ରବିବାର ଉପାୟ- ଘରେ ଟଙ୍କା ରହୁ ନାହିଁ? ବାସ କିଛି ଗୁଡରେ କରନ୍ତୁ ଏହି ଉପାୟ ଛପରଫାଡି ମିଳିବ ଟଙ୍କା…

ସମସ୍ତେ ନିଜ ଭାଗ୍ୟ ଆଉ ନବ ଗ୍ରହଙ୍କ ଦ୍ୱାରା ନିଜ ଜୀବନରେ ଯାହା ପାଇବା କଥା ଆଉ ନ ପାଇବା ସଫଳତା ବିଷୟରେ ଭାବୁଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଜେ ସୂର୍ଯ୍ୟ ଦେବଙ୍କ ଆରାଧନା କଲେ ଆପଣଙ୍କ ସବୁ ଗ୍ରହ ନକ୍ଷତ୍ର ଭଲ ହୋଇଥାଏ ଆଉ ସବୁ ଆପଣଙ୍କୁ ଶୁଭ ଫଳ ଦେଇଥାନ୍ତି । ଜୀବନରେ ଯଦି ଆପଣଙ୍କୁ ବହୁତ୍ ଅସୁବିଧା ସମ୍ମୁଖିନ ହବାକୁ ପଡୁଛି ତେବେ ଆପଣଙ୍କୁ ସୂର୍ଯ୍ୟ ଦେବଙ୍କ ପୂଜା କରିବା ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା ଆପଣ ଭଗବାନ ସୂର୍ଯ୍ୟଙ୍କୁ ପ୍ରସନ୍ନ କରି ପାରିବେ ଆଉ ନିଜ ଭାଗ୍ୟ ବଦଳି ପାରିବେ ।

ଶାସ୍ତ୍ର ଅନୁଯାଇ ସୂର୍ଯ୍ୟ ଦେବ ଏକମାତ୍ର ଦେବତା ଅଟନ୍ତି ଯିଏ ସାକ୍ଷାତ ଦର୍ଶନ ଦେଇଥାନ୍ତି । ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେଉଁ ବ୍ୟକ୍ତି ସୂର୍ଯ୍ୟ ଦେବଙ୍କ ଆରାଧନା କରିଥାଏ ସେହି ବ୍ୟକ୍ତି ଉପରେ କେବେ ସମସ୍ୟା ପାହାଡ ଭାଙ୍ଗି ନଥାଏ ଜୀବନରେ ଆପଣ ବହୁତ୍ ଅସୁବିଧା ସାମ୍ନା କରିଥିବେ ଆଉ ଏବେ ବି ଆପଣଙ୍କ ଜୀବନରେ ଥିବ କିନ୍ତୁ ଆଜି ର ଏହି ଉପାୟ ଦ୍ୱାରା ଆପଣଙ୍କୁ ମଧ୍ୟ ସୁଖ ଓ ଶାନ୍ତି ଅନୁଭବ ହବ ।

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ କେବଳ ଗୁଡ ଦ୍ୱାରା ଆଉ ନିଜ ମନ ସଫା ରଖିବା ଦ୍ୱାରା ଏହି ଉପାୟ କଲେ ଆପଣଙ୍କ ଜିବନ ସବୁ ସମସ୍ୟା ଦୂର ହୋଇଥାଏ । ଯଦି କାହାକୁ ଶତ୍ରୁ ମାନେ ବହୁତ୍ ଅସୁବିଧା କରୁଛନ୍ତି ତେବେ ଆପଣ ତାଙ୍କ ପାଇଁ କେବେ ଖରାପ ଭାବନା ମନ ଭିତରେ ରଖନ୍ତୁ ନାହିଁ କେବଳ ରବିବାର ଦିନ ମନ ଧ୍ୟାନ ଦେଇ ସୂର୍ଯ୍ୟଙ୍କୁ ପୂଜା କରନ୍ତୁ ।

ସକାଳ ସମୟରେ ଜଳ ଦବା ସମୟରେ ” ଓଁ ଭାସ୍କରାୟ ନମଃ ” ୧୦୮ ଥର ଜାପ କରନ୍ତୁ ଆଉ ଦିନ ସର ଲୁଣ ଅଦା ଖାଆନ୍ତୁ ନାହିଁ ଏହା ଛଡ଼ା ଆପଣ କିଛି ବି ସେବନ କରି ପାରିବେ ନିରାମିଷ । କେବେ କିଛି ବି ପୂଜା କରିବା ସମୟରେ କାହା ବିଷୟରେ ନିଜ ମନ ଭିତରେ କିଛି ଖରାପ ଭାବନା ଆଣନ୍ତୁ ନାହିଁ । ତେବେ ନିଜେ ଭଲ ରହିଲେ ଭଗବାନ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିଥାନ୍ତି ଆଉ ଆପଣଙ୍କ ଜୀବନରେ ସୁଖ ଶାନ୍ତି ସହ ଉନ୍ନତି ମଧ୍ୟ ଆସିଥାଏ ।

ଆପଣଙ୍କୁ ରବିବାର ଦିନ କିଛି ଗୁଡ ମନ୍ଦିରରେ ଦାନ କରିବା ଉଚିତ୍ ଏହା ଛଡା ଆପଣ ଗାଈକୁ ମଧ୍ୟ ଖାଇବାକୁ ଦେଇ ପାରନ୍ତି ବା ଦାନ ମଧ୍ୟ କରି ପାରନ୍ତି ଏହା ଦ୍ଵାରା ଆପଣଙ୍କ ଜିବନ ସବୁ ସମସ୍ୟା ଆଉ ଗ୍ରହ ଦୋଷ ଦୁର ହୋଇଥାଏ । ଆପଣଙ୍କୁ କେତେ ଗୁଡ ବ୍ୟବହାର କରିବାର ଅଛି ତାହା ଆପଣଙ୍କ କ୍ଷମତା ଉପରେ ନିର୍ଭର କରିଥାଏ ଆପଣ ଯେତେ ପାରିବେ ଦେବେ ସେମିତି କିଛି ନାଇ ଜେ ଅଧିକ ଦେଲେ ପ୍ରଭୁ ଅଧିକ ଖୁସି ହୋଇବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *