ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆଜିକା ସମୟରେ କେହି ବି ସ୍ୱାସ୍ଥ୍ ନାହିଁ ସମସ୍ତଙ୍କୁ କିଛି ନା କିଛି ଭୟଙ୍କର ରୋଗ ଅଛି । ସମସ୍ତେ ନିଜ ସ୍ବାସ୍ଥ୍ୟ ଉପରେ ସେତେବେଳେ ଧ୍ୟାନ ଦିଅନ୍ତି ଯେତେବେଳେ ତାଙ୍କ ସ୍ବାସ୍ଥ୍ୟ ବହୁତ ଖରାପ ହବାକୁ ଲାଗିଥାଏ ଆଉ ସେ ଜୀବନରେ ଏମିତି ସ୍ଥିତିରେ ହୋଇଥାନ୍ତି ଯେତେବେଳେ ତାଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡ଼ିଥାଏ । ଯଦି ଆପଣ ନିଜ ସ୍ବାସ୍ଥ୍ୟ ଖରାପ ହବା ଆଗରୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବେ ତେବେ ଆପଣଙ୍କୁ କିଛି ବି ରୋଗ ହବ ନାହିଁ ।
ଆଜିକା ସମୟରେ ଯେତେ ରୋଗ ହେଉଛି ତାହା କେବଳ ଆମ ଖାଦ୍ୟ ପଦାର୍ଥ ପାଇଁ ହୋଇଥାଏ, ତେବେ ଆଜିକା ସମୟରେ ଲୋକଙ୍କ ପାଇଁ ସୁଆଦ ପ୍ରଥମ ଜିନିଷ ଅଟେ ବିନା ସୁଆଦ ଜିନିଷ ଖାଇବାକୁ କେହି ପସନ୍ଦ କରନ୍ତି ନାହିଁ ସେଥିପାଇଁ ସମସ୍ତଙ୍କୁ ରୋଗ ହେଉଛି ।
ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଚାହୁଁଛୁ ଯାହା ଆପଣ ମାନେ ଜାଣିଥିବେ କିନ୍ତୁ ଏହି କଥା ଜାଣି ନଥିବେ ଜେ ଏହା ଏତେ ଗୁଣକାରୀ ହୋଇଥାଏ । ଶାସ୍ତ୍ରରେ କୁହା ଯାଇଛି ଯେ ଅଖରୋଟ ଏମିତି ଗୋଟେ ଜିନିଷ ଯାହା ଆୟୁର୍ବେଦ ରେ ମଧ୍ୟ ଔଷଧ କୁହା ଯାଇଛି ତେବେ ଔଷଧ ଖାଇବାର ଗୋଟେ ସଠିକ୍ ସମୟ ହୋଇଥାଏ ।
ଆଉ ସଠିକ୍ ସମୟରେ ସେବନ ନକଲେ ଔଷଧ ଭଲ ଭାବରେ କାମ କରିନଥାଏ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହାର ସେବନ କରିବାର ସଠିକ୍ ବିଧି ଆଉ ସମୟ କହିବାକୁ ଯାଉଛୁ ଆଉ ଏହାର ସେବନ ଦ୍ୱାରା ହୋଇଥିବା ଲାଭ ବିଷୟରେ ମଧ୍ୟ କହିବାକୁ ଚାହୁଁଛୁ ।
ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଅଖରୋଟ ବହୁତ ଗରମ ହୋଇଥାଏ ମଣିଷ ଶରୀର ପାଇଁ ସେଥିପାଇଁ ଏହାର ଅଧିକ ସେବନ ଆପଣଙ୍କ ସ୍ବାସ୍ଥ୍ୟ ଭଲ କରିବା ସ୍ଥାନରେ ଖରାପ କରି ପାରେ ସେଥିପାଇଁ ଅଧିକ ସେବନ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଆପଣଙ୍କୁ ଆମେ କହି ରଖୁଛୁ ଜେ ଅଖରୋଟ ଖାଇବାର ସଠିକ୍ ସମୟ ସକାଳେ ଖାଲି ପେଟରେ ହୋଇଥାଏ ନଚେତ୍ ରାତିରେ ହୋଇଥାଏ ଆପଣ ଗୋଟେ ସମୟ ଏହାର ସେବନ କରି ପାରିବେ ।
ତେବେ ସକାଳେ ଆପଣ ସେବନ କରିବାକୁ ଇଛା କଲେ ଆପଣଙ୍କୁ ରାତିରେ ଅଖରୋଟ ଭେଦେଇ ରଖିବାକୁ ହବ ଆଉ ସକାଳେ ତାକୁ ସେବନ କରିବାକୁ ହବ କିନ୍ତୁ ଯଦି ଆପଣ ରାତିରେ ଏହାକୁ ଖାଇବାକୁ ଇଛା କରୁଛନ୍ତି ତେବେ ଆପଣ ଗୋଟେ ଗ୍ଲାସ୍ କ୍ଷୀରରେ ଦୁଇ ରୁ ତିନୋଟି ଅଖରୋଟ ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ ଆଉ ତା ପରେ ଏହାର ସେବନ କରନ୍ତୁ ।
ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇବେ କିନ୍ତୁ ଅଖରୋଟ ବହୁତ ବଡ ବଡ଼ ରୋଗର ବହୁତ ସରଳ ଉପାୟ ହୋଇଥାଏ, ଯେଉଁ ଲୋକଙ୍କୁ ଡାଇବେଟିଜ୍ ଆଉ ହାର୍ଟ ଆଉ କ୍ୟାନ୍ସର ଭଳି ରୋଗ ହୋଇଥାଏ ତାଙ୍କ ପାଇଁ ବହୁତ କାରଗର ଜିନିଷ ଅଟେ । ଅଖରୋଟ ସେବନ ଦ୍ୱାରା ମଣିଷ ଶରୀରକୁ ଶକ୍ତି ମିଳିଥାଏ ଆଉ ଏହି ଶକ୍ତି ଦ୍ଵାରା ମଣିଷ କୁ ଅନ୍ୟ ଅନ୍ୟ ରୋଗ ଦ୍ୱାରା ଲଢ଼ିବା ପାଇଁ ଶକ୍ତି ମିଳିଥାଏ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।