ଟିଭିର ଏହି 3ଟି ଅଭିନେତ୍ରୀ ଫେମସ ହେବା ପାଇଁ କେବେବି ନେଇ ନାହାନ୍ତି Shortcutର ସାହାରା

ଆଜିକା ସମୟରେ ଫିଲ୍ମ ଆଉ ସିର୍ଯଲ୍ ଜଗତ ଏତେ ଖରାପ ହୋଇ ଯାଇଛି ଯେ ଲୋକେ ନିଜ ଘରେ ପରିବାର ସହ ବସି କିଛି ଦେଖିବା ପାଇଁ ମଧ୍ୟ ଲାଜ କରୁଛନ୍ତି, ଆଉ ଆମ ସମାଜରେ ମଧ୍ୟ ତାହା ହୋଇଥାଏ ଯାହା ଫିଲ୍ମ ଆଉ ଶିର୍ଯଲ୍ ଜଗତରେ ଲୋକେ ଦେଖିବାକୁ ପାଇଥାନ୍ତି । ତେବେ ସିନେମା ଜଗତ ଚାହିଁଲି ସମାଜ ଭାବନା ଆଉ ତାଙ୍କ ଚିନ୍ତା ଧାରା ଉପରେ ବହୁତ ବଡ ପ୍ରଭାବ ପକାଇ ପାରେ ଯେମିତି ଆଗ ବି ହେଇଚି ବହୁତ କିଛି ସମାଜରେ ସିନେମା ଜଗତ ପାଇଁ ବଦଳିଛି କିନ୍ତୁ କିଛି ଭୁଲ ସିନେମା ଜଗତ ମଧ୍ୟ କରିଥାନ୍ତି ଯାହାର କୁପ୍ରଭାବ ସମାଜ ଉପରେ ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କେବେ ସଫଳତା ପାଇବା ପାଇଁ ସର୍ଟ କଟ କାମ କରି ନାହାନ୍ତି ।

୧- ପରିନଧି :

ଜି ଟିବୀ ର ପ୍ରସିଧ ସିରିୟଲ ଯୋଦ୍ଧା ଆକବର ଆପଣ ମାନେ ନିଶ୍ଚିନ୍ତ ଦେଖିଥିବେ, ଏହି ସିରୀୟଲରେ ଯୋଦ୍ଧାଙ୍କ ଅଭିନୟ ପରିଧି କରିଥିଲେ ଆଉ ବର୍ତମାନ ସେ ପଟିଆଲା ବେବ ନାମକ ସିରିୟଲରେ କାମ କରୁଛନ୍ତି କିନ୍ତୁ ପରିଧି କେବେ ଆଗକୁ ବଢିବା ପାଇଁ ଛୋଟ ଡ୍ରେସ୍ ବା ବୋଲ୍ଡ ଲୁକ ସାହାରା ନେଇ ନାହାଁନ୍ତି ସେ ସବୁବେଳେ ସାଧାରଣ ଆଉ ଭରା ପୁରା ଡ୍ରେସ୍ ପିନ୍ଧନ୍ତି ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

୨- ଦିବ୍ୟାଙ୍କା :

ଆପଣ ମାନେ ମୋହବତେନ୍ ସିର୍ୟଲ ନିଶ୍ଚିନ୍ତ ଦେଖିଥିବେ ଏଥିରେ ଆପଣଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବରେ ଦିବ୍ୟଙ୍କା ଦେଖା ଦେଇଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆଉ ସେ କେବେ ବି କିଛି ବୋଲ୍ଡ ସିନ ବା କପଡ଼ା ପିନ୍ଧି ନାହାନ୍ତି ତାଙ୍କୁ ସବୁବେଳେ ଫୁଲ ଡ୍ରେସ୍ ବା ସାରିରେ ଦର୍ଶକ ଦେଖିବାକୁ ପାଇଥିବେ ସେ ବାହାରେ ମଧ୍ୟ ଛୋଟ ଡ୍ରେସ୍ ପିନ୍ଧନ୍ତି ନାହିଁ ।

୩- କ୍ରିତିକା ସେଗଲ :

ଆପଣ ମାନେ ପୁନର ବିବାହ, କସମ୍ ଭଳି ସିର୍ୟଲ ଦେଖିଥିବେ, କ୍ରୀତିକା ଏହି ସିର୍ୟଲ ମୁଖ୍ୟ ଅଭିନେତ୍ରୀ ଥିଲେ ତାଙ୍କ ଅଭିନୟ ଆଉ ତାଙ୍କ ଡ୍ରେଶୀଙ୍ଗ ଷ୍ଟାଇଲ ଦର୍ଶକ ମାନଙ୍କୁ ବହୁତ ପଶନ୍ଦ ହୋଇଥିଲା ତାଙ୍କ ସିର୍ୟଲ ଝାଂଶି କି ରାନି ବହୁତ ପ୍ରସିଧ ହୋଇଥିଲା ଆଉ ଦର୍ଶକ ସେହି ସିର୍ୟଲକୁ ବହୁତ ପସନ୍ଦ ମଧ୍ୟ କରିଥିଲେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *