Cameraରେ କଏଦ ହୋଇଥିବା କିଛି ଚକିତ କରିଦେଲା ଭଳି ଘଟଣା, ଯାହାକୁ ଦେଖି ଆପଣଙ୍କ ହୋସ ଉଡିଯିବ…. ଦେଖନ୍ତୁ Video

ଦୁନିଆରେ ଅନେକ ପ୍ରକାର ଲୋକମାନେ ଅଛନ୍ତି । ଏହା ନୁହେଁ ସେ କି ସେମାନେ ଏକ ଅଲଗା ଦୁନିଆରେ ଅଛନ୍ତି ମାତ୍ର ସେମାନେ ଏକ ଅଲଗା ପ୍ରକାର କାମ କରନ୍ତି । ସେପରି ଅନେକ ଘଟଣା ରହିଛି ଯାହାକୁ ଦେଖି ଆମେ ଆଶ୍ଚୟ ଚ-କି-ତ ହୋଇଯାଉ । ସେହି ପରି କିଛି ଘଟଣା ବିଷୟରେ ଆଜି ଆମେ ଆଲୋଚନା କରିବାକୁ ଯାଉଛେ । ଏହିପରି କିଛି ଘଟଣା ସୋ-ସି-ଆ-ଲ ମି-ଡି-ଆ-ରେ ଭି-ଡି-ଓ ମାଧ୍ୟମରେ ଭା-ଇ-ରା-ଲ ହେଉଛି ।

ତେବେ ପ୍ରଥମ ଘଟଣା ଟି ହେଉଛି ଯାହାକି ସୋ-ସି-ଆ-ଲ ମି-ଡି-ଆ-ରେ ରେ ଭା-ଇ-ରା-ଲ କି ଜଣେ ମହିଳା ମୋ-ମ୍ତା-ଜ-ଙ୍କ ପରି ସଜେଇ ହୋଇ ବସିଛନ୍ତି କିନ୍ତୁ ତାଙ୍କ ଶ-ରୀ-ର କୋକିଶିଆଳି ଅଟେ । କିନ୍ତୁ ଏହା ପଛ ର ସତ୍ୟତା ହେଉଛି ଦର୍ଶକ ମାନଙ୍କୁ ଆକର୍ଷିତ କରିବାକୁ ପ୍ରାଣୀ ଉଦ୍ୟାନର ସଂସ୍ଥା ର ଏହା ଏକ ପ୍ର୍ୟୟାସ ।

ମ୍ମୋମ୍ତାଜଙ୍କ ମୁହଁ ଦେଖେଇବାର ଉଦେଶୟ ହେଉଛି ୩୩ ବର୍ଷ ମୁରଗ ଅଲ୍ଲୀଙ୍କ ସତ୍ୟତା ଲୁଚି ରହିଛି । ମୁରଗ ଅଲ୍ଲୀ ଏମିତି ଏକ ଆସନରେ ବଶନ୍ତି ଯେଉଁଥିରେ କେବଳ ତାଙ୍କ ମୁହଁ ଦେଖାଯାଏ । ଏବଂ ତାଙ୍କ ନିକଟରେ କୋକିଶିଆଳି ର ଚମଡା ରଖା ଯାଇଥିଲା ।

ଦ୍ଵିତୀୟ ଘଟଣା ଟି ହେଉଛି ଏକ ମ୍ୟୁଜିୟମରେ ଗୋଟିଏ ଝିଅ କଫି ଧରି ବୁଲୁଥିବା ସମୟରେ ନିଜ ଭାରସାମ୍ୟ ହରାଇ ମ୍ୟୁଜିୟମ ରେ ଥିବା ଏକ ଚିତ୍ର ନିକଟରେ ଖସି ଯାଇ କଫି ନଢାଳିବା ନିମନ୍ତେ ଜଗିବା ବେଳେ ହାତ ବାଜି ଚିତ୍ର ଟି ରେ କଣା କରିଦେଇଥିଲା ,

ଏହି ଚିତ୍ର ଟି ର ମୂଲ୍ୟ ଥିଲା ୧୧ କୋଟି ଟଙ୍କା । ତୃତୀୟ ଘଟଣା ହେଉଛି ଜଣେ ମହିଳା ପାଣି ରେ ନି-ଆଁ ଲଗାଉଛନ୍ତି ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗି ପାରେ କିନ୍ତୁ ଏକ ଗବେଷଣା ରୁ ଜଣା ପଡିଛି କି କିଛି ଜାଗା ର ପାଣି ରେ ୦.୦୧ ମିଲିଗ୍ରାମ ମି-ଥେ-ନ ଗ୍ଯାସ ରହିଥିବାରୁ ୦.୬୮ ମିଲିଗ୍ରାମ ମି-ଥେ-ନ ୧ ଲିଟର ପାଣିରେ ମିଳିଥାଏ , ମି-ଥେ-ନ ଗ୍ଯାସ ନି-ଆଁ ଜଳିବାରେ ସାହାର୍ଜ କରିଥାଏ ତେଣୁ ପାଣିରେ ନି-ଆଁ ଲାଗିଥିଲା ।

ମହାକାଶ ଜାନ ରେ କେଶ ଧୋଇଥାନ୍ତି ଜାଣିଛନ୍ତି କି । ମାହାକାଶଚାରି ମାନେ ପ୍ରଥମେ ଗରମ ପାଣିରେ ଧୋଇ ତାପରେ ବିନା ଫେଣ ର ଶ୍ୟାମ୍ପୁ ଲଗାଇ ଏହା ପରେ ଏହାକୁ ତାୱେଲରେ ପୋଛି ଆଉଥରେ ଗରମ ପାଣି ରେ ଧୋଇଥାନ୍ତି । ଓଡିଶାର କୋରାପୁଟ ଜିଲାରେ ଏକ ନା-ଗ ସା-ପ କୁ ଧରିବାକୁ ଯାଇ ଜଣେ ସା-ପ ଉଧାର କାରୀଙ୍କୁ ନା-ଗ କା-ମୁ-ଡି ଦେଇଥିଲା ପରେ ଏହାକୁ ଅନ୍ୟ ସା-ପ ଉଧାରୀ ମାନେ ଧରି ନେଇଥିଲେ ଓ କାହାକୁ ହା-ନି କରିବାକୁ ଦେଇନଥିଲେ ।

ଭାରତର ପାମ୍ବରା ରେ କିଛି ବନ କର୍ମଚାରୀ ମାନଙ୍କୁ ହଠାତ ଏକ ବାଘ ଆ-କ୍ର-ମ-ଣ କରିବାକୁ ଗୋ-ଡା-ଇ ଥିଲା କିନ୍ତୁ କର୍ମଚାରୀମାନେ ଗାଡିରେ ଥିବାରୁ ବଞ୍ଚିଗଲେ । ଥାଇଲାଣ୍ଡ ନ୍କୋମ ପେଥ୍ମ ସହରରେ 7ଏଲଏମ ସପିଙ୍ଗ ମଲ ରେ ପାଖ କେନାଲରୁ ୬ ଫୁଟ ଲମ୍ବ ର ମୋନିଟର ଝିଟିପିଟି ଖାଦ୍ୟ ପସିଯାଇଥିଲା । ଅନ୍ୟ ଜଣେ ମହିଳା ନିଜ ର କୌଶଳ ଦେଖେଇବାକୁ ଯାଇ ନିଜର ୨ ସାଙ୍ଗଙ୍କୁ ଡାକି ମୋବାଇଲରେ ଭି-ଡି-ଓ ବନାଇଥିଲା ଯେଉଁଥିରେ ସେ ମହିଳା ନିଜ ପେଟ କୁ ଏତେ ଭିତରକୁ କରିଦେଇଛି ଯେପରି ତା ପଞ୍ଜରା ହାଡ ଦେଖାଯାଉଥିଲା ।

Leave a Reply

Your email address will not be published. Required fields are marked *