ଜୀବନରେ ହେବ ପ୍ରଚଣ୍ଡ ଉନ୍ନତି, ବାସ କରନ୍ତୁ ଏହି କାମ – Ajira Anuchinta

ବନ୍ଧୁଗଣ ଏହି ୭ ଜଣଙ୍କ ସହିତ ଜୀବନରେ କେବେ ଶତ୍ରୁତା କରିବେ ନାହିଁ । ଏହା ଶାସ୍ତ୍ରରେ ଲେଖା ଅଛି । ଯଦି ଆପଣ ଶତ୍ରୁତା କରନ୍ତି ତେବେ ଆପଣଙ୍କର ବହୁତ କ୍ଷତି ହେବ । ଆସନ୍ତୁ ଜାଣିବା ସେହି ୭ଜଣ କିଏ କିଏ ଅଟନ୍ତି ? ବନ୍ଧୁଗଣ ସେମାନେ ହେଉଛନ୍ତି, ଧର୍ମ, ଅଗ୍ନି, ରାଜା, ବ୍ରାହ୍ମଣ, ପୁତ୍ର, ସ୍ତ୍ରୀ, ଏବଂସେବକ । ଏହି ୭ ଜଣଙ୍କ ସହିତ ଆପଣ କେବେ ଶତ୍ରୁତା ଭାବ ରଖିବେ ନାହିଁ । ଏବଂ ଯେତେ ପାରିବେ ସେତେ ଆପଣାର କରିବାକୁ ଚେଷ୍ଟା କରିବେ । ତେବେ ଯାଇ ଆପଣଙ୍କର ମଙ୍ଗଳ ସହିତ ଅତ୍ୟଧିକ ଉନ୍ନତି ହେବ । ବନ୍ଧୁଗଣ ଏମାନଙ୍କ ମନରେ କଷ୍ଟ ଦେଲେ ବହୁତ ବିପତ୍ତି ଆସିଥାଏ । କଥାରେ କୁହାଯାଇଛି ବ୍ରାହ୍ମଣ ଭଗବାନ ସାମାନ ଅଟନ୍ତି ତେଣୁ ଆପଣ ମାନେ ଉଚିତ ସନମାନ କରନ୍ତୁ ।

ବନ୍ଧୁଗଣ କିଛି ବିଶେଷ କଥା, ନିଜ ସାମନାରୁ ଆସୁଥିବା ବାୟୁ ର ସେବନ କରିବେ ନାହିଁ । ଏବଂ ପୂର୍ବ ଦିଗରୁ ଯଦି କେବେ ପବନ ବହୁଥିବ ତେବେ ସେ ପୂର୍ବ ଦିଗକୁ କେବେ ମୁହଁ କରିଛିଡା ହେବେ ନାହିଁ । ବନ୍ଧୁଗଣ ପୂର୍ବ ଦିଗରୁ ଆସୁଥିବା ପବନକୁ ଯଦି ଆପଣ ମୁହଁ ମାଧ୍ୟମରେ କିମ୍ବା ପାଟି ଏବଂ ନାକ ମାଧ୍ୟମରେ ସେବନ କରନ୍ତି ତେବେ ତାହା ବହୁତ କ୍ଷତି କରିଥାଏ ।

ବନ୍ଧୁଗଣ ଗୁରୁବାର ଏବଂ ଶନିବାର କିଛି ଲୁହା ଜାତୀୟ ଜିନିଷ ବିକ୍ରି କରିବେ ନାହିଁ । ଯଦି ଆପଣ ଏହି ଦିନ ଗୁଡିକରେ ଲୁହା ଜିନିଷ ବିକ୍ରି କରନ୍ତି ତେବେ ତାହା କ୍ଷତିକାରକ ହେଇଥାଏ । ବନ୍ଧୁଗଣ ଘରେ ହେଉ ଅଥବା ବାହାରେ ହେଉ ହରଡ ଡାଲି ସହିତ କେବେ ଦହି ଖାଆନ୍ତୁ ନାହିଁ । ଯଦି ଆପଣ ଖାଆନ୍ତି ତେବେ ଯାହାର ବ୍ଲଡପ୍ରେସର ଥାଏ, ତାହା ଅତ୍ୟନ୍ତ ବଢିବାର ସମ୍ଭାବନା ହୋଇଥାଏ । ମହୁ କେବେ ଗରମ କରି ଖାଇବେ ନାହିଁ । ବନ୍ଧୁଗଣ ରାତିରେ ଆମେ ବହୁତ ପ୍ରକାର ସ୍ଵୋପ୍ନ ଦେଖିଥାଉ ।

ଯଦି ଆମେ ସ୍ଵୋପ୍ନରେ ଦେଖିଥାଉ ଯେ ଜଣେ କୁମ୍ଭାର ଗୋଟିଏ ମାଟିପାତ୍ର ଗଢୁଛି । ଯେଉଁଦିନ ଆପଣ ଏହି ସ୍ଵୋପ୍ନଟିକୁ ଦେଖିବେ ତାର ପରଦିନ ଆପଣଙ୍କର ଧନର ବୃଦ୍ଧି ନିଶ୍ଚୟ ହେବ । ଆପଣମାନେ ଏହି ସ୍ଵୋପ୍ନ ଦେଖିଲେ ଯଦି ନିଦ ଭାଙ୍ଗିଯାଏ । ତେବେ ସାଙ୍ଗେ ସାଙ୍ଗେ ପ୍ରଭୁଙ୍କୁ ହାତଯୋଡି ଗୋଟିଏ ମୁଣ୍ଡିଆ ମାରନ୍ତୁ ।  ଆପଣ ମାନେ ସମସ୍ତେ ବିଛାକୁ ଦେଖିଛନ୍ତି । ବିଛା ଗୋଟିଏ ଏମିତି ଜୀବ ଯୀଏକି ଲାଙ୍ଗୁଡରୁ ଆକ୍ରମଣ କରିଥାଏ । ବିଛା କାହାକୁ କାମୁଡେନି ମାତ୍ର ତାର ଲାଙ୍ଗୁଡ ବହୁତ ବିଷାକ୍ତ ହୋଇଥାଏ । ସେ ସେଥିରେ ଆକ୍ରମଣ କଲେ ଆମକୁ ବହୁତ କଷ୍ଟ ହେଇଥାଏ ।

‘ଅନୁଭୂତ ଯୋଗମାଳା’ ବହିରେ ଗୋଟିଏ ଲେଖା ଅଛି ଆପଣ ଏହି ମନ୍ତ୍ରଟିକୁ ପଢିବେ । ମନ୍ତ୍ରଟି ହେଉଛି, “ଇନ୍ଦ୍ରକା ବେଟା ଘୁଜୁରିକା ନାମ”, “ଆଠ ପଜୁରି ଷୋଳ ପାଉଣା”, “ଅଟ୍ଟ ଯାଉନାହିଁ, ଯାଉଣୀ ମୁର୍ଗୀ ବୋଲା ଆ”, ଏହି ମନ୍ତ୍ରଟିକୁ ୩ ଥର ପଢୀ ଚାକୁଣ୍ଡା ଗଛର ପତ୍ରର ରସ ଆଣି କ୍ଷତ ଜାଗାରେ ପକେଇଦେବେ । କ୍ରମଶ ଆପଣଙ୍କୁ ଆରମ ମିଳିବ । ଏହା ଥିଲା କେତେକ ବିଶେଷ କଥା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *