Ranu Mandal ଠାରୁ ବି ଅଧିକ ଖରାପ ମେକଅପରେ ନଜର ଆସିସାରିଛନ୍ତି Bollywoodର ଏହି ହିରୋଇନ

ରାନୁ ମଣ୍ଡଲଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କିନ୍ତୁ ସବୁଠୁ ଅଧିକ ଚର୍ଚାରେ ସେ ସେହି ସମୟରେ ଆସିଥିଲେ ଯେତେବେଳେ ତାଙ୍କର ଏକ ମେକଅପ ଲୁକ ସାମ୍ନାକୁ ଆସିଥିଲା । ଯାହାକୁ ଆପଣ ଫଟୋରେ ଦେଖି ପାରିବେ । ସେ ଗୋଟିଏ ରାମ୍ପ ୱାଳ୍କ ପାଇଁ ଏହିଭଳି ଲୁକ ନେଇ ଥିଲେ ।

ଏହା ପରେ ଯେତେବେଳେ ତାଙ୍କର ଲୁକ ସାମ୍ନାକୁ ଆସିଲା ତେବେ ସମସ୍ତେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । ଏହା ପ୍ରଥମ ଥର ନୁହେଁ ବଲୀଉଡର ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବି ବହୁତ ବଡ ସୁପରଷ୍ଟାର ଅଟନ୍ତି ସେମାନେ ବି ନିଜର ମେକଅପ କାରଣରୁ ଟ୍ରୋଲ ହୋଇଛନ୍ତି ।

ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡାଙ୍କ ଏହି ଲୁକ ବିଷୟରେ ଆପଣ ଜାଣିଥିବେ । ଏହି ଲୁକକୁ ପ୍ରିୟଙ୍କା ଉପରେ ବହୁତ ଖରାପ ଲାଗୁଥିଲା । ତାଙ୍କର ଏହି ଲୁକକୁ ଦେଖି ଲୋକମାନେ କହିଲେ କି ଏହା ମହୁମାଛିଙ୍କ ଛତା ଅଟେ । ଏହି ଲୁକ ତାଙ୍କ ଉପରେ ବିଲକୁଲ ବି ସୁଟ କରୁ ନ ଥିଲା । ଏହି ଲୁକକୁ ନେଇ ତାଙ୍କ ବହୁତ ଟ୍ରୋଲ ମଧ୍ୟ କରାଯାଇ ଥିଲା ।

ଐଶ୍ବର୍ୟା ରାୟ ବଚ୍ଚନ

ଐଶ୍ବର୍ୟା ରାୟ ନିଜର ଏହି ଲୁକରେ ଅଫ ସୋଲ୍ଡର ଗାଉନ ପିନ୍ଧି ଥିଲେ ଓ ସେ ବହୁତ ସୁନ୍ଦର ବି ନଜର ଆସୁଥିଲେ । ତାଙ୍କର ମେକଅପ ବି ଠିକଠାକ ଥିଲା । କିନ୍ତୁ ସେ ଓଠ ଉପରେ ବାଇଗିଣୀ ରଙ୍ଗର ଲିପଷ୍ଟିକ ଲଗାଇଲେ ଯାହା ତାଙ୍କ ଉପରେ ବିଲକୁଲ ବି ସୁଟ କରୁ ନ ଥିଲା । ଏହି କାରଣରୁ ସେ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଥିଲେ ।

କଙ୍ଗନା ରନୌତ

କଙ୍ଗନା ରନୌତ ନିଜର ଏହି ଲୁକରେ ଏମିତି ବହୁତ ଖରାପ ଲାଗୁଥିଲେ । ଏହି ଲୁକ ଲୋକମାନଙ୍କୁ ବିଲକୁଲ ବି ପସନ୍ଦ ଆସୁ ନାହିଁ । ଯେଉଁ କାରଣରୁ ସେ ବହୁତ ଟ୍ରୋଲ ମଧ୍ୟ ହୋଇଥିଲେ ।

ନିଶା ଦେବଗନ

ନିଶା ଦେବଗନଙ୍କୁ ପ୍ରାୟତଃ ନିଜ ଲୁକ କାରଣରୁ ଟ୍ରୋଲ କରାଯାଏ । ଥରେ ନିଶା ଦେବଗନ ଏକ ପାର୍ଲାରର ବାହାରେ ନଜର ଆସିଥିଲେ । ଯେଉଁଠି ସେ ମେକଅପ କରିଥିଲେ । କିନ୍ତୁ ଫ୍ୟାନମାନଙ୍କୁ ତାଙ୍କର ଏହି ଲୁକ ପସନ୍ଦ ଆସିଲା ନାହିଁ । ଯେଉଁ କାରଣରୁ ଟ୍ରୋଲରମାନେ ତାଙ୍କର ବହୁତ ଟ୍ରୋଲ କରିଥିଲେ ।

ଯଦି ରାନୁ ମଣ୍ଡଲଙ୍କ ବିଷୟରେ କହିବା ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା କିଛି ଲୋକମାନଙ୍କୁ ଖରାପ ଲାଗୁଛି । ଯେଉଁ ଫଟୋକୁ ଟ୍ରୋଲ କରାଯାଉଛି ତାକୁ ଫେକ କୁହାଯାଉଛି । ରାନୁ ମଣ୍ଡଲଙ୍କ ମେକଅପ ଆର୍ଟିସ୍ଟ କହିଲେ କି ରାନୁ ମଣ୍ଡଲଙ୍କ ଓଭର ମେକଅପ ବାଲା ଫଟୋ ଫେକ ଅଟେ ।

ତାଙ୍କର ରିୟଲ ମେକଅପ ବିଲକୁଲ ବି ଏହିଭଳି ନ ଥିଲା । ତାହା ବହୁତ ସାଧାରଣ ଥିଲା । ତାଙ୍କୁ କିଛି ଟା ଅଲଗା ଦେଖାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏହା ମେକଅପ ସେହିଭଳି ଖରାପ ନ ଥିଲା ଯେମିତି ସୋସିଆଲ ମିଡିଆରେ ଏହାକୁ ଏଡିଟ କରି ଦେଖାଯାଉଛି ।

Leave a Reply

Your email address will not be published. Required fields are marked *