ସବୁ କଷ୍ଟ ଦୂର କରିବେ ଶ୍ରୀ ହରି ବିଷ୍ଣୁ, କେବଳ ହଳଦୀ ଦ୍ୱାରା ଦୁର ହବ ଆପଣଙ୍କ ସବୁ ଅସୁବିଧା 

ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ଆଶୀର୍ବାଦ କିଏ ଅବା ଚାହେଁ ନାହିଁ, ଭଗବାନ ବିଷ୍ଣୁ ଏହି ଦୁନିଆର ପାଳନ କର୍ତ୍ତା ଅଟନ୍ତି, ତାଙ୍କ ଇଛା ବିନା ପତ୍ର ମଧ୍ୟ ହଲି ନଥାଏ, ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ମଣିଷ ଭଗବାନ ଶ୍ରୀ ବିଷ୍ଣୁଙ୍କ ସରଣରେ ଗଲେ ତାକୁ ରକ୍ଷା ମିଳିଥାଏ ଆଉ ଭଗବାନ ଶ୍ରୀ ବିଷ୍ଣୁଙ୍କ କୃପାରୁ ତା ଜିବନ ବହୁତ କଷ୍ଟ ଦୂର ମଧ୍ୟ ହୋଇଥାଏ । ଆପଣ ମାନେ ଜାଣିଛନ୍ତି ଜେ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ତୁଳସୀ ବହୁତ ପ୍ରିୟ ହୋଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଭଗବାନ ବିଷ୍ଣୁଙ୍କୁ ହଳଦୀ ମଧ୍ୟ ବହୁତ ପସନ୍ଦ ହୋଇଥାଏ ।

ତେବେ ଆଜି ଆମେ ହଳଦୀ ଦ୍ୱାରା ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଜିବନ ପରିବର୍ତ୍ତନ କରିଦେବେ । ହଳଦୀ କୁ ବହୁତ ପବିତ୍ର କୁହା ଯାଏ ବିବାହରେ ହଳଦୀ ବହୁତ ଆବଶ୍ୟକ ହୋଇଥାଏ ମାନ୍ୟତା ଅନୁଯାଇ କୁହା ଯାଇଛି ଯେ ହଳଦୀ ବର କନ୍ୟାକୁ ଲଗାଇଲେ ଆଉ ବିବାହ ମଣ୍ଡପ ରେ ରଖିଲେ ନକାରାତ୍ମକ ନଜର ପ୍ରଭାବ ନୁଆ ବିବାହିତ ଯୋଡ଼ି ଉପରେ ପଡ଼ିଥାଏ ।

ଆଉ ସେ ଖୁସି ଖୁସି ତାଙ୍କ ନୁଆ ଜିବନ ଆରମ୍ଭ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ହଳଦୀ ବ୍ୟବହାର ବିଷୟରେ । ଶାସ୍ତ୍ରରେ ମଧ୍ୟ ହଳଦୀ ପାଇଁ ଉଚ୍ଛ୍ ସ୍ଥାନ ଦିଆ ଯାଇଛି, ଶାସ୍ତ୍ର ଅନୁଯାୟୀ ହଳଦୀ ବହୁତ ଶୁଭ ଦାୟକ ହୋଇଥାଏ ଆଉ ଏହାର ସଠିକ୍ ବ୍ୟବହାର ଆପଣଙ୍କ ଜିବନ ସବୁ ସମସ୍ୟା ବହୁତ ସହଜରେ ପାରି କରିବାରେ ସାହାଯ୍ୟ କରିଥାଏ ।

ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଜେ ଯଦି ଆପଣଙ୍କ ଘରେ କାହାର ବିବାହ ହେଉ ନାହିଁ ତେବେ ଆପଣ ଗୋଟା ହଳଦୀ ନେଇ ଗୁରୁବାର ଦିନ ମାତା ଲକ୍ଷ୍ମୀ ଆଉ ବିଷ୍ଣୁଙ୍କ ଫଟୋ ପଛରେ ରଖି ଦିଅନ୍ତୁ ଦେଖିବେ ଆପଣଙ୍କ ବିବାହ ବା ଯାହା ପାଇଁ ଆପଣ ହଳଦୀ ରଖୁଛନ୍ତି ତାଙ୍କ ବିବାହ ବହୁତ ଶିଘ୍ର ହୋଇବ ।

ଏହା ଛଡ଼ା ଯଦି ଛୁଆଙ୍କୁ ନଜର ବହୁତ ଲାଗୁଚି ଆଉ ପାଠ ପଢାରେ ମନ ଦଉ ନାହାନ୍ତି ତେବେ ଆପଣଙ୍କୁ ଗୁରୁବାର ଦିନ ହଳଦୀ ଶ୍ରୀ ହରି ବିଷ୍ଣୁଙ୍କ ପାଦ ପାଖରେ ରଖିବାର ଅଛି ଆଉ ପରେ ତାକୁ ଉଠାଇ ନାଲି କପଡ଼ାରେ ବାନ୍ଧି ବାମ ହାତରେ ବାନ୍ଧିବା ର ଅଛି ଏହା କରିବା ଦ୍ୱାରା ଛୁଆଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ, ନକାରାତ୍ମକ ଉର୍ଜା ତାଙ୍କ ଠାରୁ ଦୂରେଇ ରୁହନ୍ତି ଆଉ ଛୁଆଙ୍କ ବିଦ୍ୟାରେ ମନ ଲାଗିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *