଏ ସେହି ସମୟରେ ସେମାନେ ଆପଣଙ୍କର ଘର କଥା ଉଠାଇଥାନ୍ତି । ତେଣୁ ତୃତୀୟ ନିୟମ ହେଉଛି କେବେ ବି ଘର କଥା ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ ।

୪- ଚତୁର୍ଥ ନିୟମ ହେଉଛି ନିଜର ଟଙ୍କା ପଇସା ବିଷୟରେ ଅନ୍ୟକୁ କହିବା ଉଚିତ ନୁହେଁ । କାରଣ ଟଙ୍କାର ଲୋଭ ସବୁ ବ୍ୟକ୍ତି ପାଖରେ ରହିଥାଏ । ଏପରି କରିବା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ଫାଇଦା ଉଠାଇଥାନ୍ତି ।

୫- ମାନ୍ୟତା ରହିଛି କି ଦାନ ଧର୍ମ କରିଲେ ପୂଣ୍ୟ ମିଳିଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଅନ୍ୟକୁ ଦେଖାଇବା ପାଇଁ ଦାନ କରୁଥାଏ ତାହାର ଫଳ ସେ କେବେ ପାଏ ନାହି । କେବେ ବି ଆପଣ ନିଜର ଅପମାନକୁ ଲୋକ ମାନଙ୍କ ଆଗରେ ପରି ପ୍ରକାଶ କରନ୍ତୁ ନାହି ।

୬- ପ୍ରତେକ ବ୍ୟକ୍ତି ଭଗବାନଙ୍କ ପୂଜା ସମୟରେ ମନ୍ତ୍ର ପାଠ କରିଥାଏ । କେବେ ବି ଭୁଲରେ ଆପଣ ଜପ କରୁଥିବା ମନ୍ତ ଅନ୍ୟ ଆଗରେ କହିବା ଅନୁଚିତ । ନିଜର ମାନ ସମାନ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *