ଏବେ ଆପଣ ନୁହେଁ ସେ କାନ୍ଦିବେ ! ଯିଏ ଆପଣଙ୍କ ହୃଦୟ ଭାଙ୍ଗିଛି ତା ସହ କଣ କରିବା ଉଚିତ, ଜାଣନ୍ତୁ- Krishna Vani

ଆପଣ କେବେ ଭାବି ଛନ୍ତି କି ଯେ କିଭଳି ଲାଗୁଥିବା ଆପଣଙ୍କ ଘର ଲୋକଙ୍କୁ ଆପଣଙ୍କ ଏହି ମନ ଦୁଃଖ କରି ରହିବା । ଆମେ ଆମ ଜୀବନରେ କାହାକୁ ଏତେ ଅଧିକ ମହତ୍ଵ ଦେଇ ଦଉଛୁ କି ସେ ଆମକୁ ଛାଡି ଚାଲି ଗଲେ ଆମେ ଏହା କୁ ସମ୍ଭାଳି ପାରୁନେ । ଆପଣ ଙ୍କ ଏଭଳି ଅବସ୍ଥା ଦେଖିକି ଆପଣଙ୍କ ପରିବାର ଲୋକଙ୍କୁ କିଭଳି ଲାଗିବା ଆପଣ କଣ ଜାଣିଛନ୍ତି କି । ଏହାକୁ ଯଦି ଆପଣ ଜାଣି ପାରନ୍ତେ ତେବେ ଆପଣ ନିଶ୍ଚିତ ଭାବେ କିଛି ଭି ଭୁଲ କରିବେଣୀ କାରଣ ଆପଣ ଜାଣିଛନ୍ତି କି ଆପଣ କାହା ପାଇଁ କାନ୍ଦୁଛନ୍ତି ଓ କାହା ପାଇଁ ନିଜର ମନ ଦୁଃଖ କରୁଛନ୍ତି ଆପଣ ଏକ ଏଭଳି ମହିଳା କିମ୍ବା ପୁରୁଷ ପାଇଁ ନିଜକୁ ପଛରେ ରଖିଛନ୍ତି ଯିଏ ଆପଣଙ୍କ ବିଷୟରେ କେବେ ଭି ଚି-ନ୍ତା କରୁନି ।

ଯଦି ଆପଣ ମାନେ ଏହି ଭଳି କିଛି କାମ କରୁଛନ୍ତି ତେବେ ନିଜକୁ ସମ୍ଭାଳି ନିଅନ୍ତୁ । ଯେବେ ଆମେ ଜନ୍ମ ହେଉ ଆମର ସବୁ ଠାରୁ ପ୍ରିୟ ଆମ ମା ଥାନ୍ତି କିନ୍ତୁ ଯଦି ଆମେ ତାଙ୍କୁ କେବେ ଭି ଦୁଃଖ ଦେଉ ତାହେଲେ ଆମେ କେବେ ଭି ଖୁଶି ହୋଇ ପାରିବା ନି । ପରିବାର ଏକ ଏମିତିଆ ଜାଗା ଯେଉ ତିରେ କେବଳ ଆମେ ଆମର ନିଜ ଲୋକଙ୍କ ପାଇଁ ନୁହେଁ ବରଂ ନିଜ ପାଇଁ ସବୁ ଙ୍କ ଆଖିରେ ଭଲ ପାଇବା ଦେଖିଥାଉ ।

ସତ କହିବା ପାଇଁ ଗଲେ କିଛି ଭି ଦୁନିଆରେ ବଦଳିବ ନାହି । ଯଦି ଆମେ ଜଣଙ୍କ ପାଇଁ କିଛି କରିଛୁ ଓ ସେ ଆମକୁ ବୁଝି ପାରୁନି ତେବେ ଏହା ପାଇଁ ମନ କଷ୍ଟ ହୁଏ କିନ୍ତୁ ଏହାକୁ ଭୁଲିବା ପାଇ ହେବ । ଆପଣ ଯଦି ଜାଣନ୍ତି କି ଆପଣ ଧୋକା ଖାଉଛନ୍ତି ତେବେ କଣ ଆପଣ ଭୁଲ ନା ଏଥିରେ ଆମର ଭୁଲ ନାଇ କିନ୍ତୁ ମଣିଷ ମନ ପାଇଁ ଆମେ ଏତେ କଷ୍ଟ ଅନୁଭବ କରୁଛେ । ଖାଲି କଣ ଆମେ ଯଦି ଆମେ କଷ୍ଟ ଅନୁଭବ କରୁଛୁ ତେବେ ଆମ ସହ ଆମ କୁ ଭଲ ପାଉଥିବା ଲୋକମାନେ ମଧ୍ୟ ମନ କଷ୍ଟ କରନ୍ତି ।

ତେଣୁ ଆମେ ଆମର କ୍ଯାରିୟର ଆମର ଜୀବନ କୁ ପୁଣି ଥରେ ଆଗକୁ ନେବା ଉଚ୍ଚିତ । କାହା ପାଇଁ ଆମେ ଲୁହ ଗଡେଇକି ନିଜ ଆଖିକୁ କଷ୍ଟ ଦେବା ଉଚ୍ଚିତ ନୁହେଁ କାରଣ ହେଉଛି ଆପଣ ଯଦି ନିଜକୁ କଷ୍ଟ ଦେବେ ଏହାର ମାନେ ହେଉଛି ଖରାପ କରିଥିବା ଲୋକ ନୁହେଁ ଖରାପ ଭୋଗିଥିବା ଲୋକ ଅଧିକ ଦାଇ । ଆମକୁ ଯିଏ ଛାଡି ଯାଇଛି ସେ ଜାଣିନୀ ସେ ତା ଜୀବନରେ କଣ ହଜାଇ ସାରିଛି ।

କିନ୍ତୁ ଆମେ ଜାଣିଛୁ କି ଆମେ କିଛି ଭି ହରାଇ ନୁ ହଁ କିଛି ସ୍ମାୟ ପାଇଁ ଆସା କରିଥିବା ମଣିଷ ଆମକୁ ମିଳିନୀ । କିନ୍ତୁ ଆମେ କଣ ଏହା ପାଇଁ ଆମେ ବଞ୍ଚିବା ଛାଡି ଦେବା ହୁଏ ତ ଆଗକୁ ଯାଇକି ଆମେ ଅନେକ କିଛି ପାଇ ଯିବା । ତେଣୁ କରି ନିଜକୁ ସମ୍ଭାଳି ନିଅନ୍ତୁ ଓ ଆଗକୁ ଚାଳନ୍ତୁ ଦେଖିବେ ସବୁ ଭଲ ହେବ । ଏହା କେବଳ ଆମେ ନୁହେଁ ଏହା ଭଗବାନ କୃଷ୍ଣ ମଧ୍ୟ କହିଛନ୍ତି କି ଯଦି ଆପଣ ଙ୍କୁ କେହି ଛାଡି ଦେଉଛି ତା ପାଇଁ ଚି-ନ୍ତା କରନି କାରଣ ତା ମନରେ ଥିବା କପଟ ହିନ ତାର ଅନ୍ତ କରିବ ।

Leave a Reply

Your email address will not be published. Required fields are marked *