ଜୀବନରେ ଏହି ତିନୋଟି କଥା ସବୁବେଳେ ମନେ ରଖନ୍ତୁ- Ajira Anuchinta

ଏହି ତିନୋଟି କଥା କାହାକୁ ଅପେକ୍ଷା କରେ ନାହିଁ । ସମୟ ମୃତ୍ୟୁ ଓ ଗ୍ରାହକ, ଏହି ତିନୋଟି ଜିନିଷ ଜୀବନରେ ଥରେ ମିଳେ  ମା ବାପା ଯୌବନ । ତିନୋଟି ଜିନିଷ ବାହାରି ଗଲେ ଆଉ ଫେରେନୀ ଧନୁଠାରୁ ଶର, ଜିବହାରୁ କଥା, ଶରୀରରୁ ପ୍ରାଣ । ଏହି ତିନୋଟି ଜିନିଷ ପରଦା ଭିତରେ ରହିବା ଉଚିତ,  ଧନ, ଭୋଜନ, ଓ ସ୍ତ୍ରୀ । ଏହି ତିନୋଟି ଜିନିଷ ଠାରୁ ଦୂରରେ ରୁହନ୍ତି, ଦୁଷ୍ଟ ସାଥି, ସ୍ଵାର୍ଥ, ନିଦ । ତିନୋଟି ଜିନିଷରେ ମନ ଲଗାଅ, ସ୍ଵର, ପରିଶ୍ରମ ଓ ବିଦ୍ୟା ।


ଏହି ତିନୋଟି ଜିନିଷ କେବେ ଭୁଲିବେ ନାହିଁ, ରୁଣ  ଦାଇତ୍ଵ ଓ ରୋଗ । ତିନୋଟି ଲୋକଙ୍କୁ ସନମାନ କରିବା ଉଚିତ ବାପା, ମା ଓ ଗୁରୁ । ଏହି ତିନୋଟି ଜିନିଷ ଆୟତ କରିବା ଉଚିତ କାମ, ଲୋଭ, ମନ । ତିନି ଜଣକୁ ଦୟା କରିବା ଉଚିତ ବାଳକ, ଭିକାରି, ଓ ପାଗଳ । ଏହି ସବୁ ଜିନିଷକୁ ମନେ ରଖିଲେ ବା ମାନି ଚଳିଲେ ଜୀବନରେ ବହୁତ ସଫଳ ହେବେ । କାରଣ ଏହି ସବୁ କଥା ଜୀବନରେ ବହୁତ ମହତ୍ଵପୂର୍ଣ ହୋଇଥାଏ । ଏହି କଥା ମାନି ଚଳିଲେ ଜୀବନରେ ବହୁତ ଆଗକୁ ଯିବେ,  ବହୁତ ସୁଖରେ ଜୀବନ ଜାପାନ କରିବେ ।

ବାପା ମାଙ୍କ ଆଶୀର୍ବାଦ ଜୀବନରେ ବହୁତ ଦରକାର ହୋଇଥାଏ କାରଣ ତାଙ୍କ ବୀନା ଜୀବନରେ କିଛି କରିବା ଅସମ୍ଭବ ହୋଇଥାଏ । ତାଙ୍କୁ ସନମାନ କରିବା ଓ ତାଙ୍କୁ ଖୁସିରେ ରଖିବା ଆମର ଦାଇତ୍ଵ ହୋଇଥାଏ । ଯଦି ତାଙ୍କୁ ଆମେ ଏମିତି ଅବହେଳା କରିବା ଭଗବାନ ଆମ ଉପରେ ଅସନ୍ତୁଷ୍ଟ ହେବେ । ସେମାନେ ଅସନ୍ତୁଷ୍ଟ ହେଲେ ଜୀବନରେ କିଛି କରିବା ଅସମ୍ଭବ ହୋଇଥାଏ । କାରଣ ବାପା ମା ହିଁ ସତ ଭଗବାନ ହୋଇଥାନ୍ତି । ତାଙ୍କୁ କେବେବି ଦୁଖ ଦେବେନି ।

ସବୁବେଳେ ସମସ୍ତଙ୍କୁ ସନମାନ ଦେବେ । ସେ ବାଳକ ହେଉ କି ପାଗଳ, ସେମାନେବି ମଣିଷ ଓ ସେମାନେ ମଧ୍ୟ ସନମାନ ପାଇବାର ହକ୍ଦାର ହୋଇଥାନ୍ତି । ତାଙ୍କର ମଧ୍ୟ ଆତ୍ମ ସନମାନ ରହିଛି । ସେଥିପାଗି ତାଙ୍କୁ ସବୁବେଳେ ସହାନୁଭୁତି ରଖିବେ । ସବୁବେଳେ ଦୁଷ୍ଟ ଷଠିଠୁ ଦୂରେଇ ରହିବେ କାରଣ ସେମାନେ କେବଳ ସ୍ଵାର୍ଥ ସମୟରେ ଆପଣଙ୍କୁ ମନେ ରଖିବେ ଆଉ ସ୍ଵାର୍ଥ ସରିଗଲେ ଆପଣଙ୍କୁ ଭୁଲିଯିବେ । ଆଳସ୍ୟ ଜୀବନର ସ୍ଡାବୁଠୁ ବଡ ଶତ୍ରୁ ହୋଇଥାଏ ତାଠାରୁ ଦୂରେଇ ରୁହନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *