ଫିଲ୍ମ ‘Raja Hindustani’ ର ସବୁ ଅଭିନେତାଙ୍କ Real ଲାଇଫ ଜୀବନସାଥି ଆଜି ଦେଖା ଯାଉଛନ୍ତି ଏମିତି

୧୯୮୬ ର ସବୁଠୁ ସୁପର ଡୁପର ହିଟ ଫିଲ୍ମ ରାଜା ହିନ୍ଦୁସ୍ତାନୀ ଯେବେ ଏହା ରିଲିଜ ହୋଇଥିଲା । ଦର୍ଶକ ଏହି ଫିଲ୍ମ ଦେଖିବାକୁ ବହୁତ ପାଗଳ ହୋଇଯାଇଥିଲେ । ସେତେବେଳର ସବୁଠୁ କମାଇ କରିଥିବା ଫିଲ୍ମ ଭିତରୁ ଗୋଟିଏ ଥିଲା । ଦର୍ଶକଙ୍କ ଦ୍ଵାରା ଏହି ଫିଲ୍ମ ବହୁତ ପସନ୍ଦ କରଯାଇଥିଲା । ଏହି ଫିଲ୍ମରେ ସବୁ କଳାକାର ତାଙ୍କ ଚରିତ୍ର ବହୁତ ଭଲରେ ନିଭାଇ ଥିଲେ । ଏହା ଜରିଆରେ ବହୁତ ପପୁଲାର ହୋଇଥିଲେ । କିନ୍ତୁ ଆପଣ ଏହି କଳାକାର ମାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ।

କଣ ଆପଣ ଏମାନଙ୍କର ରିଅଲ ଲାଇଫ ସାଥିଙ୍କ ବିଷୟରେ ଜାଣିଛନ୍ତି । ସେମାନେ ତାକୁ ବହୁତ ପ୍ରେମ କରିଥାନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ରିଅଲ ଲାଇଫ ସାଥୀଙ୍କୁ ଆପଣଙ୍କ ସହିତ ଆଲୋଚନା କରିବୁ ।

ଅମିର ଖାନ :-

ଏହି ଫିଲ୍ମରେ ଅମିର ଖାନ ରାଜାର ଚରିତ୍ର ନିଭାଇ ଥିଲେ । ସେ ଏହି ଫିଲ୍ମରେ ଜେନ ଟ୍ଯାକ୍ସି ଡ୍ରାଇଭର ହୋଇଥିଲେ । ତାଙ୍କୁ ଗୋଟେ ଧନୀ ଝିଅ ଆରତୀ ଶେହଗଲି ସହିତ ପ୍ରେମ ହୋଇଥିଲା । ଦର୍ଶକ ମାନେ ତାଙ୍କୁ ଏହି ଫିଲ୍ମରେ ବହୁତ ପସନ୍ଦ କରିଥିଲେ । ଯଦି ଆଲୋଚନା କରିବା ତାଙ୍କ ପତ୍ନୀ ବିଷୟରେ ତାଙ୍କ ପତ୍ନୀଙ୍କ ନାମ କିରଣ ରାଓ ଅଟେ । ସେ ତାଙ୍କୁ ୨୦୦୫ ରେ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ହୋଇଥିଲା, ତାଙ୍କର ନାମ ଆଜାଦ ରାଓ ଖାନ ଅଟେ ।  ତାଙ୍କର ପତ୍ନୀ ଜଣେ ଫିଲ୍ମ ରାଇଟର  ଅଟନ୍ତି । ସେ ବହୁତ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି ଧୋବୀ ଘାଟ, ଦଙ୍ଗଲ, ଶିକ୍ରେଟ ସୁପରଷ୍ଟାର ।

କରିସ୍ମା କପୂର :-

ଏଥିରେ କରିନା ମେନ ଲିଡରେ ଅଭିନୟ କରିଥିଲେ । ସେ ବହୁତ ଧନୀ ଘରର ଝିଅ ହୋଇଥିଲେ ଓ ତାଙ୍କୁ ଗୋଟେ ଟ୍ଯାକ୍ସି ଡ୍ରାଇଭର ସହିତ ପ୍ରେମ ହୋଇଥିଲା । ଯାହାର ନାମ ରାଜା ହିନ୍ଦୁସ୍ତାନୀ ଥିଲା ।  ଦର୍ଶକ ମାନେ ତାଙ୍କର ଅନ ସ୍କ୍ରୀନ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଥିଲେ । ଯଦି ଆଲୋଚନା କରିବା ଏହି ଅଭିନେତ୍ରୀଙ୍କ ପତିଙ୍କ ବିଷୟରେ ତାଙ୍କର ପତିଙ୍କ ନାମ ସଞ୍ଜୟ କପୁର ଅଟେ । ସେ ୨୦୦୩ ରେ ବିବାହ କରିଥିଲେ । ବିବାହ ପରେ ତାଙ୍କର ଦୁଇ ତାଙ୍କର ପିଲା ହୋଇଥିଲା ସମାୟାରା କପୁର ଓ କିଆନ ରାଜ କପୂର ଅଟେ । ତାଙ୍କର ସ୍ଵାମୀ ଜଣେ ବହୁତ ବଡ ବିଜନେସ ମ୍ୟାନ ଅଟନ୍ତି । ବିବାହର ୧୩ ବର୍ଷ ପରେ ତାଙ୍କର ଡିଭୋର୍ସ ହୋଇଥିଲା ।

ସୁରେଶ ଓବ୍ରଏ :-

ଏଥିରେ ସେ ମିଷ୍ଟର ସେହେଗଲର ଚରିତ୍ର ନିଭାଇ ଥିଲେ । ସେ ଏଥିରେ ଆରତୀ ସେହେଗଲର ପାପ ହୋଇଥିଲେ । ଯାଇ ଆଲୋଚନା କରିବା ତାଙ୍କ ପତ୍ନୀ ବିଷୟରେ ତାଙ୍କ ପତ୍ନୀଙ୍କ ନାମ ଯୋଶୋଧରା ଅଟେ । ସେ ୧୯୬୯ ରେ ବିବାହ କରିଥିଲେ ସେ ଜଣେ ହାଉସ ୱାଇଫ ଅଟନ୍ତି ଓ ସେ ସବୁବେଳେ ଲାଇମ ଲାଇଟରୁ ଦୂରେଇ ରହୁନ୍ତି । ତାଙ୍କର ଦୁଇଟି ପିଲା ବିବେକ ଓବରଏ ଓ ମେଘେନା ଅଟେ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *